Browsing Category

ରାଜ୍ୟ

କିମ୍‍ସରେ ବିରଳ ଅସ୍ତ୍ରୋପଚାର, ୭ବର୍ଷ ଶିଶୁ ଫୁସ୍‍ଫୁସ୍‍ରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସ୍ ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜଣାତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ ରେ ଅଟକି ରହିଥିଲା । ଫଳରେ ଶିଶୁଟିର
Read More...

କୋଭିଡ ୧୯ ସଂକ୍ରମଣ ରୋକିବା ନିମନ୍ତେ ସେଲ ଆରଏସପିର ଇସ୍ପାତ ସହରାଞ୍ଚଳରେ ବ୍ୟାପକ ବିଶୋଧନ ଅଭିଯାନ ଜାରି

ରାଉରକେଲା :ବୈଶ୍ଵିକ ମହାମାରୀ କୋଭିଡ ୧୯ ସୃଷ୍ଟି କରିଥିବା ବୃହତ ଆହ୍ଵାନ ଦୃଷ୍ଟିରୁ ସେଲ ରାଉରକେଲା ଇସ୍ପାତ କାରଖାନା ଏହି ଭୟାବହ ରୋଗ ସଂକ୍ରମଣର ପ୍ରତିରୋଧ ନିମନ୍ତେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି । କାରଖାନାର ସହର ଇଞ୍ଜିନିୟରିଂ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ବିଭାଗ
Read More...

ଯୁବ ସମାଜସେବୀଙ୍କ ଦ୍ଵାରା ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ ଓ ମାସ୍କ ବଣ୍ଟନ

ୱାର୍ଡ ନଂ - ୧୯ ର ଯୁବ ସମାଜ ସେବୀ ଭାରତ ଚମ୍ପତ୍ତିରାୟଙ୍କ ନିଜସ୍ୱ ଉଦ୍ୟମରେ ଜି. ଜି. ପି. କଲୋନୀ ତଥା ଆଖପାଖ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଥିଲେ l ପ୍ରାୟତଃ ୬୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ସେ ସହାୟତା ପ୍ରଦାନ କରିଥିଲେ l ସଫେଇ
Read More...

ଧାନବିହନ ମିଳିବାନେଇ ଅନିଶ୍ଚିତତା, ଚାଷୀ ହତାଶ

ବୌଦ୍ଧ:ଅକ୍ଷୟ ତୃତୀୟା ଚାଲିଗଲାଣି । ଅକ୍ଷିମୁଠି ଅନୁକୂଳ ହୋଇପାରିଲାନି ଚାଷୀର ବିହନ ଅଭାବ ଯୋଗୁଁ । ବିହନ ନିଗମର ପାଲଝାର ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ଝୁଲୁଛି ତାଲା । ପ୍ରାୟ ୬୫୧୮ କ୍ୱିଣ୍ଟାଲ ବିହନର ପ୍ରକ୍ରିୟାକରଣ ଓ ପ୍ୟାକିଂ ସରିଯାଇଛି ହେଲେ ତାହାରମାନ ପରୀକ୍ଷଣ ହୋଇପାରିନଥିବାରୁ
Read More...

ବ୍ୟାପକ ଜନବିରୋଧ ପରେ ଫେରାଇ ଦିଆଗଲା ରାଉରକେଲାରୁ ଭୀମସାରକୁ ୬ ସନ୍ଦିଗ୍ଧ କରୋନା ରୋଗୀ ପଠାଯାଇଥିଲା

ସମ୍ବଲପୁର: ଓଡିଶା ରାଜ୍ୟ ସହିତ ସମଗ୍ର ଦେଶରେ ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଉଛି । ରାଜ୍ୟର କିଛି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପ୍ରକ୍ରିୟା ଅବ୍ୟାହତ ରହିଛି କିନ୍ତୁ ସୌଭାଗ୍ୟକ୍ରମେ ଏଠାରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲା ପ୍ରକାଶକୁ ଆସିନାହିଁ
Read More...

ବଟିଆଦାୟ ଅଭିଯୋଗରେ ୩ ଗିରଫ : କରୋନା ସଂକଟ ସମୟରେ ଅପରାଧର ଅଭିନବ ପନ୍ଥା

ସମ୍ବଲପୁର: ଆସନ୍ତା ୩ ତାରିଖରୁ ବାହାରେ ଫସିଥିବା ଲୋକଙ୍କ ଫେରିବା ପାଇଁ ବାଟ ଖୋଲୁଛି ଏହି ସୁଯୋଗର ଫାଇଦା ନେଇ ଅପରାଧର ଅଭିନବ ପନ୍ଥା ମଧ୍ୟ କିଛି ଅପରାଧୀ ଖୋଜି ପାଇଛନ୍ତି । ଲକଡାଉନ ପରେ ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି । ହେଲେ କିଛି ଲୋକେ
Read More...

ଏମ୍‌ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ

ସମ୍ବଲପୁର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍‌, ଜଗନ୍ନାଥ କ୍ଷେତ୍ର ତାଳଚେରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ମହାମାରୀ କରୋନାରେ ସଂକ୍ରମିତ ହେଉଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ୫୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅନନ୍ୟା ମହିଳା ମଣ୍ଡଳର
Read More...

ବୁଟୁପାଲି-ବଘିଆପଡା ରାସ୍ତା : ଅଧପନ୍ତରିଆ କାମ ଯୋଗୁଁ ଜନ ଅସନ୍ତୋଷ

ବୌଦ୍ଧ:ଜାତୀୟ ରାଜପଥ ୫୭ର ବୁଟୁପାଲି ଠାରୁ ବଘିଆପଡାକୁ ଯାଇଥିବା ୧୮ କି.ମି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ରାସ୍ତା ପ୍ରଶସ୍ତିକରଣ ନାମରେ ବିଭିନ୍ନ ଜାଗାରେ ରାସ୍ତାକୁ ଖୋଳିଦେଇ କାମନକରି ହାତବାନ୍ଧି ବସିରହିଛି ଠିକାସଂସ୍ଥା ଏଆର୍‌ଏସ୍‌ଏସ୍ । ଯାହାଫଳରେ ଏ
Read More...

ଘର ମୁହାଁ ପ୍ରବାସୀ, କଟକଣାକୁ ବେଖାତିର : କ୍ୱାରେଣ୍ଟାଇନର ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରୁ ସେମାନେ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ଆସିବେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ଓ ଗୁଜୁରାଟର
Read More...

W.A.R.D ସଂସ୍ଥା ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ

ରାଇକିଆ: ଆଜି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବେରେଡାକିଆ ଏବଂ ସୁଗଡ଼ବାଡ଼ି ଗ୍ରାମପଞ୍ଚାୟତ ଅଞ୍ଚଳରେ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ, ଗୁଞ୍ଜ ସଂସ୍ଥାର ପ୍ରତିଷ୍ଠାତା-ଅଂଶୁ ଗୁପ୍ତାଙ୍କ ନିର୍ଦେଶ କ୍ରମେ ଗୁଞ୍ଜ ସଂସ୍ଥା ଓଡ଼ିଶା ଶାଖାର ମୁଖ୍ୟ- ସୁରେଶ
Read More...