Browsing Category

ରାଜ୍ୟ

ସାଇକେଲରେ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିଲେ, ବାଟରେ ଏମିତି ଘଟିଲା

ରାଉରକେଲା : - ପାଞ୍ଚ ଜଣଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଲେ ପୋଲିସ । ସମ୍ବଲପୁରରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗକୁ ଯାଉଥିବା ପାଞ୍ଚ ଜଣଙ୍କୁ ଅଟକ ରଖି ସେମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଛି ପୋଲିସ। ମଙ୍ଗଳବାର ରାତିରେ ଏମାନେ ରାଉରକେଲା ପହଞ୍ଚିବା ପରେ କିଛି ସ୍ବେଛାସେବୀ ସେମାନଙ୍କୁ ଖାଇବାକୁ
Read More...

ସହାୟତା ନପାଇ ନିର୍ମାଣ ଶ୍ରମିକ ହତାଶ

ବୌଦ୍ଧ:ନିର୍ମାଣ ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା କାର୍ଯ୍ୟ ବର୍ତ୍ତମାନ ବୌଦ୍ଧଜିଲ୍ଲାରେ ଚାଲିଛି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଯେଉଁ ତାଲିକାକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପ୍ରସ୍ତୁତ କରିଛି ସେଥିରେ ଅନେକ ତ୍ରୁଟି ରହିଥିବାରୁ
Read More...

ପିଏମ୍ କେୟାର୍ସକୁ ମିଳିତ ଦାନ କଲେ ଖୁଣ୍ଟିଗୋରା ପଞ୍ଚାୟତର ୧୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌

ବୌଦ୍ଧ : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତର ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୬ ହଜାର ଟଙ୍କା ଦାନ କରି ସହାୟତାର ହାତ ବଢ଼ାଇଛନ୍ତି । ଖୁଣ୍ଟିଗୋରା ଭଳି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ମହିଳାମାନେ
Read More...

କରୋନା ମୁକାବିଲା ପାଇଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଳା ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉତ୍ତର ଓଡ଼ିଶାର ସଂକ୍ରମଣ ପ୍ରବଣ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତି ସମ୍ଭାଳିବା ପାଇଁ ତିନିଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ୍‌କେ ବଶିଷ୍ଠ,
Read More...

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ରିପବ୍ଳିକ୍ ଟିଭି ମୁଖ୍ୟଙ୍କ ଗିରଫ କଲେ ଦାବି

ଭୁବନେଶ୍ୱର : ରିପବ୍ଲିକ୍ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏକ ଟିଭି ସୋ\'ରେ ଆଲୋଚନା ବେଳେ ଅର୍ଣ୍ଣବ ଅପମାନଜନକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକଲା ଭଳି
Read More...

ନିରୀକ୍ଷଣ ଦଳର ଗୃହ ପରିଦର୍ଶନ

କୋରନା ଭୁତାଣୁରୁ ଗଜପତି ଜିଲ୍ଲାକୁ ମୁକ୍ତ ରଖିବା ପାଇଁ ଜିଲ୍ଲା ରେ ଥିବା 136 ଜଣ ଏଏନଏମ୍ ଙ୍କ ନେତୃତ୍ୱରେ 136ଟି ନିରୀକ୍ଷକ ଦଳ ଗଠିତ ହୋଇଛି ଏହି କାର୍ଯ୍ୟରେ 2375 ଅଙ୍ଗନବାଡି କର୍ମୀ ଓ 1274 ଜଣ ଆଶା କର୍ମୀ ସହାୟତା କରୁଛନ୍ତି।ଗଠିତ ଦଳ ନିଜ ଅଞ୍ଚଳର ପ୍ରତ୍ୟେକ ଘରକୁ ଯାଇ ଲୋକଙ୍କ
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ସହାୟତା

ପାଟଣାଗଡ : ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ବାଦନ୍ୟ ବ୍ୟକ୍ତିମାନଙ୍କ ସହାୟତା ଧୀରେ ଧୀରେ ବଞି ଚାଲିଛି । ଆଜି ପାଟଣାଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବିନୋଦ କୁମାର ଅଗ୍ରୱାଲ ୧୧ହଜାର, ଟିକୁ ଜୈନ ୫୧୦୦, ପ୍ରତୀକ୍ଷା ମହାସଂଘ ପାଟଣାଗଡ ୨ହଜାର, ଜୟ ମାଁ ଲକ୍ଷ୍ମୀ ଏସଏଚଜି ୧ ହଜାର, ମା
Read More...

ପ୍ରଶାସନ ପାଇଁ ଗଣମାଧ୍ୟମ ହଠାତ ଅବାଂଛିତ କାହିଁକି ?

ସମ୍ବଲପୁର : ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଯାଇ ରାଜ୍ୟ ସରକାରଙ୍କ ସମସ୍ତ ସଫଳତା ଓ ଗୁଣଗାରିମା ବଖାଣିବା ପାଇଁ ଗଣମାଧ୍ୟମକୁ ବ୍ୟବହାର କରାଗଲା ତ ହଠାତ ଆଜି ସେହି ଗଣମାଧ୍ୟମକୁ ଅବା’ିତ କାହିଁକି କରିଦିଆଯାଇଛି କିଛି
Read More...

ଗଜପତି ଜିଲ୍ଲା ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ମାସ୍କ ଓ ସାନିଟାଇଜର ବଣ୍ଟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏକ ନମ୍ବର ୱାଡ଼ରେ ରହୁଥିବା ସଫେଇ କର୍ମଚାରୀ ମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିବା ସହ ସେମାନଙ୍କୁ ଫୁଲ ମାଳ ଦେଇ ସଂମ୍ମାନୀତ କରିଥିଲେ । କରୋନା ଖାତିର ନ କରି ଯୋଦ୍ଧା ଭାବେ କାମ କରି ସଫେଇ କର୍ମଚାରୀ ମାନେ ନିଜର କର୍ତ୍ତବ୍ୟ
Read More...