Browsing Category

ରାଜ୍ୟ

କାମକରୁନି ଦମକଳ କେନ୍ଦ୍ରର ମୋବାଇଲ !

ବୌଦ୍ଧ : ବୌଦ୍ଧ ଜିଲ୍ଲା ପ୍ରଶାସନ ବୌଦ୍ଧ ଦମକଳ କେନ୍ଦ୍ରକୁ ଯୋଗାଇ ଦେଇଥିବା ମୋବାଇଲ କାର୍ଯ୍ୟ କରୁନଥିବାରୁ କୌଣସି ଜରୁରୀକାଳିନ ସୂଚନା ଦେବାରେ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ବିଭାଗରୁ କିଛି ବର୍ଷ ତଳେ ଏକ ମୋବାଇଲ ସେଟ୍ ଜନସାଧାରଣଙ୍କ
Read More...

ପାରଳା ବିଧାୟକ କେ ନାରାୟଣ ରାଓ ମାସ୍କ ବାଣ୍ଟିଲେ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଆଜି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ କୁ ଯାଇ ମାସ୍କ ବଣ୍ଟନ କରିଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଦିନରାତି ସେବା ଯୋଗାଇ ଥିବାରୁ ସମସ୍ତ
Read More...

ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର:- ରାଜ୍ୟରେ କରୋନା ମୃତ୍ୟୁ ଦାଣ୍ଡବ କିଛି ଦିନ ଥମିଯାଇଥିବା ବେଳେ ଆଜି ୪୪ ନମ୍ବର କରୋନା ପୀଡିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ପଶ୍ଚିମବଙ୍ଗ ମେଦନପୁରରୁ ଆସି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଖୁସି ଖବର : ରାଜ୍ୟରେ ପୁଣି ୫ ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି । ଆଜି ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଏହି ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର, ଢେଙ୍କାନାଳ, କଲାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ବୋଲି ଜଣାପଡିଛି ।
Read More...

ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଦିତ୍ୟ ନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିନ୍ନ ଢଙ୍ଗରେ ତାଙ୍କ ପିତା ଆନନ୍ଦ ସିଂହଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଦିତ୍ୟନାଥ ୨ମିନିଟ୍ ମୌନ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଠାରେ ଅନ୍ୟ କେତେକ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
Read More...

ଦୁଶ୍ଚିନ୍ତାରେ ବାଲିଗୁଡ଼ାର ବାଉଁଶ କାରିଗର: ସାମଗ୍ରୀ ଅଛି, ହେଲେ କିଣାବିକା ନାହିଁ

ବାଲିଗୁଡ଼ା: ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଅତ୍ୟାବଶ୍ୟକ ସାମଗ୍ରୀ
Read More...

ଚକୁଳିଆ ପଣ୍ଡା ବେଶରେ ଟାଉନ୍ ପୁଲିସ୍‌ର କରୋନା ସଚେତନତା

ଢେଙ୍କାନାଳ : ଓଡଶା ପୋଲିସ କୋଭିଡ୍‌-୧୯ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦେଶ୍ୟରେ ଁ ଅନେକ ପ୍ରକାରର ସଚେତନାତା ଭିତ୍ତିକ କାର୍ଯ୍ୟମକୁ ପରିବେଷଣ କରୁଥିବା ଦେଖାଯାଇଛି । ସେହିପରି ଢେଙ୍କାନାଳ ପୋଲିସ ଆଜି ଏକ ନୁତନ ର୍ପକାରର “ଚକୁଳିଆ ପଣ୍ଡା” କାର୍ଯ୍ୟକ୍ରମ ହାତକୁ ନେଇ ସକାଳ ସମୟରେ
Read More...

୩ ଡାକ୍ତର, ୧୯ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

ଭୁବନେଶ୍ୱର: ଯାଜପୁର ଜିଲ୍ଳାର ଗତକାଲି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କୁ ନେଇ ସରକାର ଏବେ ବଡ଼ ଟେନସନ୍‌ରେ ପଡ଼ିଥିବା ବେଳେ ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତିନିଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଯାଜପୁରର ପାଞ୍ଚ କରୋନା ଆକ୍ରାନ୍ତ କିଛିଦିନ
Read More...

ଯାଜପୁରର ୧୩ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରକାର

ଭୁବନେଶ୍ୱର : ଯାଜପୁର ଜିଲ୍ଳାରେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ତିନୋଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଉ ୧୦ଟି ଗ୍ରାମ ପଞ୍ଚାୟତକୁ ମିଶାଇ ମୋଟ ୧୩ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା
Read More...

ନୂଆ ୫ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାଲେଶ୍ୱର ଅଞ୍ଚଳର ପାଞ୍ଚ ଜଣ ନୂଆ କରୋନା ରୋଗୀଙ୍କ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ସୂଚନାରେ କୁହାଯାଇଛି ଯେ, ଚିହ୍ନିତ ୫ ପଜିଟିଭ୍‌ଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ । ମହିଳା ଦୁଇଜଣଙ୍କ ବୟସ ୩୪
Read More...