Browsing Category

ରାଜ୍ୟ

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

ଦାରିଙ୍ଗବାଡି ,କରୋନା ପାଇଁ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପୂର୍ଣ ଭାବରେ ବନ୍ଦ କରାଯାଇଥିଲା ତେବେ ୨ୟ ପର୍ଯ୍ୟାୟ  ଲକଡାଉନ ଜାରିହେବା ପରେ କିଛିଟା କଟକଣା କୋହଳ କରାଯାଇ ମନରେଗା ଏବଂ ଉନ୍ନୟନ କାର୍ଯ୍ୟ ସାମାଜିକ ଦୁରତ୍ଵା ସହିତ ମାସ୍କ
Read More...

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ଲକଡାଉନକୁ କଡାକଡି ଭାବେ ପାଳନ କର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଲକଡାଉନକୁ ଆହୁରି କଡାକଡି ଭାବେ ପାଳନ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସବୁ ରାଜ୍ୟର ସରକାରଙ୍କ ନିକଟକୁ କେନ୍ଦ୍ର
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲ

ପାରାଦ୍ୱୀପ: ପାରାଦ୍ୱୀପରେ ଆଜିଠାରୁ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ପାରାଦ୍ୱୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି ଗୋଭିଡ ହସ୍ପିଟାଲ ପାରାଦ୍ୱାପ ବନ୍ଦର, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...

କରୋନା ରୋଗୀ ସଂଖ୍ୟା ୭୪କୁ ବୃଦ୍ଧି ଗୋଟିଏ ଦିନରେ ଚିହ୍ନଟ ହେଲେ ୧୩

ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ୭ଟି କରୋନା ପଜିଟିଭ୍ ସଂପର୍କରେ ସୂଚନା ଦିଆଯାଇଥିଲା । ଫଳରେ ଆଜି ଗୋଟିଏ ଦିନରେ ୧୩ କରୋନା ରୋଗୀ ରାଜ୍ୟରେ ଚିହ୍ନଟ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ
Read More...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ପ୍ରଦାନ କଲେ ଆକାଶ ପାଠକ

ଭୁବନେଶ୍ୱର: ଓଡିଶାରେ କୋଭିଡ୍-୧୯ର ମୁକାବିଲା କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପୁନେଠାରେ ଥିବା ଟାଟାମୋଟର୍ସର ପାସେଞ୍ଜର ଡିଭିଜନର ଭାରପ୍ରାପ୍ତ ମ୍ୟାନେଜିଂ ଡାଇରେକ୍ଟର ଆକାଶ କୁମାର ପାଠକ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେ ହେଉଛନ୍ତି ବୌଦ୍ଧଜିଲ୍ଲାରେ
Read More...

ଭଦ୍ରକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ଜଣ !

ଭୁବନେଶ୍ୱର, : ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁର ସଠିପୁର ଅଞ୍ଚଳର ୬ଜଣ ଆସିଛନ୍ତି । ଏ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଳାପାଳ ରଂଜନ ଦାସ । ସେ କହିଛନ୍ତି ଯେ, ଗତ ୨୯ ତାରିଖରେ କୋଲକାତାର ବଡ଼ବଜାର ଅଞ୍ଚଳରୁ ଏକ କାର୍‌ରେ ୭ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ ।
Read More...

ଲକ୍‌ଡାଉନ୍ ନିୟମ ଭାଙ୍ଗି ହରଡ଼ଘଣାରେ ବଡ଼ଚଣା ଆଇଆଇସି

ଭୁବନେଶ୍ୱର : ଲକ୍‌ଡାଉନ୍ ବେଳେ ସପରିବାର ମାସେ ତଳେ ଚୋରି ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ଶ୍ରୀମନ୍ଦିର ଦର୍ଶନରେ ଆସି ବଡ଼ଚଣା ଆଇଆଇସି ଦୀପକ ଜେନା ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଦ୍ୱାରରେ ନିୟୋଜିତ ପୁଲିସଙ୍କୁ ହୁରୁଡେଇ, କ୍ଷମତାର ଅପବ୍ୟବହାର କରି ସେ ଶ୍ରୀମନ୍ଦିର ଭିତରକୁ
Read More...

ନୂଆ ୭ ପଜିଟିଭ୍‌ଙ୍କ ବିବରଣୀ ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ହୋଇଥିବା ୭ ନୂଆ ପଜିଟିଭ୍‌ଙ୍କ ବିବରଣୀ ଦିଆଯାଇଛି । ବିବରଣୀ ଅନୁଯାୟୀ କରୋନା ରୋଗୀ ସଂଖ୍ୟା ୬୨,୬୩, ୬୪,୬୫ ଓ ୬୬ ଭଦ୍ରକ ଅଞ୍ଚଳର । ସେମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭
Read More...

କାଳବୈଶାଖା ସମ୍ଭାବନା ଜାରିହେଲା ଅରେଞ୍ଜ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଦେଖାଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବୋହିବା ସହିତ ଝଡ଼ତୋଫାନ ସ୍ଥିତି ସୃଷ୍ଟି ହେବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ
Read More...