Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୪୦୦ ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ :୨୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ
ବାଲିଗୁଡ଼ା: ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ଥାନା ପାଲୁଙ୍କିଆ ଅଞ୍ଚଳରେ ୪୦୦ଲିଟର ମହୁଲ ପୋଚ ନଷ୍ଟ କରିଛି ପୋଲିସ୍ । ଏଥିସହିତ ୨୦ ଲିଟର ଦେଶୀମଦ ସହ ଜଣକୁ ଗିରଫ କରିଛି ପୋଲିସ । ଗୋଟିଏ ପଟେ ମହାମାରୀ କରୋନା ମୁକାବିଲା ନେଇ ସାରାଦେଶରେ ଲକ୍ ଡାଉନ୍ ଜାରି ହୋଇଥିବାବେଳେ!-->…
Read More...
Read More...
ଦିନୱାରୀ କୋଭିଡ୍-୧୯ ସାମ୍ପଲ୍ ଟେଷ୍ଟିଂ ରିପୋର୍ଟ ପ୍ରକାଶ କଲେ ସରକାର
ଭୁବନେଶ୍ୱର : କରୋନା ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଗତ ଫେବୃଆରୀ ମାସ ପହିଲାଠାରୁ ଚଳିତ ମାସ ୧୦ ତାରିଖ ପର୍ଯ୍ୟନ୍ତ ଦିନୱାରୀ ରକ୍ତ ତଥା ସ୍ୱାବ ନମୂନା ଟେଷ୍ଟିଂ ରିପୋର୍ଟ ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ ଗତକାଲି ୩୨୪୯ଟି ନମୂନା ପରୀକ୍ଷା ହୋଇଥିବା ବେଳେ ଆଜି ୨୯୮ଟି!-->…
Read More...
Read More...
ଭିମସାର ମେଡିସିନ ବିଭାଗର ନୂତନ ଭବନରେ ଆଇସୋଲେସନ କେନ୍ଦ୍ର ରହିବ
ସମ୍ବଲପୁର :ସମ୍ବଲପୁର ଓ ଏହା ଆଖପାଖ ଜିଲ୍ଲାରେ ଏପର୍ଯ୍ୟନ୍ତ କେହି କରୋନା ପଜିଟିଭ ବାହାରି ନାହାନ୍ତି, ତଥାପି ଆଗୁଆ ପଦକ୍ଷେପ ରୂପେ ଭିମସାରରେ ପ୍ରସ୍ତୁତି ପାଇଁ କାର୍ଯ୍ୟ ଅବ୍ଯାହତ ରହିଛି । ଏଠାରେ ବହୁସ°ଖ୍ଯକ ନର୍ସ ଓ ଅନ୍ଯାନ୍ଯ ପାରାମେଡିକାଲ କର୍ମଚାରୀ ଏଥି ପାଇଁ ନିୟୋଜିତ ରହିବେ ।!-->…
Read More...
Read More...
ନାଲ୍କୋ ପକ୍ଷରୁ ନବରଙ୍ଗପୁରରେ କାର୍ଯ୍ୟକ୍ଷମ ସ୍ୱତନ୍ତ୍ର କୋଭିଡ୍ ମେଡିକାଲ୍
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାବି ତ୍ତିର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ ସ୍ୱରୂ ରାଷ୍ଟ୍ରାୟାତ ନବରତ୍ନ କମ୍ପାନୀ (ନାଲ୍କୋ) ତରଫରୁ ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍-୧୯!-->…
Read More...
Read More...
କରୋନା ପଦକ୍ଷେପ : ବୌଦ୍ଧରେ ୩ଟି ଦୋକାନକୁ ସିଲ୍ କଲା ଜିଲ୍ଲାପ୍ରଶାସନ
ବୈାଦ୍ଧ: ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇକେଲ୍ ଯୋଗେ ସହରର ବିଭିନ୍ନ ଛକ ପରିଦର୍ଶନ କରି ସାମାଜିକ ଦୂରତ୍ୱ ସଂପର୍କରେ ତଦାରଖ କରିଥିଲେ । ଏନଏସିଛକ, ଡେଲି ମାର୍କେଟର ତିନୋଟି ଦୋକାନ ସାମାଜିକ ଦୂରତ୍ୱକୁ ନମାନି ଜିନିଷପତ୍ର ବିକୁଥିବା ତାଙ୍କ ଦୃଷ୍ଟିକୁ ଆସିବାପରେ କାର୍ଯ୍ୟାନୁଷ୍ଠାନ!-->…
Read More...
Read More...
ଆଇସୋଲେସନ ୱାର୍ଡ ରୁପେ ୩୨ ରେଲ୍ବଗି ବ୍ୟବହୃତ ହେବ
ସମ୍ବଲପୁର:- କରୋନା ସଂକ୍ରମଣକୁ ଆୟତ୍ତ କରିବା ସହିତ ଆଗାମୀଦିନର ସ୍ଥିତି ଅନୁମାନ କରି ପ୍ରତିହତ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମ ଅନୁସାରେ ଏଠାରେ ଯାତ୍ରା ବାତିଲ କରି ଅଟକି ରହିଥିବା ରେଳବାଇ ବଗିଗୁଡିକ ମଧ୍ୟରୁ ୩୨ଟି ବଗିକୁ ଆଇସୋଲେସନ ୱାର୍ଡରୁପେ ବ୍ୟବହାର!-->…
Read More...
Read More...
ତାଲା ବନ୍ଦ ସମୟରେ ଗର୍ଭବତୀଙ୍କ ପାଇଁ ଦେବଦୂତ୍ତ ସାଜିଛି ପ୍ରସବ ଯାନ ଓ ବାଇକ୍ ଆମ୍ବୁଲାନ୍ସ
ଫୁଲବାଣୀ: ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ମହାମାରୀ କୋରୋନା ଭୂତାଣୁ ଭାରତ ବର୍ଷରେ ମଧ୍ୟ କାୟା ବିସ୍ତାର କରି ଅଦ୍ୟାବଧି ୬୦୦୦ରୁ ଅଧିକ ବ୍ୟକ୍ତିଙ୍କୁ ସଂକ୍ରମଣ କରିବା ସହ ୨୦୦ରୁ ଅଧିକ ଜୀବନ ନେଇ ସାରିଛି । ଏହି ଭୂତାଣୁର ମୁକାବିଲା ପାଇଁ ସମସ୍ତ ରାଜ୍ୟ ତାଲା ବନ୍ଦ ପଦକ୍ଷେପ ଆପଣେଇ!-->…
Read More...
Read More...
ପାରଳା ପୌର ପରିଷଦ ପକ୍ଷରୁ ବୁଲା ଜୀବଙ୍କୁ ଖାଦ୍ୟ ବଣ୍ଟନ
ପାରଳାଖେମୁଣ୍ଡି: ଲକ୍ଡାଉନ୍ ଯୋଗୁଁ ବୁଲା ଗାଈଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡ଼ିଛି । ଏହି ଆଶଙ୍କା ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବୁଲା ଗାଈଗୋରୁମାନଙ୍କୁ ପନିପରିବା ଓ କୁକୁରମାନଙ୍କୁ ବିସ୍କୁଟ୍ ପ୍ରଦାନ କରାଯାଇଛି । ପାରଳା ପୌରପରିଷଦର!-->…
Read More...
Read More...
ସୁନ୍ଦରଗଡ ଅଞ୍ଚଳରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ : ଦୁହେଁ ବିଶ୍ରା ଅଂଚଳର
ରାଉରକେଲା : ଗତକାଲି ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ର ବୋଲି ଜଣାପଡିଛି ସୁନ୍ଦରଗଡ ଜିଲ୍ଲା ରେ ପ୍ରଥମ ଥର ଲାଗି କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି ଏ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ!-->…
Read More...
Read More...
କେନ୍ଦ୍ରାପଡ଼ା ଜିଲ୍ଲାରେ ୨ୟ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ପଜିଟିଭ୍ ମଧ୍ୟରୁ ଗୋଟିଏ ପଜିଟିଭ୍ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର । କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ଅନୁଯାୟୀ ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି ।!-->…
Read More...
Read More...