Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ
ବୌଦ୍ଧ : ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ମଦୁମୁଣ୍ଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୫ ବଖରା ଘର ପୋଡି ଯାଇଥିଲା । ତିନୋଟି ପରିବାର ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ପଡୋଶୀ ଡିମିରିଖୋଲ ଗ୍ରାମବାସୀମାନେ ବିପନ୍ନ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ!-->…
Read More...
Read More...
ରାଜ୍ୟରେ ପଜିଟିଭ୍ ସଂଖ୍ୟା ୫୪କୁ ବୃଦ୍ଧି ଚିହ୍ନଟ କରାଯାଇଥିବା ୪ରୁ ୨ ସୁନ୍ଦରଗଡ଼, ୧ କେନ୍ଦ୍ରାପଡ଼ା, ୧ ଭୁବନେଶ୍ୱର
ଭୁବନେଶ୍ୱର : ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ଚାରୋଟି ନୂଆ ପଜିଟିଭ୍ ମଧ୍ୟରୁ ଦୁଇଟି ସୁନ୍ଦରଗଡ଼ ବିଶ୍ରା ଅଞ୍ଚଳର, ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଓ ଗୋଟିଏ ଭୁବନେଶ୍ୱରର ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଦେଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ!-->…
Read More...
Read More...
ଗଂଜାମ ଜିଲ୍ଲା ସ୍ଥିତି ପରଖିଲେ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ
ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଆଜି ପୂର୍ବାହ୍ନରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଗଂଜାମ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରୁଛନ୍ତି । ଶ୍ରୀ ଅଭୟ ପ୍ରଥମେ ରମ୍ଭାଠାରେ ସ୍ଥିତି!-->…
Read More...
Read More...
ଲକଡାଉନ୍ ପ୍ରଭାବ : ସାମୟିକ କର୍ମଚାରୀ ଓ କେନ୍ଦୁପତ୍ର ତୋଳାଳି ଚିନ୍ତାରେ
ବୌଦ୍ଧ : ବୌଦ୍ଧ ଜିଲ୍ଲାରେ କେନ୍ଦୁପତ୍ର ତୋଳିବା, ବାନ୍ଧିବା ଆଦି କାମରେ ହଜାର ହଜାର ପରିବାର ନିୟୋଜିତ ହୋଇ ଏଥିରୁ ବାର୍ଷିକ କିଛି ମାସର ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷା ଓ ବର୍ତ୍ତମାନ ଲକଡାଉନ ଯୋଗୁଁ ଗୋଛାକଟା, ଫଡି ମରାମତି ଆଦି କାମ ଠିକ୍ ଭାବରେ ହୋଇପାରୁନାହିଁ ।!-->…
Read More...
Read More...
ସମ୍ବଲପୁର କୋଭିଡ ହସ୍ପିଟାଲ ୧୫ରୁ ଆରମ୍ଭ ହେବ
ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କୋଭିଡ ହସ୍ପିଟାଲ ହୋଇଗଲାଣି । ଏଠାରେ ଅନ୍ତର୍ବିଭାଗର ସବୁ ରୋଗୀକୁ ଅନ୍ୟତ୍ର ପଠାଯାଇ ସେଠାରେ କୋଭିଡ ଚିକିତ୍ସା ପାଇଁ ନୂତନ ବ୍ୟବସ୍ଥା କରାଯାଉଛି । ଏସବୁ ଯୁଦ୍ଧ ସ୍ତରରେ ଚାଲିଛି ଓ ଆଗାମୀ ବୁଧବାର ୧୫ ଏପ୍ରିଲ!-->…
Read More...
Read More...
ବୌଦ୍ଧର ପ୍ରଣାମ ଅନୁଷ୍ଠାନ ତରଫରୁ ରେଡକ୍ରସ ପାଣ୍ଠିକୁ ୧୦ ହଜାର ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା…
ବୈାଦ୍ଧ: କରୋନା ପରି ଏକ ଜାତୀୟ ବିପତ୍ତିକୁ ହୃଦୟଙ୍ଗମ କରି ବୌଦ୍ଧର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସହାୟତାର ହାତ ବଢାଇଛନ୍ତି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିକୁ ୧୦ହଜାର ଟଙ୍କା ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା!-->…
Read More...
Read More...
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରାଜଜେମା କଲ୍ୟାଣି ଗଜପତି ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କଲେ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାଜଜେମା କଲ୍ୟାଣି ଗଜପତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କାର ଚେକ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି। କୋରନାର ମୁକାବିଲା ଓ ଜନକଲ୍ୟାଣ ଉଦ୍ୟେଶରେ!-->…
Read More...
Read More...
ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ମାସ୍କ ବଣ୍ଟନ
ବୌଦ୍ଧ : ବୌଦ୍ଧ ସହର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାୱନ ସନ୍ଧ୍ୟା ଲେଡିଜ୍ କ୍ଲବ ପକ୍ଷରୁ ବୌଦ୍ଧ ସହର ୧୭ ନମ୍ବର ୱାର୍ଡ ବୁଟୁପାଲି ଖଦାକସାହିରେ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି । ବୌଦ୍ଧ ଏନଏସିର ପୂର୍ବତନ ନଗରପାଳ ଶ୍ରୀମତୀ ଦିପ୍ତିପ୍ରଭା ସ୍ୱାଇଁ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ!-->…
Read More...
Read More...
ବୌଦ୍ଧ: ଫୋନ ଯୋଗେ ମିଳିପାରିବ ଚିକିତ୍ସା ସୁବିଧା
ବୈାଦ୍ଧ: କରୋନା ଯୋଗୁଁ ଲକ୍ଡାଉନର ଅବଧି ବଢିଥିବା ବେଳେ ସାମାନ୍ୟ ଅସୁସ୍ଥତା ଓ ଆବଶ୍ୟକ ଚିକିତ୍ସା ଟେଲିଫୋନ ଯୋଗେ ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି । ଘରେ ରହି ଲୋକମାନେ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଠାରୁ ଡାକ୍ତରୀ ପରାମର୍ଶ ଫୋନ୍ଯୋଗେ ଏଣିକି!-->…
Read More...
Read More...
କେତେକ ଶୈବପୀଠରୁ ଉଠିଲାଣି ଦଣ୍ଡ : ସାମାଜିକ ଦୂରତାକୁ ପାଳନ କରିବେ ତ ଦଣ୍ଡୁଆ ?
ବୈାଦ୍ଧ : ଲକ୍ଡାଉନ ଯୋଗୁଁ ବିଭିନ୍ନ ଶୈବପୀଠ ମାନଙ୍କରୁ ବାହାରିପାରିନଥିବା ଦଣ୍ଡଯାତ୍ରା ଦଳମାନେ ଏବେ ପଣାସଂକ୍ରାନ୍ତି ପୂର୍ବରୁ ପାରଂପରିକ ବିଧିପାଳନ ପାଇଁ ଦଣ୍ଡ ଉଠାଇଥିବା ଦେଖିବାକୁ ମିଳୁଛି । ଗତ ୨/୩ଦିନ ମଧ୍ୟରେ ପ୍ରାୟ ୧୦/୧୫ ଦଣ୍ଡ ଦଳ ଦଣ୍ଡ ଉଠାଇଥିବା ସୂଚନା ମିଳିଛି । ୧୩ କିମ୍ବା!-->…
Read More...
Read More...