Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କ୍ରୀଡ଼ା ଓ ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କଲେ ଡଃ.ସାମନ୍ତ
ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ବ୍ୟାପାର ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ହୋଇପାରିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର ସଂସଦର ବଜେଟ ଅଧିବେଶନ ଅବସରରେ ସୂଚନା ଦେଇଛନ୍ତି ।!-->…
Read More...
Read More...
ବର୍ଷା ଉଭାନ : କିଆକଟା ଅଞ୍ଚଳରେ ଗଜା ମରୁଡ଼ି ଆଶଙ୍କା
ଆଠମଲ୍ଲିକ : ଶ୍ରାବଣ ମାସରେ ବୈଶାଖର ତାତି । ଶ୍ରାବଣ ମାସକୁ କଥା କଥାରେ ସାଧାରଣତଃ ଧାରା ଶ୍ରାବଣ କୁହାଯାଏ ଅର୍ଥାତ୍ ଏହି ମାସଯାକ ବର୍ଷା ଲାଗି ରହେ । ଏଭଳି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଓଡିଶାର ଏଭଳି କେତେକ ଅଂଚଳ ଅଛି ଯେଉଁଠି ବର୍ଷା ସମୟରେ!-->…
Read More...
Read More...
ବ୍ରହ୍ମପୁର ମେଡିକାଲ ପରିସରରେ ଗଛ କଟାକୁ ବିରୋଧ
ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ପରିସରରୁ ଗଛ କାଟିବା ପାଇଁ ପୂର୍ତ୍ତ ବିଭାଗ ଓ ବନବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶକୁ ବ୍ରହ୍ମପୁରବାସୀ ସହ୍ୟ କରିପାରିନାହାନ୍ତି। ମେଡିକାଲ ପରିସରରୁ ରବିବାର ଗଛକଟା ଆରମ୍ଭ ହେବା ପରେ ବ୍ରହ୍ମପୁରବାସୀ ଅଧିକାରୀମାନଙ୍କୁ ଘେରିଛନ୍ତି।!-->…
Read More...
Read More...
ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ସଲିଲ
ଭୁବନେଶ୍ୱର : ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ। ଦୁର୍ଘଟଣାରେ ଆହତ ହୋଇ କିମ୍ସ ହସ୍ପିଟାଲ୍ରେ ଚିକିତ୍ସିତ!-->…
Read More...
Read More...
ମହାବାତ୍ୟା “ଫନି” ଯୋଗୁଁ ସମ୍ବଲପୁରରେ ବର୍ଷାର ସମ୍ଭାବନା
ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ହେଲା
ସମ୍ବଲପୁର, ବଙ୍ଗୋପସାଗରରେ ଘନୀଭୂତ ମହାବାତ୍ୟା "ଫନି"ର ପ୍ରଭାବ ସ୍ବରୂପ ସମ୍ବଲପୁରରେ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ଆଲର୍ଟ ଅନୁସାରେ ଏଠାରେ ପାଗ କୋହଲା ରହିବା ସହିତ ସାମାନ୍ୟ ବର୍ଷା ର ଆଶଙ୍କା କରାଯାଉଛି । ଅବଶ୍ୟ ଏହି!-->!-->!-->…
Read More...
Read More...
ଭିମସାରରେ ଏକାଡେମିକ ସମ୍ପାନ ଆୟୋଜିତ
ସମ୍ବଲପୁର, ଏଠାକାର ପ୍ରସିଦ୍ଧ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଓ ଗବେଷଣା ଅନୁଷ୍ଠାନ (ଭିମସାର) ରେ ଚିକିତ୍ସା ଅଧ୍ୟାପନାର ଅଗ୍ରଗତି ପାଇଁ ଚିକିତ୍ସା ଅଧ୍ୟାପକମାନଙ୍କୁ ନେଇ ଏକ ଉଚ୍ଚଶିକ୍ଷଣୀୟ ସମ୍ପାନ ଆୟୋଜିତ ହୋଇଥିଲା ଏବଂ ଏଥିରେ ବହୁ ସଂଖ୍ୟକ ଚିକିତ୍ସା ଅଧ୍ୟାପକମାନେ ସାମିଲ ହୋଇଥିଲେ ।!-->…
Read More...
Read More...
ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର ଅସୁସ୍ଥ
ଭଦ୍ରକ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍ ଅନ୍ତର୍ଗତ ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଅସୁସ୍ଥ ହୋଇଥିବା ଜଣାଯାଇଛି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ମଦ ବିଷାକ୍ତ ହୋଇଥିବା ହେତୁ ସେମାନଙ୍କର ମୃତ୍ୟୁ ଘଟିଛି।
ତିହିଡି ବ୍ଲକର ପୀରହାଟ!-->!-->!-->…
Read More...
Read More...
ଓକିଲ ସଙ୍ଘ ପକ୍ଷରୁ ମଧୁବାବୁ ଜୟନ୍ତୀ ପାଳିତ
ସମ୍ବଲପୁର, ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘ ଗତକାଲି ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ୨୮ ଏପ୍ରିଲ ମଧୁବାବୁ ଜୟନ୍ତୀ କୁ ଓକିଲ ଦିବସ ରୂପେ ପାଳନ କଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାନ୍ସଦ ଓ ବରିଷ୍ଠ ସାମ୍ବାଦିକ ତଥାଗତ ଶତପଥୀ ଯୋଗ ଦେଇଥିଲେ । ଓକିଲାତି ବୃତ୍ତିର!-->…
Read More...
Read More...
ସାମୁଦ୍ରିକ ବାତ୍ୟା ଫନି ଧୀରେ ଧୀରେ ବଢ଼ିବାରେ ଲାଗିଛି, ଓଡିଶା ଉପରେ ପ୍ରଭାବ ପଡିପାରେ
ଭୁବନେଶ୍ୱର : ଭାରତ ମହାସାଗରରେ ସୃଷ୍ଟି ହୋଇ ଧୀରେ ଧୀରେ ଭାରତର ପୂର୍ବ ଉପକୂଳ ଆଡକୁ ଆଗଉ ଥିବା ଭୀଷଣ ସାମୁଦ୍ରିକ ମହାବାତ୍ୟା ଫନିର ଗତିପଥ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ଏବେ ଶ୍ରୀଲଙ୍କାର ତ୍ରିଙ୍କୋମାଲିଠାରୁ ୭୪୫ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ତଥା ଚେନ୍ନାଇଠାରୁ ୧୦୫୦!-->…
Read More...
Read More...
ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ
ଫୁଲବାଣୀ- ସ୍ତାନୀୟ ଫୁଲବାଣୀ ବାର ଆସୋସିଏସନ ରେ ମଧୁ ବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ମଧୁ ବାବୁ ଙ୍କ ପ୍ରତି ମୂର୍ତ୍ତି ରେ ଧୂପ, ଦୀପ, ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା l ସଭାପତି ଶ୍ରୀ ଅସୀମ ପ୍ରହରାଜ, ସମ୍ପାଦକ ମନୋଜ ପଟ୍ଟନାୟକ, ସହ ସମ୍ପାଦକ ପ୍ରଦିପ୍ତ ରଞ୍ଜନ ନାୟକ, ଦେବ ବ୍ରତ!-->…
Read More...
Read More...