Browsing Category

ରାଜ୍ୟ

ପାଟକୁରା ଦଖଲ କଲା ବିଜେଡି, ବିଜେପି ଦେଲା କଡା ଟକ୍କର

ଭୁବନେଶ୍ୱର/କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନର ନିର୍ବାଚନ ଫଳାଫଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ନିର୍ବାଚନରେ ବିଜୁ ଜନତା ଦଳର ପ୍ରାଥିିନୀ ସାବିତ୍ରୀ ଅଗ୍ରୱାଲ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୧୭୯୨୦
Read More...

ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ : ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ

କନ୍ଧମାଳ ଜିଲ୍ଲା ବ୍ରହ୍ମଣୀ ଗାଁ ଅଞ୍ଚଳରେ ବାଘ ଆତଙ୍କ । ଅଞ୍ଚଳବାସୀଙ୍କ ମନରେ କୋକୁଆ ଭୟ । ସୂଚନା ପ୍ରକାରେ ବ୍ରହ୍ମଣୀ ଗାଁ ରୁ ତିନିକିଲୋମିଟର ଦୂର ଏକ ପାହାଡ଼ ଉପରେ ଛ ପରିବାର ବସବାସ କରୁଛନ୍ତି । ସେହି ପରିବାର ମଧ୍ୟରୁ ସୁଙ୍ଗୁଳା ମଳିକ ନାମକ ଜଣେ ବ୍ୟକ୍ତି ଘଞ୍ଚ ଜଙ୍ଗଲକୁ ଗାଇ
Read More...

ପାଟକୁରା ନିର୍ବାଚନ : ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ

ପାଟକୁରା : ସପ୍ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଠାରୁ ୧୧୭୯୧ ଭୋଟ ଆଗରେ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୪୨,୦୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ
Read More...

ଆସେସ୍ ଜର୍ସିରେ ରହିବ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆସେସ୍ ସିରିଜ୍ରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି ଆସେସ୍ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ଦିନିକିଆ ଓ ଟି-୨୦ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ତେବେ ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ପାରମ୍ପରିକ
Read More...

ପ୍ରକାଶ ପାଇଲା ଓଜେଏସ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଓଡିଶା ଲୋକସଭା ଆୟୋଗ ଦ୍ୱାରା ପରିଚାଳିତ ଓଡିଶା ବିଚାର ବିଭାଗୀୟ ସେବା (ଓଜେଏସ୍) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ୍ ୪୧ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ନିଯୁକ୍ତି ପାଇଁ ମନୋନିତ ହୋଇଛନ୍ତି । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ୧୫ଜଣ ପୁରୁଷ ଓ ୨୬ଜଣ ମହିଳା
Read More...

ସୁଇଜରଲାଣ୍ଡ ରାଷ୍ଟ୍ରଦୂତଙ୍କ କିସ୍‍ ପରିଦର୍ଶନ

ଭୁବନେଶ୍ୱର: ଭାରତରେ ଅବସ୍ଥାପିତ ସୁଇଜରଲାଣ୍ଡ ରାଷ୍ଟ୍ରଦୂତ ଏବଂ ମିଶନ୍‍ ମୁଖ୍ୟ ଡ. ଆନେଡ୍ରେସ୍‍ ବମ୍‍ ସୋମବାର କିସ୍‍ ଓ କିଟ୍‍ ପରିଦର୍ଶନ କରିଛନ୍ତି । ସେ କିଟର ବିଭିନ୍ନ କ୍ୟାମ୍ପସ୍‍ ଓ କିସ୍‍ର ବିଭିନ୍ନ ୟୁନିଟ୍‍ ବୁଲି ଦେଖିଥିଲେ । ପରେ ସେ କିସର ୨୭ହଜାର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ
Read More...

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସଫଳତା ପାଇଁ ବନସୁରକ୍ଷା ସମିତିକୁ ଆହ୍ୱାନ : ପ୍ରଥମ ପର୍ଯ୍ୟାୟରେ ୧୭୬ ଜଣ ଚାଷୀଙ୍କୁ…

ରାଜକିଶୋରନଗର :ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବାମୁର ବନାଞ୍ଚଳ ପକ୍ଷରୁ ଯୋଜନାବଦ୍ଧ ଭାବରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି । ଏହି ଅବସରରେ ବାମୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଆନ୍ତଃବିଭାଗୀୟ ଏକାଭିମୁଖିକରଣ
Read More...

ସାରଥୀ ବାବାଙ୍କୁ ମିଳିଲା ଜାମିନ

କଟକ : କେନ୍ଦ୍ରାପଡା ବାରମୂଳ ଆଶ୍ରମର ଆତ୍ମଘୋଷିତ ବାବା ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି ହାଇକୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ସାରଥୀ ଜାମିନ୍ ପାଇଥିବା ବେଳେ ତୃତୀୟ ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିଛି । ସାରଥୀଙ୍କ ନାମରେ ତିନୋଟି ମାମଲା
Read More...

ଭିସୁଟ ଛାତ୍ରଦଳକୁ ଜାତୀୟ ଗବେଷଣା ପୁରସ୍କାର

ସମ୍ବଲପୁର : ରାଜ୍ୟର ସର୍ବପୁରାତନ ଯାନ୍ତ୍ରିକ ମହାବିଦ୍ୟାଳୟ ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟ (ଭିସୁଟ) ରୂପେ ପରିଚିତ । ଏହାର ସୁନାମ ରେ ପରିବର୍ଦ୍ଧନ ସ୍ବରୂପ ଏହାର ଆଇଡିଆ ଓ ଇନୋଭେସନ ସେଲ ତତ୍ବାବଧାନରେ ଏକ ଛାତ୍ରଦଳ ତାଙ୍କର ଗବେଷଣାତ୍ମକ ପ୍ରକଳ୍ପ ପାଇଁ ଜାତୀୟ
Read More...

ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ

https://youtu.be/mzy1UjzJL8o କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହଠାରେ ଓଡିଶା ସାହିତ୍ୟ ଏକାଡେମୀ ଭୁବନେଶ୍ଵର ପକ୍ଷରୁ ମୋ ଗାଁ ମୋ ସାହିତ୍ୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଦେଶୀ
Read More...