Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ
ଭବାନୀପାଟଣା: ଭବାନୀପାଟଣା ସହରସ୍ଥିତ ଟାଉନ୍ ହଲ୍ ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେ୍ୱଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଆଶା କର୍ମୀ , ଅଙ୍ଗନ୍ୱାଡ଼ି କର୍ମୀ,!-->…
Read More...
Read More...
ବଦଳିଲା ସୂର୍ଯ୍ୟ ମନ୍ଦିର ପରିଦର୍ଶନ ସମୟ
ପୁରୀ : ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଦର୍ଶନର ସମୟ ଆଜିଠାରୁ ପରିବର୍ତ୍ତନ ହୋଇଛି । ଆଜି ଠାରୁ ସକାଳ ୬ ଟାରୁ ସୂର୍ଯ୍ୟ ମନ୍ଦିରର ମୁଖ୍ୟଦ୍ୱାର ଖୋଲାଯାଇ ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଏହା ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ବୋଲି ଜଣାପଡିଛି ।ସେହିଭଳି ଲାଇଟ୍!-->…
Read More...
Read More...
ନନ୍ଦାହାଣ୍ଡିରେ ବେଧଡକ ବାଲି ଚୋରା ଚାଲାଣ ଅଭିଯୋଗ
ନବରଙ୍ଗପୁର: ଦିନ ଦ୍ୱିପହରେ ଚାଲିଛି ଖଣି ଖାଦାନ ଲୁଟ । ନବରଙ୍ଗପୁର ଜିଲ୍ଳାରେ ଏହା ନୂଆ କଥା ନୁହେଁ । ପୂର୍ବରୁ ନବରଙ୍ଗପୁର ତହସିଲ ଓ ପାପଡାହାଣ୍ଡି ପରେ ଏବେ ନନ୍ଦାହାଣ୍ଡି ତହସିଲ୍ରେ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି । ତେବେ, ବିଭିନ୍ନ ସମୟରେ ଅଭିଯୋଗ ହେଲେ ମଧ୍ୟ ବନ୍ଦ ହୋଇ!-->…
Read More...
Read More...
ସ୍ୱର୍ଣ୍ଣ ପଦକ ବିଜୟୀ ବଡି ବିଲ୍ଡରଙ୍କୁ ସମ୍ବର୍ଦ୍ଧନା
ପୁରୀ : କର୍ଣ୍ଣାଟକର ମାଙ୍ଗାଲୋର ଠାରେ ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ବଡି ବିଲଡିଙ୍ଗ ଚମ୍ପିୟାନସିପର ୭୫ ରୁ ୮୦ କି ଗ୍ରା ବର୍ଗରେ ପୁରୀର ଦିବ୍ୟ ଶୁଭ୍ରାଶିଷ ଚିନାରା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।ଏହି ସଫଳତା ପାଇଁ ଆଜି!-->…
Read More...
Read More...
୧୦୫ ମୋବାଇଲ ଜବତ,ବିହାରର ଗ୍ୟାଙ୍ଗ ଲିଡର ସମେତ ୫ ଗିରଫ
ପୁରୀ :ପୁରୀ ପୋଲିସକୁ ବଡ ସଫଳତା । ପୋଲିସର ବଛା ବଛା ୬ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ Street crime prevention and detection cell ଟିମ୍କୁ ଏହି ସଫଳତା ମିଳିଛି । ସହରରେ ସକ୍ରିୟ ଥିବା ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାରୁ ୧୦୫ ମୋବାଇଲ ଜବତ ହୋଇଛି ।ଏହି ଲୁଟ ଗ୍ୟାଙ୍ଗରେ ବିହାରର!-->…
Read More...
Read More...
ନୂଆଣିଆ ଚାଳଘରେ କଟୁଛି ଦେବକୀଙ୍କ ଜୀବନ
ପୁରୀ: ନୂଆଣିଆ ଚାଳଘର ଉପରେ ପଡ଼ିଛି ଛିଣ୍ଡା ପଲିଥିନ୍ । ଘର ଭିତରୁ ଦେଖିଲେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଥିବା ବେଳେ ବର୍ଷାଦିନେ ଘର ଭିତରେ ଜମେ ଆଣ୍ଠୁଏ ପାଣି । ଏ ଘର ହେଉଛି ପୁରୀ ସଦର ବ୍ଲକ କାଶିହରିପୁର ପଞ୍ଚାୟତ ମଙ୍ଗରାଜପୁରର ଦେବକୀ ମହାପାତ୍ରଙ୍କ ଚାଳ ଛପର ଘରର ଅବସ୍ଥା!-->…
Read More...
Read More...
ଠିକା କ୍ୟାମ୍ପରେ ସୁପରଭାଇଜର ଜୀବନ୍ତ ଦଗ୍ଧ ଘଟଣା, ହତ୍ୟା ଅଭିଯୋଗ ଆଣି ନ୍ୟାୟ ଦାବିରେ ଜାତୀୟ ରାଜପଥ ଅବରୋଧ
କୋକସରା : ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡି ନିକଟରେ ଥିବା ଠିକା କ୍ୟାମ୍ପରେ ସୋମବାର ନିଆଁ ଲାଗି ସୁପରଭାଇଜର ଭାବରେ ଥିବା କୋକସରା ଥାନା କାଶିବାହାଲ ଗ୍ରାମର ଜଳନ୍ଧର କେତକୀଙ୍କ ପୁଅ ପ୍ରଦୀପ କେତକୀ(୪୨) ଜୀବନ୍ତ ଦଗ୍ଧ ହୋଇଥିବା ଘଟଣାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ।!-->…
Read More...
Read More...
ମୋଟେର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ
କୋକସରା : କୋକସରା ବ୍ଲକ ମୋଟେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଙ୍ଗଳବାର ବିଜ୍ଞାନ ମେଳା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଜ୍ଞାନ ମେଳାରେ ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ ।!-->…
Read More...
Read More...
ବୌଦ୍ଧ ଯୁବ ରେଡ୍କ୍ରସ ପକ୍ଷରୁ ରକ୍ତଦାନ ଶିବିର
ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିନାଶ ମିଶ୍ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ!-->…
Read More...
Read More...
ଯୁବ ରେଡକ୍ରସ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥ୍ ଭାବେ ଯୋଗ!-->…
Read More...
Read More...