Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଗିରଫ , ସହଯୋଗୀଙ୍କୁ ଖୋଜୁଛି ପୋଲିସ୍
ବାଲିଗୁଡ଼ା: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଘଟଣାର ଚାରିଦିନ ମଧ୍ୟରେ ଡକାୟତି ଘଟଣାର ପର୍ଦ୍ଧାଫାସ କଲା ପୋଲିସ୍ । ଘଟଣାରେ ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଅଜୟ ଦିଗାଳକୁ ଗିରଫ କରିଛି ପୋଲିସ୍ । ଅଜୟ ନିକଟରୁ ଗୋଟିଏ କାର୍, ଦୁଇଟି ମୋବାଇଲ ଓ ନଗଦ ତିନି ହଜାର ଟଙ୍କା ଜବତ!-->…
Read More...
Read More...
ବାଣୀବିହାରରେ ଅଶାନ୍ତି ଘଟଣା, ଦୁଇ ଅଣଛାତ୍ର ଗିରଫ
ଭୁବନେଶ୍ୱର: ବାଣୀବିହାର ଆଲୋଚନାଚକ୍ରରେ ଅଶାନ୍ତି ଘଟଣା। ଦୁଇ ଅଣଛାତ୍ରଙ୍କୁ ଗିରଫ କଲା ସହିଦ ନଗର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଉଛନ୍ତି ମାନସ ସାହୁ ଓ ସଞ୍ଜୟ ମଲ୍ଲିକ। ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ!-->…
Read More...
Read More...
ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ଉଦ୍ଘାଟିତ
କେନ୍ଦୁଝର: କେନ୍ଦୁଝରରେ ପ୍ରତିଷ୍ଠିତ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ ବି ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି!-->…
Read More...
Read More...
ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ
ଭୁବନେଶ୍ୱର: ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ । ପରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍ ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।
ଚଳିତ ମାସ ୨୧ରୁ ବିଧାନସଭା ଅଧିବେଶନ!-->!-->!-->…
Read More...
Read More...
ଜେଲ ଗଲା ଗୋପାଳ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ଯିବାକୁ ପଡ଼ିଛି । ଆଜି ଗୋପାଳଙ୍କ ରିମାଣ୍ଡ ଅବଧି ସରିବା ପରେ ପ୍ରଥମେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଇଥିଲା । କୋର୍ଟରେ ହାଜର ପରେ ତାଙ୍କୁ ଜେଲ ପଠାଯାଇଛି । !-->…
Read More...
Read More...
ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍ଘାଟିତ
ପୁରୀ : ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ସତ୍ୟବାଦୀ ମହୋତ୍ସବ ୨୦୨୩ ଉଦ୍ଘାଟିତ ହୋଇ ଯାଇଛି । ଦୁଇ ବର୍ଷ କୋଭିଡ କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିଲା । ଏଣୁ ଚଳିତ ବର୍ଷ ବେଶ୍ ଆଡମ୍ବରରେ ପାଳନ ହେଉଚି । ପୁରା ସାକ୍ଷୀଗୋପାଳ ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ।!-->…
Read More...
Read More...
ଗୁଳିମାଡ଼ରେ ୩ ଜଣ ଗୁରୁତର
କଟକ: କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଜେନାପଦା ମଝିସାହିରେ ଆଜି ସନ୍ଧ୍ୟା ସମୟରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର ଶିକାର ହୋଇଥିବା ୩ ଜଣ ଗୁରୁତରଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ବ୍ୟକ୍ତିମାନେ ହେଲେ ଦୀନବନ୍ଧୁ ନାୟକ, ବଂଶୀଧର ନାୟକ ଓ ଜିତୁନା ନାୟକ। ପୂର୍ବ!-->…
Read More...
Read More...
ତୃତୀୟ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ଛୁଇନରାଠାରେ ରୋହିତ୍ କୁମାର ମାଝୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୨୪ ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଜୟ ଧରୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ!-->…
Read More...
Read More...
ଅଟୋ ଦୁର୍ଘଟଣାରେ ୩ ଆହତ
ଘୁ ଉଦୟଗିରି: ଘୁ ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତର ବାକିକାମ୍ବାର କେତେକ ଲୋକ ମାଣିକେଶ୍ୱର ପଞ୍ଚାୟତ କୁମ୍ଭାର କାଡ଼ି ଗ୍ରାମକୁ ଓଡି ୦୭ ୪୦୨୬ ନମ୍ୱର୍ ବିଶିଷ୍ଟ ଅଟୋରେ ଯାଉଥିଲେ ଏକୋସିଆ ଭୋଜିରେ ଯୋଗ ଦେବାପାଇଁ । ଲାମୁଙ୍ଗୀଆ ନିକଟ ଘାଟି ଶେଷରେ ଅଟୋ ବ୍ରେକ ଫେଲ ହେବା ଫଳରେ!-->…
Read More...
Read More...
ମର୍ମନ୍ତୁଦ ସଡକ ଦୁର୍ଘଟଣା,୨ ମୃତ
ପୁରୀ,: ପୁରୀ- କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ରବିବାର ସକାଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିବା ବେଳେ ପୁରୀ-କୋଣାର୍କ ବେଳାମାର୍ଗରେଟ୍ରାଭେରା, ବାଇକ, ଅଟୋ ସିରିଜ!-->…
Read More...
Read More...