ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ
ପୁରୀ: ଆଡ଼ପ ମଣ୍ଡପରେ ବିଜେ କରି ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ଦର୍ଶନ ଆରମ୍ଭ ପରେ ଭକ୍ତ ମାନେ ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି । ଗତକାଲି ପ୍ରଥମ ଆଡ଼ପ ଦର୍ଶନ ଥିବାରୁ ଭକ୍ତଙ୍କର ପ୍ରବଳ ଭିଡ ହୋଇଥିଲା । ଏଣୁ ଅନେକ ଭକ୍ତ ପୁରୀ ଆସି ପାରି ନଥିଲେ!-->…
Read More...
Read More...