ଦୁର୍ଘଟଣାଗ୍ରସ୍ତ କାର ଜଳିଗଲା, ୩ ଡାକ୍ତରୀ ଛାତ୍ର ଜୀବନ୍ତ ଦଗ୍ଧ
ଚଣ୍ଡିଗଡ: ହରିୟାଣାର ସୋନୀପତ ୩୩୪ ନମ୍ବର ଜାତୀୟ ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ପଥର ସହ ଧକ୍କା ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ଫଳରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୩ ଜଣ ଗଭୀର ଆହତ ହୋଇଛନ୍ତି । ସୂଚନାନୁଯାୟୀ,!-->…
Read More...
Read More...