ମଧ୍ୟପ୍ରଦେଶକୁ ପ୍ରଥମ ରଣଜୀ ଟାଇଟଲ, ମୁମ୍ବାଇକୁ ହରାଇଲା
ନୂଆଦିଲ୍ଲୀ: ୪୧ ଥରର ଚାମ୍ପିୟନ ମୁମ୍ୱାଇକୁ ହରାଇ ପ୍ରଥମ ଥର ରଣଜୀ ଚାମ୍ପିୟନ ହୋଇଛି ମଧ୍ୟ ପ୍ରଦେଶ । ଫାଇନାଲ ମୁକାବିଲାରେ ୬ ୱିକେଟରେ ହରାଇ ପ୍ରଥମ ଥର ଟାଇଟଲ କବଜା କରିଛି । ମ୍ୟାଚର ଶେଷ ଦିନରେ ମୁମ୍ୱାଇ ମଧ୍ୟ ପ୍ରଦେଶ ଆଗରେ ୧୦୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ମଧ୍ୟ ପ୍ରଦେଶ ଟିମ୍!-->…
Read More...
Read More...