ନଦୀକୁ ଖସିପଡିଲା ସେନା ଗାଡି, ୭ ଜବାନ ସହିଦ
ଲଦାଖ : ଲଦାଖରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସ୍ଥଳ ସେନାର ଏକ ଗାଡି ସ୍ୱୋକ୍ ନଦୀକୁ ଖସି ପଡିଛି । ଏହି ଦୁର୍ଘଟଣାରେ ୭ଜଣ ସେନା କର୍ମଚାରୀ ସହିଦ ହୋଇଛନ୍ତି । ଆହୁରି ଅନେକ ଯବାନ ଆହତ ହୋଇଥିବା କୁହାଯାଉଛି । ଅଧିକ ଗୁରୁତର ଆହତଙ୍କୁ ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି । କୁହାଯାଉଛି!-->…
Read More...
Read More...