ସମଲେଈ ମନ୍ଦିରରେ ପୁଣି ଆରମ୍ଭ ହେଲା “ଲାଇଟ ଏଣ୍ଡ ସାଉଣ୍ଡ ଶୋ’

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଈ ମନ୍ଦିରରେ ପୁଣି ଥରେ ଆରମ୍ଭ ହେଲା ଲାଇଟ ଏଣ୍ଡ ସାଉଣ୍ଡ ଶୋ । କୋଭିଡ କଟକଣା ଯୋଗୁଁ ୧୧ ସେପ୍ଟେମ୍ବର ୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲାପରେ ଏହା ମହାମାରୀ କୋଭିଡ କାରଣରୁ ବନ୍ଦ କରାଯାଇଥିଲା । ସୋମବାରଠାରୁ ପୁଣି…
Read More...

ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷି ଉପରେ କର୍ମଶାଳା

ପଦ୍ମପୁର: ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷିକୁ ନେଇ ତ୍ରିରଙ୍ଗା କୃଷକ ସଙ୍ଗଠନ ଦ୍ୱାରା ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା କୃଷକ ସଙ୍ଗଠନ ସଂପାଦକ ନନ୍ଦଲାଲ ପଟେଲଙ୍କ ଆହ୍ୱାନ ଓ ସଭାପତି…
Read More...

ଭାଉଜଙ୍କ ଉପରକୁ ଗରମ ପାଣି ଫିଙ୍ଗି ଦିଅର ଗିରଫ, ଶାଶୁ ଓ ନଣନ୍ଦ ଫେରାର୍‌

ଦଶପଲ୍ଲା: ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅଂଚଳରେ ଆଜି ଶାଶୁ ବୋହୂ କଳହକୁ ନେଇ ଏକ କରୁଣ ପରିଣତି ଦେଖିବାକୁ ମିଳିଛି । ସାମାନ୍ୟ କଥାକୁ ନେଇ ଶାଶୁ ଓ ବୋହୂଙ୍କ ମଧ୍ୟରେ କଳହ ଲାଗିଥିଲା । ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଦିଅର ଗରମ ପାଣି ଆଣି ଭାଉଜଙ୍କ ଉପରକୁ ଫିଙ୍ଗି ଦେବା ଫଳରେ ସେ ଗୁରୁତର…
Read More...

ଦଶପଲ୍ଲାରେ ଅନୁଷ୍ଠିତ ହେଲା ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ଦଶପଲ୍ଲା : ଦଶପଲ୍ଲା ପଂଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଡା . ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଡ଼ା. ଟୁଡୁ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଶୁଣିଥିଲେ । ସମୁଦାୟ ୭୮ଗୋଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥୁମଧ୍ୟରୁ…
Read More...

ଭତ୍ତା ପାଉଥିବା ହିତାଧିକାରୀମାନଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ମିଳିବ ଗ୍ରୀଷ୍ମକାଳୀନ ସହାୟତା । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍‌ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ଅନ୍ୟାନ୍ୟ ବର୍ଗରେ ଭତ୍ତା ପାଉଥିବା…
Read More...

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ପରିସ୍ଥିତି ଆହୁରି ସାଂଘାତିକ ହୋଇପଡ଼ିଛି । ଆଜି ରାଜଧାନୀ କଲମ୍ବୋ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସା ଘଟିଛି । ଏହି ହିଂସା ତଥା ସଂଘର୍ଷରେ ଶାସକ ଦଳର ଜଣେ ସାଂସଦଙ୍କର ମୃତ୍ୟୁ ଘଟିଛିି । ଆନ୍ଦୋଳନକାରୀମାନେ ଆଜି ବହୁ ସଂଖ୍ୟାରେ ଗାଡ଼ି ପୋଡ଼ାଜଳା କରିବା ପରେ…
Read More...

ଏସିଆ କପ୍‌ : ଭାରତୀୟ ଦଳରେ ୪ ଓଡିଆ

ନୂଆଦିଲ୍ଲୀ: ଓଡ଼ିଶାବାସୀ ତଥା ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ଏସିଆ କପ ହକି ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ । ହକି ଇଣ୍ଡିଆ ପକ୍ଷରୁ ଘୋଷିତ ୨୦ ଜଣିଆ ଭାରତୀୟ ଦଳରେ ଓଡିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏସିଆ କପ…
Read More...

ପଶ୍ଚିମ ଓଡିଶା ନେତା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ: ନୂଆଦିଲ୍ଲୀ ୧୨ ତୁଗଲକ ଲେନ ରାହୁଲ ଗାନ୍ଧୀଙ୍କ ଘରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ସମସ୍ତଙ୍କ ସହିତ ଆଲୋଚନା କରିଛନ୍ତି ରାହୁଲ । ରାଜ୍ୟ ପିସିସିକୁ ଖୁବଶୀଘ୍ର ମିଳିବ ନୂଆ ଚେହେରା । ରାଜ୍ୟ ପିସିସି ପରିବର୍ତ୍ତନ ସହ ସାଂଗଠନିକ ସ୍ଥିତି ନେଇ ଚର୍ଚ୍ଚା ହୋଇଛି ।…
Read More...

ଶ୍ରମିକ ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୁବର୍ଣ୍ଣପୁର : ଆଜି ଦିନ ୧୧ ଘଣ୍ଟା ସମୟରେ ସୋନପୁର ବାଲାଜି ସ୍ପିନିଂ ମିଲ ଶ୍ରମିକ ସଂଘର ଏକ ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ସଂଘର ସଭାପତି ଯୋଗେନ୍ଦ୍ର ପଣ୍ଡା, ସମ୍ପାଦକ, କୋଷାଧ୍ୟକ୍ଷଙ୍କ ସହ ଉପଦେଷ୍ଟା ବଳଦେବ ବେଦବାକ, ସୁରେଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ମିଲ କର୍ତ୍ତୃପକ୍ଷ…
Read More...

ଜାଣନ୍ତୁ,ଏଥର ରାଷ୍ଟ୍ରପତି ନିର୍ବାଚନରେ କେତେ ରହିବ ସାଂସଦଙ୍କ ଭୋଟ୍‌ ମୂଲ୍ୟ

ନୂଆଦିଲ୍ଲୀ,୯/୫ : ଆଉ ମାତ୍ର ଦୁଇ ମାସ ପରେ ଆସନ୍ତା ଜୁଲାଇରେ ଦେଶରେ ରାଷ୍ଟ୍ରପତି ନିର୍ବାଚନ ହେବ । ନୂଆ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ କଳ୍ପଜଳ୍ପନା ଆରମ୍ଭ ହୋଇଗଲାଣି । ଦେଶର ଏହି ପ୍ରଥମ ନାଗରିକ ପଦ ପାଇଁ କେତେଜଣଙ୍କ ନାମ ଇତିମଧ୍ୟରେ ଚର୍ଚ୍ଚାକୁ ମଧ୍ୟ ଆସିଲାଣି । ଏଭଳି…
Read More...