କାରରେ ଲାଗିଲା ନିଆଁ, ଜଳିଗଲେ ଗୋଟିଏ ପରିବାରର ୫ଜଣ

ରାୟପୁର: ସଡକ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲା ଗୋଟିଏ ପରିବାରର ୫ ନିରିହ ଜୀବନ । ଏଭଳି ଘଟଣା ଘଟିଛି ଛତିଶଗଡର ରଜନନ୍ଦଗାଓଁ ଜିଲ୍ଲାରେ । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ
Read More...

ଦୁର୍ବ୍ୟବହାର କରି ସାମ୍ବାଦିକଙ୍କଠୁ ମୋବାଇଲ ଛଡ଼ାଇନେଲେ ଡାକ୍ତର

ଦଶପଲ୍ଲା : ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ବଢ଼ିଚାଲିଛି ଦୁର୍ବ୍ୟବହାର । କେଉଁଠି ସାମ୍ବାଦିକଙ୍କୁ ମାଡ଼ ମରାଗଲାଣି ତ ପୁଣି କେଉଁଠି ଧମକ । ଏପରିକି କିଛିଦିନ ତଳେ ନୀଳଗିରିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇବା ଘଟଣା ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଆଜି ଦଶପଲ୍ଲା ଗୋଷ୍ଠୀ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ବିରଳ ପେଣ୍ଟିଂ ଦେଲେ ବିସ୍ମୟ ବାଳିକା ଆନଭି

ଭୁବନେଶ୍ୱର,୨୧/୪ : ଆମ ଦେଶରେ ଏଭଳି ଅନେକ ଶିଶୁ ଅଛନ୍ତି,ଯେଉଁମାନେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ । ବୟସ ଅଳ୍ପ ହେଲେ ବି ସେମାନେ ଅବିଶ୍ୱସନୀୟ ଓ ବିସ୍ମୟକର ପ୍ରତିଭା ବଳରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ନିଜ ପରିବାର ଓ ଦେଶକୁ ଧନ୍ୟ କରିପାରିଛନ୍ତି । ଏଭଳି ଜଣେ ଶିଶୁ ହେଲେ
Read More...

ଭୂତ ଭୟରେ ସାରା ଗାଁ ଲକଡାଉନ!

ଅମରାବତୀ,୨୧/୪ : ଆନ୍ଧ୍ର ପ୍ରଦେଶର ଏକ ଗାଁରେ ଏଭଳି ଅଜବ ଘଟଣା ଘଟିଛି,ଯାହା ସମସ୍ତଙ୍କୁ ଚକିତ କରିବା ସାଙ୍ଗକୁ ଭୟଭୀତ ମଧ୍ୟ କରିଛି । ପରିସ୍ଥିତି ଏମିତି ହୋଇଛି ଯେ ସାରା ଗାଁ ଏବେ ଲକଡାଉନ । ଘରୁ କେହି ବାହାରୁ ନାହାନ୍ତି । ସମସ୍ତେ ଗୃହବନ୍ଦୀ । ଏପରିକି ଗାଁରେ ଥିବା ସରକାରୀ ଅଫିସ ମଧ୍ୟ
Read More...

ମଇ ୨୭ରେ ସ୍ଥଗିତ ଥିବା ସ୍ଥାନରେ ପଂଚାୟତ ନିର୍ବାଚନ

ଭୁବନେଶ୍ୱର:ଗତ ପଂଚାୟତ ନିର୍ବାଚନବେଳେ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ନିମନ୍ତେ ନିର୍ବାଚନ ସମୟରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଯେଉଁସବୁ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା, ସେଠାରେ ପୁନର୍ବାର ବିଧିବ୍ୟବସ୍ଥା ଅନୁସାରେ ନିର୍ବାଚନ କରାଇବା ଲାଗି
Read More...

ଘରେ ରୋଗୀ ଚିକିତ୍ସା କରି ସସ୍‌ପେଣ୍ଡ ହେଲେ ଡାକ୍ତର ଦମ୍ପତି

କାନପୁର: ସରକାରୀ ଚାକିରି କରି ଘରେ ରୋଗୀ ଚିକିତ୍ସା କରିବା ଡାକ୍ତର ଦମ୍ପତିଙ୍କୁ ମହଙ୍ଗା ପଡିଛି । ଏହି ଘଟଣାରେ କାନପୁର ମେଡିକାଲ କଲେଜ ପକ୍ଷରୁ ସମ୍ପୃକ୍ତ ଡାକ୍ତର ଦମ୍ପତିଙ୍କୁ ନିଲମ୍ବିତ କରାଯାଇଛି । ଏହି ବରିଷ୍ଠ ଡାକ୍ତର ପତି-ପତ୍ନୀ ହେଉଛନ୍ତି ଡ. ରାଗଭେନେନ୍ଦ୍ର ଗୁପ୍ତା ଏବଂ ଡ.
Read More...

ଶିଶୁ ସୁରକ୍ଷା ସମ୍ପର୍କୀତ ସଚେତନତା ଓ କର୍ମଶାଳା ଅନୁଷ୍ଠିତ

ଫୁଲବାଣୀ: ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କନ୍ଧମାଳ ତରଫରୁ ଆଜି ଗୁରୁବାର ଦିନ ଫୁଲବାଣୀ ସ୍ଥିତ ଆଇଟିଡିଏ ସଭା ଗୃହ ଠାରେ ଫୁଲବାଣୀ, ଫିରିଙ୍ଗିଆ, ଖଜୁରୀପଡା, ଚକାପାଦ, ଟିକାବାଲି ଓ ଜି ଉଦୟଗିରି ୬ଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ, ସମିତି ସଭ୍ୟ ସଭ୍ୟା, ଜିିଲ୍ଲାପରିଷଦ ସଭ୍ୟ ସଭ୍ୟା ଓ ସରପଞ୍ଚ
Read More...

ଅବୁ ସାଲେମ ମାମଲାରେ କେନ୍ଦ୍ର ଉପରେ ବର୍ଷି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧/୪ : ଗ୍ୟାଙ୍ଗଷ୍ଟର ଆବୁ ସାଲେମର ଏକ ଆବେଦନ ଉପରେ ଆଜି ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ କେନ୍ଦ୍ର ଉପରେ ଭୀଷଣ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସତ୍ୟପାଠରେ ଯେଭଳି ଶୈଳୀ ଓ ଭାଷା ବ୍ୟବହାର କରାଯାଇଛି,ତାହା କୋର୍ଟଙ୍କୁ ସବୁଠୁ ବେଶୀ କ୍ଷୁବ୍ଧ କରିଛି ।
Read More...

ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ : ୱାର୍ଲଡ ଆର୍ଥ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ଥିମ କୁ ଆଧାର କରି ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଏହି ବାଲୁକା
Read More...

ନବନିର୍ବାଚିତ ସମସ୍ତ ଜନପ୍ରତିନିଧି ହେଲେ ସମ୍ବର୍ଦ୍ଧିତ

ଫୁଲବାଣୀ:- କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଗୋଟି ବ୍ଲକ ଓ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ କିଛି ଦିନ ତଳେ ହୋଇଥିବା ନିର୍ବାଚନ ରେ ବିଜୁ ଜନତା ଦଳ ର ନବ ନିର୍ବାଚିତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମିତି ସଭ୍ୟ/ସଭ୍ୟା, ସରପଞ୍ଚ, ପରିଷଦ କାଉନସିଲର,
Read More...