ସାମାନ୍ୟ ବଚସାରୁ ଟେଣ୍ଟ ମାଲିକଙ୍କୁ ହତ୍ୟା
ପୁରୀ : ପୁରୀ ଜିଲ୍ଲା ଗୋପରେ ଟେଣ୍ଟ ମାଲିକଙ୍କୁ ହତ୍ୟା । ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ । ଡିଜେ ଗାଡି ଟେଣ୍ଟ କପଡା ଚିରିବା ପରେ ହୋଇଥିଲା ବଚସା । ଡିଜେ ଗାଡ଼ି ରୋକିବାବାରୁ ଟେଣ୍ଟ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ । ଡାକ୍ତରଖାନାରେ ଟେଣ୍ଟ ମାଲଳ ମୃତ୍ୟୁ ହୋଇଥିବା ଜଣାପଡିଛି ।!-->…
Read More...
Read More...