ବାଇକ୍ ଚୋରି, ଅଭିଯୁକ୍ତ ଗିରଫ

ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରୁ ଏକ ବାଇକ୍ ଚୋରି କରିନେଟ ଅଭିଯୋଗରେ ପୁଲିସ ସଦର ଥାନା ଅନ୍ତର୍ଗତ ତଳକଣ୍ଡୁରୀପଡ଼ା ଗାଁର ମାଧବ ଭୋଇ(୨୧)ଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି | ଏ ସଂକ୍ରାନ୍ତରେ ସମୁଦ୍ରକୂଳ ଥାନାରେ ସଦର ଥାନା ଅନ୍ତର୍ଗପ ଗୋପୀନାଥପୁର ତଳନୂଆ ସାହିର ରାକେଶ ବିଶ୍ବାଳଙ୍କ
Read More...

ଆଠମଲ୍ଲିକରେ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ – ଧର୍ମେନ୍ଦ୍ର ପ୍ରଧାନ

ଆଠମଲ୍ଲିକ: ଶିକ୍ଷା କ୍ଷେତ୍ରରେ ଆଠମଲ୍ଲିକ ହେଉଛି ଅଗ୍ରଣୀ ଅଞ୍ଚଳ । ସେହି ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଠମଲ୍ଲିକ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଜନ ଆକାଂକ୍ଷା ଆଜି ପୂରଣ ହୋଇଛି ବୋଲି ଏହାର ଅସ୍ଥାୟୀ କ୍ୟାମ୍ପସର
Read More...

ରାଜ୍ୟର ଜାତୀୟ ରାଜପଥର ସ୍ଥିତି ପରଖିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର:ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀଙ୍କର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତାର ନିଦର୍ଶନ ସ୍ୱରୂପ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶାରେ ରାଜପଥ ବିକାଶ ପାଇଁ ଚଳିତ ବର୍ଷ ପ୍ରାୟ ୧୪ ହଜାର କୋଟି ଟଙ୍କାର ପ୍ରତିଶ୍ରୁତି ମିଳିଛି ।
Read More...

ଦୁର୍ନୀତି କିମ୍ବା ଅବହେଳା କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମର ବ୍ଲକଗୁଡ଼ିକ ହେଉଛି, ଆମ ପ୍ରଶାସନିକ ସଫଳତାର ଦର୍ପଣ। ଯଦି ବ୍ଲକଗୁଡ଼ିକ ଦକ୍ଷତାର ସହ କାମ କରିବେ, ଏବଂ ଲୋକମାନେ ସବୁ ଯୋଜନାର ସୁଫଳ ପାଇବେ, ତେବେ ଏହା ସରକାରଙ୍କ ଦକ୍ଷତାର ପ୍ରମାଣ ହେବ। ସମାଜର ଶେଷ ଧାଡ଼ିରେ ଥିବା ଲୋକଟିଏ ଯେପରି ସବୁ ମୌଳିକ ସୁବିଧା ପାଇପାରିବ,
Read More...

ଦୁଇଗୁଣା ହେଲା WTC ଫାଇନାଲ ପୁରସ୍କାର ରାଶି, ଜାଣନ୍ତୁ ଭାରତକୁ ମିଳିବ କେତେ ?

ନୂଆଦିଲ୍ଲୀ- ଘୋଷଣା ହେଲା ପୁରସ୍କାର ରାଶି । ଦୁଇଗୁଣା ହେଲା WTC ଫାଇନାଲ ପୁରସ୍କାର ରାଶି। ଏ ସଂପର୍କରେ ଆଜି ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ଲର୍ଡସରେ ଆସନ୍ତା 11ରୁ 15 ମଧ୍ୟରେ ଖେଳାଯିବ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ମୁହାଁମୁହିଁ ହେବେ
Read More...

ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ବିଭିନ୍ନ ବିଭାଗର ସମୀକ୍ଷା

ଭୁବନେଶ୍ବର:ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ 'ବିକଶିତ ଓଡ଼ିଶା'ର ସ୍ବପ୍ନ ସହିତ ସମନ୍ୱୟ ରକ୍ଷା କରି ବିଭାଗୀୟ
Read More...

ଆମେ ଧର୍ମ ନୁହେଁ କର୍ମ ଦେଖି ମାରୁ-ରାଜନାଥ ସିଂ

ନୂଆଦିଲ୍ଲୀ-ଅପରେସନ ସିନ୍ଦୂର ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ପାଇଁ ଗୁରୁବାର ଜମ୍ମୁ ଓ କାଶ୍ମୀରରେ ପହଞ୍ଚିଛନ୍ତି। ଏହି ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କୁ ଭେଟି ତାଙ୍କ ଅଭିଭାଷଣ ସମୟରେ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।କେବଳ ଏତିକି ନୁହେଁ,
Read More...

ଭିଟାମିନ ଇ-କ୍ୟାପସୁଲ୍‌ର ଫାଇଦା: ଏହି କାମ କରନ୍ତୁ ମୁହଁରେ ଆଣିବ ଜବରଦସ୍ତ ଚମକ

ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ମହିଳାମାନେ ଚର୍ମ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହୋଇପାରନ୍ତି । ଯଦି ଆପଣ ମଧ୍ୟ ଗ୍ରୀଷ୍ମ ଋତୁରେ ଚର୍ମ ସମସ୍ୟାରେ ପୀଡିତ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣଙ୍କୁ ଭିଟାମିନ୍ ଇ କ୍ୟାପସୁଲ୍ ବ୍ୟବହାର ବିଷୟରେ କହିବାକୁ
Read More...

ରଥଯାତ୍ରା ପାଇଁ ପୁରୀ ଏସ୍‌ପିଙ୍କ ସାହି ଗସ୍ତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

ପୁରୀ-ଆସନ୍ତା ରଥଯାତ୍ରା ୨୦୨୫ ସମୟରେ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ଆଜି ସୁପାଲେସ ଛକ, ବିଧବାଶ୍ରମ ଛକ, ଜମ୍ବେଶ୍ୱର ଛକ, ହରଚଣ୍ଡୀ ସାହି ଛକ, ମାଣିକର୍ଣ୍ଣିକା ସାହି ଛକ ରାସ୍ତା ଦେଇ
Read More...

Madhuri Dixit Birthday: 58 ବର୍ଷ ବୟସରେ ପାଦ ଦେଲେ ମାଧୁରୀ ଦୀକ୍ଷିତ, ଜାଣନ୍ତୁ ଇଣ୍ଡଷ୍ଟ୍ରିରେ କେମିତି କରିଥିଲେ…

ବଲିଉଡର ଧକ୍-ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ଆଜି ଅର୍ଥାତ୍ ୧୫ ମଇରେ ତାଙ୍କର ୫୮ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଏବଂ ତାଙ୍କର ନୃତ୍ୟ ଏବଂ ଭାବପ୍ରବଣତା ଦ୍ୱାରା ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଲକ୍ଷ ଲକ୍ଷ
Read More...