ବିବାହ ଅଟକାଇ କ୍ଷମା ମାଗିଲେ ଜିଲ୍ଲାପାଳ

ଅଗରତାଲା: ତ୍ରିପୁରାର ମାଣିକିଆ ଅଂଚଳରେ ଏପରି ଏକ ଘଟଣା ଘଟିଛି ଯାହା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଂଚଳର ଏକ ବିବାହ ଉତ୍ସବକୁ ବନ୍ଦ କରିବା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଗିରଫ କରିବା ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ତୀବ୍ର
Read More...

ଡିଭିଲିୟର୍ସ ନାମରେ ଯୋଡି ହେଲା ଆଉ ଏକ ଆଇପିଏଲ ରେକର୍ଡ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲର ୨୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାଜିତ କରି ରୋମାଞ୍ଚକ ବିଜୟ ହାସଲ କରିଛିଛ ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି । ଏହି ରୋମାଞ୍ଚକ ବିଜୟର ଶ୍ରେୟ ଦିଆଯାଇଛି
Read More...

କ୍ୟୁଏସ୍‍ ୱାର୍ଲ୍‍ଡ ମାନ୍ୟତାରେ କିଟ୍‍କୁ ଭାରତର ସର୍ବୋଚ୍ଚ ସ୍ଥାନ

ଭୁବନେଶ୍ୱର,୨୮ ।୪: କ୍ୟୁଏସ୍‍ ୱାଲ୍‍ର୍ଡ ର‌୍ୟାଙ୍କିଙ୍ଗ୍‍ରେ କିଟ୍‍କୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଏହି ର‌୍ୟାଙ୍କିଙ୍ଗ୍‍ ପ୍ରଦାନ କରାଯିବା ପରେ କିଟ୍‍ ବିଶ୍ୱବିଦ୍ୟାଳୟ ଭାରତର ପ୍ରଥମ ‘କ୍ୟୁଏସ୍‍ ଫାଇଭ୍‍ ଷ୍ଟାର ରେଟେଡ୍‍’ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି ।
Read More...

ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି ଅସହାୟ ମହିଳା

ଫୁଲବାଣୀ,୨୮/୪- କନ୍ଧମାଳଜିଲ୍ଲା ଫିରିଙ୍ଗିଆ ବ୍ଳକର ରବିଙ୍ଗିଆ ଗ୍ରାମର ପ୍ରତାପ କହଁର ୨୦୦୯ ଜୁନରେ ଖଜୁରୀପଡ଼ା ଦରଡି ଗ୍ରାମର ସ୍ୱର୍ଣ୍ଣପ୍ରଭାଙ୍କୁ ବିବାହ କରିଥିଲେ । ପ୍ରତାପଙ୍କ ଗୋଟଏ ଝିଅ ଓ ଗୋଟଏ ପୁଅ ଥିବା ସତ୍ତେ୍ୱ ସେ ଅନ୍ୟ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ନେଇ ସ୍ୱର୍ଣ୍ଣପ୍ରଭା ଆଜି
Read More...

ପେଶାରେ ଖବରକାଗଜ ବିତରକ ହେଲେ ନିଶା ସମାଜସେବା

ସୁବର୍ଣ୍ଣପୁର,୨୮/୪- ଏବେ ସମଗ୍ର ମାନବ ସମାଜ କରୋନା କବଳରୁ ମୁକ୍ତି ପାଇଁ ସଂଘର୍ଷ କରୁଥିବା ବେଳେ କିଛି ଆଗଧାଡିର ଯୋଦ୍ଧା କିନ୍ତୁ ନିଜ ଜୀବନକୁ ବାଜିଲଗାଇ ସମାଜର ମଙ୍ଗଳପାଇଁ କାମ କରୁଥିବା ଦେଖାଯାଏ । ଏମିତି ଏକ ବ୍ୟକ୍ତି ସମାଜରେ ସଚେତନତାର ବାର୍ତ୍ତା ଦେଇ ଏବେ ସାମାଜିକ ଗଣମାଧ୍ୟମରେ ବେଶ
Read More...

ଅନନ୍ୟ ବିବାହ : ବରଯାତ୍ରୀରେ ଜଣେ, ବିନା ଯୌତୁକରେ ବାହାହେଲେ ଯୁବକ

ଗୋଣ୍ଡା : କରୋନା ଏବେ ଦେଶରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଗାଇଡଲାଇନ ଆଣିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବିବାହ କାର୍ଯ୍ୟ ମଧ୍ୟ ସଂପନ୍ନ ହେଉଛି । ମଧ୍ୟପ୍ରଦେଶର ଗୋଣ୍ଡା ଅଂଚଳରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି ଯେଉଁଥିରେ
Read More...

ସୌରଶକ୍ତିରେ ଆଲୋକୀକରଣ ପ୍ରକଳ୍ପ ଅଚଳ, ହେଉନି ମରାମତି

ବୌଦ୍ଧ,୨୮/୪- କଣ୍ଟାମାଳବ୍ଲକ ବରଗୋଛା ଗ୍ରାମ ପଞ୍ଚାୟତ ସିଗାଡି ଗ୍ରାମରେ ୭ ଗୋଟି ଖମ୍ବପୋତି ଗ୍ରାମ ଦାଣ୍ଡକୁ ସୌରଶକ୍ତିଚାଳିତ ଆଲୋକୀକରଣ ବ୍ୟବସ୍ଥା ଗ୍ରାମ ପଞ୍ଚାୟତ ତରଫରୁ ୨୦୨୦ -୨୧ ଆର୍ଥିକ ବର୍ଷରେ କରାଯାଇଥିଲା । ଏ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଥିବାବେଳେ
Read More...

ନଳକୂପ ଅଚଳ, ତୁରନ୍ତ ମରାମତି ପାଇଁ ଦାବି

ବୌଦ୍ଧ,୨୮/୪- ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଦୁଇଟି ନଳକୂପ ଆଜକୁ ପ୍ରାୟ ୫ ମାସ ହେବ ଅଚଳ ହୋଇଯାଇଥିବା ଜଣାପଡିଛି । ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ନଳକୂପ ମରାମତି ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ୫ ମାସ ହେଲା ଉକ୍ତ ନଳକୂପ
Read More...

ବିବାହ ଅନୁମତି ମାଗିଲେ ଦେବାକୁ ପଡିବ ୫୦ ଜଣଙ୍କ ତାଲିକା

ବୌଦ୍ଧ,୨୮/୪- କରୋନାର ଦ୍ୱିତୀୟ ଲହର୍‌ ସହରଠାରୁ ଗାଆଁଗଣ୍ଡା ଯାଏଁ ବ୍ୟାପିଯାଇଥିବା ବେଳେ ବିବାହ ଋତୁ ଆସିଯାଇଛି । ପୂର୍ବରୁ ବିବାହ ତାରିଖ ନିର୍ଦ୍ଧାରଣ କରି ବର ଓ କନ୍ୟାପକ୍ଷ ମାନେ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନର କରୋନା କଟକଣା ସେମାନଙ୍କୁ ଅଡୁଆରେ ପକାଇଛି । ଗତକାଲି ଜିଲ୍ଲାପାଳ
Read More...

ରାତ୍ରୀକାଳୀନ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ,୨୮/୪- ବୌଦ୍ଧବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳପଡ଼ିଆଠାରେ କୋଭିଡ୍‌ ନୀତିନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ ମ୍ୟାଚ କାସଲପୁର୍‌ ଓ
Read More...