ସରକାରଙ୍କ ନିୟମକୁ ଅବମାନନା ଘରୋଇ ରିସୋର୍ଟରେ ପାଳନ ହେଲା ଜିରୋନାଇଟ୍ ସେଲିବ୍ରେସନ୍
ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧/୧: ରାଜ୍ୟ ସରକାର କରୋନା କଟକଣା ପାଇଁ ସାରା ରାଜ୍ୟରେ ଜାକଜମକରେ ଜିରୋ ନାଇଟ ପାଳନ ନକରି ଘରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ୍ କିରୀକୁଟି ଠାରେ ଥିବା ପାନାସିଆ ଇକୋ ରିସର୍ଟ ଯାହା ଏମୁ ପକ୍ଷୀ ପାର୍କ ଭାବରେ ଜଣାଶୁଣା । ସେଠାରେ!-->…
Read More...
Read More...