ଆଜି ବିଭିନ୍ନ ଟ୍ରେଡ ୟୁନିୟନ୍‌ ପକ୍ଷରୁ ୧୨ ଘଣ୍ଟିଆ ବୌଦ୍ଧ ବନ୍ଦ

ବୌଦ୍ଧ,୨୬/୧୧ -ଆଜି କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶର ବିଭିନ୍ନ ଟ୍ରେଡ ୟୁନିୟନ୍‌ ପକ୍ଷରୁ ଭାରତ ବନ୍ଦ ଡାକରାର ପ୍ରଭାବ ସମଗ୍ର ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳୁଛି । ସକାଳ ୬ ଘଣ୍ଟା ଠାରୁ ବିଭିନ୍ନ ଟ୍ରେଡ ୟୂନିୟନ୍‌ କର୍ମକର୍ତ୍ତା ମାନେ ପିକେଟିଂ
Read More...

ବୌଦ୍ଧ: ଆଜି ମାତ୍ର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବୌଦ୍ଧ,୨୫/୧୧ - ଆଜି ବୌଦ୍ଧ ଜିଲ୍ଲାରେ ଜଣେ ମାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ଜଣଙ୍କୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨୭୨୯ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୨୬୮୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୩୧ ଜଣ
Read More...

ଫୁଲବାଣୀ କୋର୍ଟ ପରିସରରେ ମହିଳା କୋର୍ଟ ଉଦଘାଟନ

ଫୁଲବାଣୀ,୨୫/୧୧: କନ୍ଧମାଳ ଜିଲ୍ଲାର ଫୁଲବାଣୀ କୋର୍ଟ ପରିସରରେ ଆଜି ଏକ ନୂତନ ମହିଳା କୋର୍ଟର ଉଦଘାଟନ ହୋଇଯାଇଛି । ଏହାକୁ ଭିଡିଓ କନଫରେନ୍ସି ମାଧ୍ୟମରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ ମହମ୍ମଦ ରଫିକଙ୍କ ଦ୍ୱାରା ଉଦଘାଟନ କରାଯାଇଛି । । ଆଜିକାଲି ଅନେକ କ୍ଷେତ୍ରରେ
Read More...

ଜରାନିବାସକୁ ରେଡକ୍ରସ ପକ୍ଷରୁ ସହାୟତା

ସମ୍ବଲପୁର,୨୫/୧୧- କରୋନା ସଙ୍କଟକାଳରେ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିମନ୍ତେ ହାତ ଧୋଇବା ପାଇଁ ବାଲଟୀ, ମଗ, ସାବୁନ,ବିଶୋଧନ ପାଇଁ ବ୍ଲିଚି°ପାଉଡର ସହିତ ଫିନାଇଲ ଆଦି ଦୈନନ୍ଦିନ ବ୍ଯବହାର ପାଇଁ କିଛି ଲୁଗାପଟା ଓ ମାସ୍କ ଆଦି ସହାୟତା ସାମଗ୍ରୀ ସହିତ ରେଡକ୍ରସ ରାଜ୍ୟ ମୁଖ୍ଯାଲୟ
Read More...

ବୌଦ୍ଧ ଅବକାରୀ ବିଭାଗ ଦ୍ୱାରା ଆଜି ପୁଣି ଗଞ୍ଜେଇକ୍ଲିନ ଅଭିଯାନ ନଷ୍ଟ କରାଗଲା ୫୪ ଏକର ଜମିର ଗଞ୍ଜେଇଗଛ

ବୌଦ୍ଧ,୨୫/୧୧: ଆଜି ପୁଣି ଅବକାରୀ ବିଭାଗ ଓ ଅନ୍ୟାନ୍ୟ ବିଭାଗର ସହାୟତାରେ ନଷ୍ଟ ହେଲା ୫୪ ଏକର ବେଆଇନ୍‌ ଗଞ୍ଜେଇ ଗଛ । ବୌଦ୍ଧବ୍ଲକ ବ୍ରାହ୍ମଣପାଲି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ
Read More...

ଭିଜିଲାନ୍ସ ଜାଲରେ ଆଡିସନାଲ୍ ପିସିସିଏଫ୍ ଅଭୟ ପାଠକ : ଓଡ଼ିଶା ସମେତ ମହାରାଷ୍ଟ୍ର ଓ ବିହାର ୧୨ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଭୁବନେଶ୍ୱର : ରାଜ୍ୟରେ ଜଣକ ପରେ ଜଣେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ସରକାରୀ ଅଫିସରମାନଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଘଟଣା ଦିନକୁ ଦିନ ବଢ଼ୁଛି । ଏହି କ୍ରମରେ ଆଉଜଣେ ବରିଷ୍ଠ ସରକାରୀ ଅଧିକାରୀ ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ବରିଷ୍ଠ ଆଇଏଫ୍‌ଏସ୍ ତଥା ଓଡ଼ିଶାରେ
Read More...

ମୁକୁଳା ପଡିଛି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଫାଟକ

ବୌଦ୍ଧ /ବାଉଁଶୁଣି- ୫ଟି ସଚିବ ବୌଦ୍ଧ ଗସ୍ତରେ ଆସିବା ପୂର୍ବରୁ ନିର୍ମାଣ କରାଯାଇଥିବା ବାଉଁଶୁଣୀ ମେଡିକାଲ ଗେଟ ଆଜିପର୍ଯ୍ୟନ୍ତ ମୁୁକୁଳା ହୋଇ ପଡିରହିଥିବା ଦେଖିବାକୁ ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଗେଟ ଅନେକ ଦିନ ହେବ ମୁକୁଳା ହୋଇ ପଡ଼ିରହିଥିଲେ ମଧ୍ୟ ବିଭାଗୀୟ କତ୍ତ୍‌ୃପକ୍ଷ
Read More...

ବୈକୁଣ୍ଠପୁରରେ ବାବା କଇଁଫୁଲଙ୍କ ନାମ ସଂକୀର୍ତ୍ତନ

ବୌଦ୍ଧ,୨୫/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ପଞ୍ଚାୟତ ବୈକୁଣ୍ଠପୁର ଗ୍ରାମରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ତ୍ତିକ ଦଶମୀ ଅବସରରେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସିଦ୍ଧ ଯୋଗୀ ବାବା କଇଁଫୁଲଙ୍କର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଦଶଟି ବିଭିନ୍ନ ଗାଁର
Read More...

ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ପକ୍ଷରୁ ହିନ୍ଦୁ ସମ୍ମିଳନୀ

ପାରଳାଖେମୁଣ୍ଡି,୨୫/୧୧- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ରାଷ୍ଟ୍ରୀୟ ହିନ୍ଦୁ ଶକ୍ତି ସଙ୍ଗଠନ ଓଡ଼ିଶା ଶାଖା ତରଫରୁ ବୋଷ ଡେନ୍ସଷ୍ଟୁଡ଼ିଓ ଠାରେ ପ୍ରଥମ ହିନ୍ଦୁ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପ୍ରଶାନ୍ତ ମାଲୁ ମୁଖ୍ୟଅତିଥି
Read More...

୫ହଜାର ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦାରିଙ୍ଗବାଡି ବ୍ଲକ ବିଇଓ ଅଫିସ ବରିଷ୍ଠ କିରାଣୀ

ଦାରିଙ୍ଗବାଡି,୨୫/୧୧: । ୫ହଜାର ତାଙ୍କ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ବି ଇ ଓ ଅଫିସର ହେଡ କ୍ଳର୍କ ଚିତ୍ତରଞ୍ଜନ ସିଂ । ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷକ ନିଜ କାର୍ଯ୍ୟ କଲା ସମୟରେ ମୃତ୍ୟୁବରଣ କରିଥିବା ବେଳେ ପିତାଙ୍କ ମୃତ୍ୟପରେ
Read More...