ପାରଳାରେ ୩୬ ତମ ଗଜଲକ୍ଷ୍ମୀପୂଜା ଅନୁଷ୍ଠିତ

ପାରଳାଖେମୁଣ୍ଡି,୧/୧୧- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହି ଗାନ୍ଧୀ ଛକଠାରେ ୩୬ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ନିରାଡମ୍ବର ଭାବରେ କୋଭିଡ-୧୯ ନିୟମକୁ ମାନି ପାଳନ କରାଯାଉଛି । ଏହି ପୂଜା ଆସନ୍ତା ୭ ଦିନ ଧରି ଅନୁଷ୍ଠିତ ହେବ
Read More...

୨୨ ଆଇସିୟୁ ସହିତ ଭିମସାର କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ସମ୍ବଲପୁର : ସ୍ଥାନୀୟ ବୁର୍ଲାସ୍ଥିତ ଭିମସାର କୋଭିଡ ହସ୍ପିଟାଲରେ ୨୨ଟି ଆଇସିୟୁ କାର୍ଯ୍ୟକ୍ଷମ ହେବା ଦ୍ୱାରା ଏଠାରେ ଲୋକଙ୍କ ମନରେ ଆଶ୍ୱସ୍ତି ଆଣି ଦେଇଛି, କାରଣ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ଏହା ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ୧୦୦ଟି ସାଧାରଣ ଶଯ୍ୟା ଓ ୨୨ଟି ଆଇସିୟୁ ସହିତ
Read More...

ପୁଣି ବଢିଲା ସଂକ୍ରମଣ : ଆଜି ଚିହ୍ନଟ ହେଲେ ୧୭୦୯ ପଜିଟିଭ, ୧୧ମୃତ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ତେବେ ୨୪ ଘଣ୍ଟା ମଧ୍ୟରେ ୧୭୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୧୮୨୫ରେ ପହଞ୍ଚିଛି । ଏନେଇ
Read More...

ବୌଦ୍ଧ : ଗାନ୍ଧୀଛକରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା

ବୌଦ୍ଧ - ଗତକାଲି ସନ୍ଧ୍ୟାରେ ସହରର ଗାନ୍ଧିଛକ ଠାରେ ଶତାଧିକ ଯୁବକ ଏକାଠି ହୋଇ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବ ବ୍ୟବସାୟୀ ପ୍ରମୋଦ ପ୍ରସାଦ (ରାଜା) ଓ କରୋନାରେ ପ୍ରାଣ ହରାଇଥିବା ଶିଶୁ ଡାକ୍ତର ବିଶ୍ବନାଥ ରାଉତଙ୍କ ଆତ୍ମାର ସଦଗତି କାମନା କରି ପ୍ରାର୍ଥନା କରାଯାଇଥିଲା | ଯୁବ ସମାଜ
Read More...

ଦାରିଙ୍ଗବାଡ଼ିରେ ପୁଣି ଜନନୀ ଯନ୍ତ୍ରଣା ଯନ୍ତ୍ରଣାରେ ଛଟପଟ ପ୍ରସୂତୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର…

ଦାରିଙ୍ଗବାଡ଼ି,୩୧/୧୦: ଦାରିଙ୍ଗବାଡ଼ି ବ୍ଲକରେ ପୁଣି ଥରେ ଆଜି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି l ଜଣେ ପ୍ରସୂତୀ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ଡାକ୍ତର ଖାନାରେ ଡାକ୍ତର ନଥିବାରୁ ପ୍ରସବ ନେହବା କାରଣରୁ ଅର୍ଥ ଅଭାବରୁ ଯନ୍ତ୍ରଣାରେ ଛଟ ପଟ ହୋଇ ଘରକୁ
Read More...

ରୋହିତ କୁମାର ଦାସଙ୍କ ସ୍ମୁତିଚାରଣ କଲେ କର୍ମଚାରୀ

ଦାରିଙ୍ଗବାଡ଼ି,୩୧/୧୦: ଆରକେଡି କଂଷ୍ଟ୍ରକସନର ଏମଡି ରୋହିତ କୁମାର ଦାସ ଗତ ୧୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ଦାସଙ୍କ ଶୁଦ୍ଧିକ୍ରିୟା ଅବସରରେ ଦାରିଙ୍ଗବାଡ଼ି ଆରକେଡି କଂଷ୍ଟ୍ରକସନ କ୍ୟାମ୍ପର କର୍ମଚାରୀଙ୍କ ପକ୍ଷରୁ ବୁଧବାର ଦିନ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଣ୍ଟାବାଞ୍ଜି (ହିଁ. ପ୍ର )- ତୁରୀକେଲା ବ୍ଲକ ଅନ୍ତର୍ଗତ ମାଂଝୀ ପଡା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 146 ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ
Read More...

କଂଗ୍ରେସ ପକ୍ଷରୁ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ ପାଳିତ

ବୌଦ୍ଧ,୩୧/୧୦ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି
Read More...

ବୌଦ୍ଧ ସହରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୌଦ୍ଧ,୩୧/୧୦ - କୋଭିଡ କଟକଣାରେ ବୌଦ୍ଧ ସହରରେ ୩ ଗୋଟି ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ଏନ.ଏ. ସି. ଛକସ୍ଥିତ ଲକ୍ଷ୍ମୀ ବଜାର ତରଫରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ପ୍ରମୋଦ ପରିଡା ବସିଥିବା ବେଳେ ପୂଜକ
Read More...

ପାରଳାଖେମୁଣ୍ଡି ଗୌରୀ ଆମ୍ମା ପୂଜା ଆରମ୍ଭ

ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲାରେ ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ସକାଶେ ସହରର ମୂର୍ତ୍ତି କାରିଗରମାନେ ମୂର୍ତ୍ତିନିର୍ମାଣ ଚାଲିଥିବାର ଦେଖିବାକୁ ମିଳିଛି । ସହରର କଟିକିଆ ସାହି ଚିତ୍ରକାର ସାହିର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଜିଲ୍ଲାର ପୁରପଲ୍ଲୀରେ
Read More...