୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ

ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିସନ । ନିର୍ବାଚନ ପାଇଁ କମିଶନ ଓ ଅଧିକାରୀମାନେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ନିର୍ବାଚନ ସମୀକ୍ଷା କରିବେ ନିର୍ବାଚନ କମିସନ । ଏହି ସମୟରେ ସେ ରାଜ୍ୟ ପଦଧିକାରୀମାନଙ୍କ ସହ ସମୀକ୍ଷା କରିବେ ।
Read More...

ପାଟଣାଗଡ଼ ବ୍ଳକରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ପାଟଣାଗଡ଼ ପଞ୍ଚାୟତ ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ସମ୍ବନ୍ଧରେ ଏକ ପ୍ରସ୍ତୁତି ବୈଠକ ବିଡିଓ ସୁମନ୍ତ ମିଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଅଗ୍ନିଶମ ବିଭାଗ
Read More...

ସୋହେଲାରେ ବିଜେଡିର ଜନ ସଂପର୍କ ପଦଯାତ୍ରା

ସୋହେଲା: ସୋହେଲାରେ ଆଜି ବିଜେଡିର ଜନ ସଂପର୍କ ପଦଯାତ୍ରା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ସାମିଲ ହୋଇଥିଲେ । ଆଜି ସୋହେଲା ଏହି କାର୍ଯ୍ୟକ୍ରମ ଯୋଗୁଁ
Read More...

୫୨୦ ଗ୍ରାମ ଧଳା ଜହର ଜବତ, ୨ ଗିରଫ

ପୁରୀ : ପୁରୀ ସମୁଦ୍ରକୂଳ ଥାନା ପୋଲିସକୁ ବଡ ସଫଳତା ମିଳିଛି । ୫୨୦ ଗ୍ରାମ ଧଳା ଜହର ବା ବ୍ରାଉନସୁଗାର ଜବତ ହେବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ବେଆଇନ ବ୍ରାଉନସୁଗାର କାରବାର ଅଭିଯୋଗରେ ଗିରଫ ଅଭିଯୁକ୍ତ ହେଉଛନ୍ତି ଖୋର୍ଦ୍ଧା ଗୁରୁଜଂଘର ଦେବାଶିଷ ଦାସ ଓରଫ ବାବୁଲ ଏବଂ
Read More...

ସେବା ମହୋତ୍ସବରେ “ସେବା ୨୪x୭’ ପୋର୍ଟାଲ ଜନତାଙ୍କ ସେବାରେ ଲୋକାର୍ପିତ

ହରଭଙ୍ଗା : ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ, ଆନୁକୂଲ୍ୟରେ ଅନୁଷ୍ଠିତ "ପ୍ରଥମ ସେବା ମହୋତ୍ସବ'ର ଉଦଘାଟନୀ ଦିବସରେ ଜନତାଙ୍କ ସେବାରେ ପ୍ରଥମ ଥର ପାଇଁ ଲୋକାର୍ପିତ ହୋଇଛି ପୋର୍ଟାଲ ନିୟୁଜ ଚ୍ୟାନେଲ "ସେବା ୨୪x୭'
Read More...

ଓୟୁଜେ କନ୍ଧମାଳ ପକ୍ଷରୁ ସ୍ମାରକପତ୍ର

ଫୁଲବାଣୀ ୬ ।୨ : ସାମ୍ବାଦିକ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଦାବିରେ, ଓଡିଶା ସାମ୍ବାଦିକ ୟୁନିଅନ୍‌ କନ୍ଧମାଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ତାଙ୍କର
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ:୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରେ ହେଲେ ସାମିଲ

ଭୁବନେଶ୍ୱର: ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା
Read More...

“ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ "ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା' ରେ ଆଉ ତିରିଶ ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହା ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା ।୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି
Read More...

ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକାଙ୍କ ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର:ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ସୁବର୍ଣ୍ଣପୁର ଗସ୍ତରେ ଆସି ଏହି ବିଭାଗର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପ୍ରଥମେ ସେ ନିକଟବର୍ତ୍ତୀ ଉଲୁଣ୍ଡା ବ୍ଲକର ମୁଣ୍ଡଘାଟ ଓ ନାୟକପଡା ଅଙ୍ଗନବାଡି କେନ୍ଦ୍ର
Read More...

ସେବା ମହୋତ୍ସବ ଉଦଘାଟିତ, ଦେବାରେ ଆନନ୍ଦ….

ହରଭଙ୍ଗା,୬/୨:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର "ଜର୍ଣ୍ଣାଲିଷ୍ଟ ଆସୋସିଏସନ, ହରଭଙ୍ଗା "ଆନୁକୂଲ୍ୟରେ ମଙ୍ଗଳବାର ଦିନ ଠିଡ଼ିକାଜୋର ଜଗନ୍ନାଥ ମନ୍ଦିର ପଡିଆରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ସେବା ମହୋତ୍ସବ । ପ୍ରଥମେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିିଳନୀର ଖଣ୍ଡଗିରି ସାଧୁ ଓ
Read More...