ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ
Read More...

ମାମୁଁଙ୍କୁ ଜୋତା ବିକି ପୁଣି ସାହାଯ୍ୟର ହାତ ବଢ଼ାଇଲେ ଗଲ୍ଫର

ନୂଆଦିଲ୍ଲୀ : ନିକଟରେ ୧୦୨ଟି ଟ୍ରଫି ବିକ୍ରି କରି ସେଥିରୁ ଆସିଥିବା ୪.୩୦ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନ କରିଥିବା ୧୫-ବର୍ଷୀୟ ଗଲ୍ଫର ଅର୍ଜୁନ ଭଟ୍‌ଇ ପୁଣିଥରେ ନିଜର ପୁରୁଣା ଜୋତାକୁ ଅକ୍ସନ କରି ୩.୩ ଲକ୍ଷ ଟଙ୍କାର ସହାୟତା କରିଛନ୍ତି । ଗତ ୨୦୧୮ ଜୁନିଅର୍ ୱାର୍ଲ୍ଡ
Read More...

ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ ହିତାଧିକାରୀ ଅସନ୍ତୁଷ୍ଟ

ବୌଦ୍ଧ: ଲକ୍‌ଡାଉନ ସମୟରେ ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମ ମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ ହିତାଧିକାରୀମାନେ ସବୁଠି ଅସନ୍ତୁଷ୍ଟ । ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ କେଉଁଠି ହିତାଧିକାରୀ ପାଟି ଖୋଲୁଥିବାବେଳେ କେଉଁଠି ନିରାଶ୍ରୟମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁନଥିବା
Read More...

ଘରେ ରହୁଥିବା ସଙ୍ଗରୋଧ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲାସ୍ତରରେ କଲ ସେଣ୍ଟର

ଗଜପତି ଜିଲ୍ଲାରେ ଦେଶ ଓ ରାଜ୍ୟ ବାହାରୁ ଆସି ପ୍ରାୟ ପାଞ୍ଚ ହଜାର ବ୍ୟକ୍ତି ଘରେ ସଂଙ୍ଗରୋଧରେ ରହି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସଙ୍ଗରୋଧରେ ରହି ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କଲ ସେଣ୍ଟର
Read More...

୨୦୦୨ ନାଟୱେଷ୍ଟ ଫାଇନାଲରେ ଗାଙ୍ଗୁଲିଙ୍କ ପରାମର୍ଶକୁ କ’ଣ ପାଇଁ ମାନିନଥିଲେ କୈଫ

ନୂଆଦିଲ୍ଲୀ : ୨୦୦୨ ମସିହା ଲର୍ଡ୍ସ ଗ୍ରାଉଣ୍ଡରେ ଚାଲିଥାଏ ନାଟୱେଷ୍ଟ ସିରିଜ୍‌ର ଫାଇନାଲ୍ ମ୍ୟାଚ୍ । ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ଟାର୍ଗେଟ୍ ଦିଆଯାଇଥାଏ ବିଶାଳ ୩୨୬ ରନ୍ । ପଡ଼ିଆରେ ଥାଆନ୍ତି ଯୁବରାଜ ସିଂଙ୍କ ସହିତ ମହମ୍ମଦ କୈଫ । ଏ ଦୁହେଁ କ୍ରିଜ୍‌କୁ ଆସିବା ପୂର୍ବରୁ ଭାରତ ହରାଇ ସାରିଥାଏ
Read More...

କାଳବୈଶାଖୀର କରକାପାତରେ ଫସଲ, ପନିପରିବା ନଷ୍ଟ

ସମ୍ବଲପୁର: ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ସମ୍ବଲପୁରର ଅନେକ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଶେଷକରି ମଧ୍ୟମରୁ ବଡ ଆକାରର କରାମାଡ ଯୋଗୁଁ ବିଲରେ ଠିଆ ଧାନଫସଲ, ପନିପରିବା ଚାଷ, ଆମ୍ବ ପରି ଋତୁ ଫଳ ଆଦି କ୍ଷୟକ୍ଷତ ପହଞ୍ଚିଛି । ଅନେକ ସ୍ଥାନରେ ଘର
Read More...

ଦୁଇ ଗୁରୁଙ୍କ କଥା କହିଲେ ସାମି

ନୂଆଦିଲ୍ଲୀ : ଆଜି ମୁଁ ଯଦି ଦେଶର ଜଣେ ଭଲ ପେସର ଭାବେ ଗଣାହୋଇଥାଏ ତେବେ ପାକିସ୍ତାନ ୱାସିମ୍ ଆକ୍ରମ ଓ ଭାରତୀୟ ପେସର ଜାହିର ଖାଁଙ୍କୁ ମୁଁ ଧନ୍ୟବାଦ ଦେବି ବୋଲି କହିଛନ୍ତି ଭାରତୀୟ ପେସର ମହମ୍ମଦ ସାମି । ସେ ଏକ ଇନଷ୍ଟେଗ୍ରାମ ଜରିଆରେ ମନୋଜ ତିୱାରୀଙ୍କ ନିକଟକୁ ପଠାଇ ଏହା ଉଲ୍ଲେଖ
Read More...

ହ୍ୱାଟ୍ସଆପ୍‌ରେ କରୋନା ନ୍ୟୁଜ ଦେବେ ସରକାର

ଭୁବନେଶ୍ୱର :- ରାଜ୍ୟ ସରକାର ହ୍ୱାଟ୍ସଆପରେ କରୋନା ରୋଗ ସମ୍ବନ୍ଧୀୟ ସୂଚନା ଦେବେ । ଏହି ଆପ୍ ର ଏକ ସ୍ୱତନ୍ତ୍ର ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଟେଡ୍ ଦେବା ପାଇଁ ଏହା ଆରମ୍ଭ କରାଯାଇଛି । ଏହି ନମ୍ବରଟି ହେଲା
Read More...

ଉଜ୍ଜ୍ୱଳା ବିତରଣ କେନ୍ଦ୍ରରେ ଭିଡ ଯୋଗୁଁ ଉତ୍ତେଜନା

ସମ୍ବଲପୁର: ବାରମ୍ବାର ତାଗିଦ କଲାସତ୍ତ୍ୱେ ସ୍ଥାନୀୟ ଗେଟି ଟକିଜ ରୋଡସ୍ଥିତ ଉଜ୍ଜ୍ୱଳା ବିତରଣ କେନ୍ଦ୍ରଠାରେ ଭିଡ ଯୋଗୁଁ ଗଣ୍ଡଗୋଳ ହେଉଛି ଓ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସେଠାରେ ଅନିୟନ୍ତ୍ରିତ ଭିଡ ଯୋଗୁଁ ପୁଣି ଉତ୍ତେଜନା ଦେଖାଯାଇଥିଲା । ଖାଉଟିମାନେ
Read More...

ଗରିବ ଅସହାୟ ଲୋକକୁ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଆଜି ସମଗ୍ର ବିଶ୍ୱ କୁ କରୋନା ମହାମାରୀ କବଳିତ କରି ରଖିଛି।ସରକାର ଏଥିପାଇଁ ଲକ ଡାଉନ ଘୋଷଣା କରିଛନ୍ତି।ଏହି ଲକ ଡାଉନ ର ପ୍ରଭାବ ରାଜଧାନୀ ରେ ରହୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ ଙ୍କ ଉପରେ ମଧ୍ୟ ପଡିଛି, କାମ ଧନ୍ଦା ବନ୍ଦ, ରୋଜଗାର ବନ୍ଦ।, ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମର୍ପିତ
Read More...