ଯାଜପୁରର ୧୩ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରକାର

ଭୁବନେଶ୍ୱର : ଯାଜପୁର ଜିଲ୍ଳାରେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ତିନୋଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଉ ୧୦ଟି ଗ୍ରାମ ପଞ୍ଚାୟତକୁ ମିଶାଇ ମୋଟ ୧୩ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା
Read More...

ନୂଆ ୫ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାଲେଶ୍ୱର ଅଞ୍ଚଳର ପାଞ୍ଚ ଜଣ ନୂଆ କରୋନା ରୋଗୀଙ୍କ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ସୂଚନାରେ କୁହାଯାଇଛି ଯେ, ଚିହ୍ନିତ ୫ ପଜିଟିଭ୍‌ଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ । ମହିଳା ଦୁଇଜଣଙ୍କ ବୟସ ୩୪
Read More...

ଡାକ୍ତରଙ୍କୁ ମିଳିବ ସୈନିକ ମର୍ଯ୍ୟାଦା, ମିଳିବ ୫୦ ଲକ୍ଷ କ୍ଷତିପୂରଣ

ଭୁବନେଶ୍ୱର- କରୋନା ଏକ ଯୁଦ୍ଧ । ଏ ଯୁଦ୍ଧର ସୈନିକ ହେଉଛନ୍ତି ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟକର୍ମୀମାନେ ଅଦୃଶ୍ୟ ଶତ୍ରୁମାନଙ୍କ ସହିତ ଲଢେଇ କରୁଛନ୍ତି । ତେଣୁ ଏହି ଲଢେଇରେ ସାମିଲ ହୋଇଥିବା ପ୍ରତ୍ୟେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁକୁ ମୃତ୍ୟୁ ବୋଲି କୁହାଯିବନାହିଁ
Read More...

ପୋଲିସ ଚେକ ପୋଷ୍ଟ ପାଇଁ ସୀମାନ୍ତ ଅଞ୍ଚଳରେ ଗୃହ ନିର୍ମାଣ

କୋଭିଡ଼ି19 ବ୍ୟାପିବାରୁ ଗଜପତି ଜିଲ୍ଲାକୁ ରକ୍ଷା କରିବା ପାଇଁ ଆନ୍ଧ୍ରପ୍ରଦେଶ ର ସୀମାନ୍ତ ଅଞ୍ଚଳ ଏବଂ ଓଡ଼ିଶା ର ରାୟଗଡା ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶକୁ ରୋକିବା ପାଇଁ 17ଟି ସ୍ଥାନ ରେ ପୋଲିସ ଚେକ ପୋଷ୍ଟ ସ୍ଥାପନ କରିବା ସହ ସେଠାରେ ସେମାନଙ୍କ ପାଇଁ
Read More...

ଢେଙ୍କାନାଳ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଢେଙ୍କାନାଳ- କୋଭିଡ-୧୯ ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ ନିଜ କର୍ତ୍ତବ୍ୟ ପାଳନ କରି ଢେଙ୍କାନାଳକୁ ସୁରକ୍ଷିତ ରଖିଥିବାରୁ ଥାନା ଅଧିକାରୀ ଜ୍ଞାନ ରଂଜନ ସାମଲ ଏବଂ ଅନ୍ୟ କର୍ମଚାରୀଙ୍କୁ ଚାନ୍ଦମାରି ସାହିବାସିନ୍ଦା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ
Read More...

ଆଲୋକ ପାଠାଗାରନ ନଅଗାଁ ପକ୍ଷରୁ ମାସ୍କ ବଣ୍ଟନ

ବର୍ତମାନ ସାରା ବିଶ୍ୱ ରେ କୋରାନ ଭୁତାଣୁ ସଂକ୍ରମିତ ରେ ଥରଥର !ଏହି କୋରାନ ଭୁତାଣୁ କେମିତି ଲୋକେ ରକ୍ଷା ପାଇପାରିବେ ତାପାଇଁ ଭାରତ ମଧ୍ୟ ତପ୍ତର ହୋଇ ପଡିଛି !କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ବ୍ୟବସ୍ଥା ତିଆରି ଜାରି ରଖିଛନ୍ତି ! ସାରା ଭାରତ କୁ ଲୋକଡାଉନ ନ ରଖି ଲୋକେ କିପରି ସୁରକ୍ଷିତ
Read More...

ବୌଦ୍ଧଜିଲ୍ଲା ଗ୍ରୀନ ଜୋନରେ : ଚିନ୍ତା ବଢାଉଛନ୍ତି ବାହାରୁ ଫେରୁଥିବା ସରକାରୀ କର୍ମଚାରୀ

ବୈାଦ୍ଧ:ବୌଦ୍ଧଜିଲ୍ଲା ପ୍ରଶାସନ ଓ ପୋଲିସର ଦିନରାତି ପରିଶ୍ରମ ଯୋଗୁଁ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ଆଜିଯାଏଁ ହୋଇନାହିଁ । ସେଥିପାଇଁ ଜିଲ୍ଲାକୁ ଗ୍ରୀନଜୋନ ଅନ୍ତର୍ଭୁକ୍ତ କରିଛନ୍ତି ସରକାର । ୨୦ ତାରିଖରୁ ଲକ୍‌ଡାଉନକୁ ଟିକିଏ କୋହଳ କରିଛି ଜିଲ୍ଲା ପ୍ରଶାସନ । ଏହା ଜିଲ୍ଲାବାସୀଙ୍କୁ
Read More...

କୋଲ୍ଲୁର ମୁକାମ୍ବିକା ଦେବୀଙ୍କ ମନ୍ଦିର, ଯେଉଁଠି ଭକ୍ତଙ୍କୁ ମିଳିଥାଏ ଅଦ୍ଭୁତ ଶକ୍ତିର ସଂଚାର

କୋଲା ମହର୍ଷିଙ୍କ ନାମରୁ କୋଲ୍ଲୁର ବା କୋଲାପୁରା ନାମର ଉତ୍ପତ୍ତି ହୋଇଥିଲା । ପୂର୍ବେ ଏଠାରେ କାମାସୁର ନାମକ ରାକ୍ଷସ ଉତ୍ପାତ କରୁଥିଲା । ତା’ କବଳରୁ ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବାକୁ କୋଲା ମହର୍ଷି ଦେବୀ ମହାଲକ୍ଷ୍ମୀଙ୍କ ଆରାଧନା କଲେ । ଅନ୍ୟପକ୍ଷେ ଅମରତ୍ୱ ପ୍ରାପ୍ତି ପାଇଁ କାମାସୁର
Read More...

ଦାରିଙ୍ଗିବାଡ଼ି ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ସିମନବାଡ଼ି ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ । କାଳ ବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିଲା । ଏହାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
Read More...

ରାଜ୍ୟରେ ପୁଣି ୫ ନୂଆ ପଜିଟିଭ ଚିହ୍ନଟ, ସମସ୍ତେ ବାଲେଶ୍ୱରର

ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ୫ ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ଉଲ୍ଲେଖ କରାଯାଇଛି । ବାଲେଶ୍ୱରରେ ଏ ପର୍ଯ୍ୟନ୍ତ ୮ଜଣ ପଜିଟିଭ ଚିହ୍ନଟ ହୋଇଥିବା
Read More...