ଗାଁ, ସହର ଲକ୍ଡାଉନ : ମହାନଦୀରେ ଗହଳଚହଳ, ବସିଛି ହୀରାର ବଜାର
ବୈାଦ୍ଧ: କରୋନା ପାଇଁ ଗାଁ ଗଣ୍ଡା ଠାରୁ ଆରମ୍ଭକରି ବୌଦ୍ଧର ସମସ୍ତ ସହରାଞ୍ଚଳକୁ ଲକଡାଉନ ସ୍ଥିର ଗମ୍ଭୀରକରି ଦେଇଥିବାବେଳେ ମହାନଦୀର ବାଲୁକା ଶଯ୍ୟାରେ ଗହଳଚହଳ ବଢିଯାଇଛି । ଲକ୍ଡାଉନ ପାଇଁ ସମସ୍ତଙ୍କର କାମଧନ୍ଦା ବନ୍ଦଥିବାରୁ ନିଜନିଜର ଭାଗ୍ୟ ପରୀକ୍ଷା ପାଇଁ ଲୋକେ ହୋଇଛନ୍ତି ମହାନଦୀମୁହାଁ!-->…
Read More...
Read More...