କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କାର…

ବୌଦ୍ଧ: ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ସହାୟତା ରାଶି ପ୍ରଦାନ କରାଯାଉଥିବାବେଳେ ଆଜି ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଣୀସତୀ ପେଡି ପ୍ରୋସେସିଂ
Read More...

ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ

ଦାରିଙ୍ଗବାଡି ,କରୋନା ପାଇଁ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପୂର୍ଣ ଭାବରେ ବନ୍ଦ କରାଯାଇଥିଲା ତେବେ ୨ୟ ପର୍ଯ୍ୟାୟ  ଲକଡାଉନ ଜାରିହେବା ପରେ କିଛିଟା କଟକଣା କୋହଳ କରାଯାଇ ମନରେଗା ଏବଂ ଉନ୍ନୟନ କାର୍ଯ୍ୟ ସାମାଜିକ ଦୁରତ୍ଵା ସହିତ ମାସ୍କ
Read More...

ପୁରୁଣା ଫଟୋ ଦେଖି ଭାବବିହ୍ୱଳ ହେଲେ ଗାଙ୍ଗୁଲି

କୋଲକତା : ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବହୁତ ଦିନ ତଳର ଏକ ପୁରୁଣା ଫଟୋ ଦେଖି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଖୁବ ଭାବବିହ୍ୱଳ ହୋଇପଡିଛନ୍ତି । ଏହି ଫଟୋରେ କ୍ରମାନ୍ୱୟରେ ସଚିନ ତେନ୍ଦୁଲକର, ନିଜେ ଗାଙ୍ଗୁଲ, ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣ ଅଛନ୍ତି । ୱିଜ୍ ଡେନ୍ ଇଣ୍ଡିଆ
Read More...

ଏହି ରାଜ୍ୟରେ ଜଣେ ବି ପଜିଟିଭ୍ ନାହାନ୍ତି

ଗ୍ୟାଙ୍ଗଟକ : ରାଜଧାନୀ ନୂଆଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ,ରାଜସ୍ଥାନ, ମଧ୍ୟପ୍ରଦେଶ ସମେତ ବହୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ କରୋନାର ମୁକାବିଲା କରୁଥିବା ବେଳେ ଆଉ କେତେକ ରାଜ୍ୟର ସ୍ଥିତି ଯଥେଷ୍ଟ ଭଲ ରହିଛି । ଏପରିକି କେତେକ ରାଜ୍ୟରେ ସଂକ୍ରମଣ ସମସ୍ୟା ବିଲକୁଲ ନାହିଁ । ସିକିମ୍ ରାଜ୍ୟ
Read More...

ଚିନ୍ତାରେ ଅଷ୍ଟ୍ରେଲିଆ ଖେଳାଳି : ଆଉ ୪ ମାସ ପରେ ପାଣ୍ଠିଶୂନ୍ୟ ହୋଇଯିବ କ୍ରିକେଟ ବୋର୍ଡ

ସିଡନୀ : କରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡ ବର୍ତ୍ତମାନ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ବୋର୍ଡ ହାତରୁ ପାଣ୍ଠି କମିବା ଆରମ୍ଭ ହୋଇଗଲାଣି । କରୋନା ଯୋଗୁଁ ସବୁ କ୍ରିକେଟ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ରାଜସ୍ୱ ସଂଗ୍ରହ ମଧ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ
Read More...

ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ଲକଡାଉନକୁ କଡାକଡି ଭାବେ ପାଳନ କର

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଲକଡାଉନକୁ ଆହୁରି କଡାକଡି ଭାବେ ପାଳନ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସବୁ ରାଜ୍ୟର ସରକାରଙ୍କ ନିକଟକୁ କେନ୍ଦ୍ର
Read More...

କ୍ୱାରେଣ୍ଟାଇନ କେନ୍ଦ୍ରରୁ ଖସି ପଳାଇଲେ ୪ ଯୁବକ

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪ଜଣ ଯୁବକ ଖସି ପଳାଇଛନ୍ତି । ସିଭିଲ୍ସ ଲାଇନ ଥାନାଂଚଳରେ ଥିବା ଏକ ସ୍କୁଲ ଘରକୁ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇଥିଲା । ସେଠାରେ ଗତ ମାର୍ଚ୍ଚ ଶେଷ ଭାଗରେ ଏହି ୪ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନେ ବିହାର,
Read More...

ଜେଲ୍ ଭ୍ୟାନ୍ ହେଲା ଟେଷ୍ଟିଂ ଲାବ୍

ନୂଆଦିଲ୍ଲୀ : କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଟେଷ୍ଟିଂ ଲାବୋରେଟୋରୀ ପାଇଁ ଏବେ ଭିତ୍ତିଭୂମିର ଅଭାବ ଦେଖା ଦେଇଛି । ଏହି କାରଣରୁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସମସ୍ୟା ଅତି ଗୁରୁତର ହୋଇପଡିଥିବାରୁ ଏହି
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲ

ପାରାଦ୍ୱୀପ: ପାରାଦ୍ୱୀପରେ ଆଜିଠାରୁ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ପାରାଦ୍ୱୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି ଗୋଭିଡ ହସ୍ପିଟାଲ ପାରାଦ୍ୱାପ ବନ୍ଦର, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ
Read More...