ତାମିଲନାଡୁରେ ପଡ଼ିରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଦାଦନ, ଭାଇରାଲ ହେଲା ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଅଞ୍ଚଳରୁ ସୁଦୂର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାକୁ ଦାଦନ ଖଟିବାକୁ ଯାଇ ଲକ୍‌ଡାଉନ୍ ଯୋଗୁଁ ୧୮ ଜଣ ଶ୍ରମିକ ଏକାଠି ଫଶି ରହିଛନ୍ତି । ସୋମନଙ୍କୁ ସହାୟତା ଓ ଉଦ୍ଧାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କୁ
Read More...

ଏଣିକି ୧୦୦୦ ବ୍ଲଡ ଟେଷ୍ଟିଂ ହେବ

ଭୁବନେଶ୍ୱର: ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଚ୍ଚସ୍ତରୀୟ ମନ୍ତ୍ରିମଣ୍ଡଳମାନଙ୍କର କୋଭିଡ୍‌-୧୯ ସମ୍ପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଲୋଚନା ସମୟରେ ଦିନକୁ ୧୦୦୦ ବ୍ଲଡ ଟେଷ୍ଟିଂ କରିବା ପାଇଁ ଆଲୋଚନା ହୋଇଥିଲା ଏବଂ ଏଥିରେ ଆସନ୍ତା ୧୨ ତାରିଖରେ ବ୍ରହ୍ମପୁର
Read More...

ସୋହେବ ମତ ଉପରେ ଜବାବ ଦେଲେ କପିଲ୍‌: କହିଲେ ଏପରି କଥା

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ନିମନ୍ତେ ପାକିସ୍ତାନର ଦ୍ରୁତ ବୋଲର ଦେଇଥିବା ପ୍ରସ୍ତାବକୁ ଭାରତୀୟ ପୂର୍ବତନ ଅଧିନାୟକ କପିଲ୍ ଦେବ ସମାଲୋଚନା କରିଛନ୍ତି । ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି ଯେ, ଭାରତର ଟଙ୍କା ଆବଶ୍ୟକ୍ ନାହିଁ କି ବର୍ତ୍ତମାନ ଭଳି ପରିସ୍ଥିତିରେ
Read More...

ଲକଡାଉନ ଭାଙ୍ଗିଦେଲା ବର୍ଷ ବର୍ଷର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପଂରପରା

ବୌଦ୍ଧ : ଆମ ଦେଶର ମହାନ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରଂପରାକୁ ଚଳିତ ବର୍ଷ ଭାଙ୍ଗିଦେଲା ମହାମାରୀ କରୋନା । ଚୈତ୍ର ମାସରେ ଆରମ୍ଭ ହେଉଥିବା ଦଣ୍ଡଯାତ୍ରା ଓ ଶ୍ରୀରାମଲୀଳା ଆମ ପଶ୍ଚିମ ଓଡିଶାର ଏକ ପ୍ରାଚୀନ ସଂସ୍କୃତିର ବାର୍ତ୍ତା ବହନ କରିଥାଏ । ଦଳବଦ୍ଧ ହୋଇ ଗାଁଗାଁରେ ଚୈତ୍ର ଶୁକ୍ଳପକ୍ଷ
Read More...

ପ୍ରଥମ ଥର ପାଇଁ କରୋନା ପ୍ରସଂଗ ଉପରେ ଜାତିସଂଘ ବୈଠକ

ନ୍ୟୁୟର୍କ :ପ୍ରଥମ ଥର ପାଇଁ କରୋନା ପ୍ରସଂଗ ଉପରେ ଜାତିସଂଘ ନିରାପତ୍ତା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ତାହା ପୁଣି ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଛି । ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡିକ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କର ମତ ଜଣାଇଥିଲେ । କରୋନା ଭାଇରସ ସଂକ୍ରମଣ ବର୍ତ୍ତମାନ ଏକ
Read More...

କ୍ରିକେଟରମାନଙ୍କର ବେତନ କଟିବ

ଲଣ୍ଡନ : ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି । ବ୍ରିଟେନ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ଦେଶରେ ପ୍ରତିଦିନ ଶହଶହ ଲୋକ ସଂକ୍ରମିତ ହେଉଥିବା ବେଳେ ମୃତ୍ୟୁମୁଖରେ ମଧ୍ୟ ପଡୁଛନ୍ତି । ପରିସ୍ଥିତିର ମୁକାବିଲା ପାଇଁ ବିପୁଳ ଅର୍ଥର ଆବଶ୍ୟକତା
Read More...

ଢେଙ୍କାନାଳରେ କରୋନା ଆକ୍ରାନ୍ତ ଚିହ୍ନଟ : ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଲେ ନିଜାମୁ୍‌ଦ୍ଦିନ ଫେରନ୍ତା

ନିଜାମୁଦିନ ଫେରନ୍ତା ବ୍ୟକ୍ତି ଏବେ ଢେ଼ଙ୍କାନାଳ ଜିଲ୍ଲା ମୁଣ୍ଡ ବିନ୍ଧା ର କାରଣ ପାଳିଟିଛି।ଗତ ଏପ୍ରିଲ 3 ତାରିଖ ରେ ମିନା ବଜାରର ବସ୍ତିର 15 ଜଣ ଙ୍କୁ ଜିଲା ପ୍ରଶାସନ ନିଜାମୁଦିନ ଫେରନ୍ତା ବ୍ୟକ୍ତି ଙ୍କ ସଂସ୍ପର୍ଶ ରେ ଆସିଥିଲେ।ପରେ ଜିଲା ପ୍ରଶାସନ ଜାଣିବା ପରେ 15 ଜଣ ଙ୍କୁ
Read More...

ଆଜିର ଦିନରେ ୨୫ ବର୍ଷ ତଳେ ସଚିନଙ୍କ ରେକର୍ଡ଼

ନୂଆଦିଲ୍ଲୀ : ଉଭୟ ଦିନିକିଆ ଓ ଟେଷ୍ଟରେ ନିଜ ନାମରେ ସର୍ବାଗ୍ରେ ରେକର୍ଡ଼ ସ୍ଥାପନ କରିଥିବା ଭାରତୀୟ ପୂର୍ବତନ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ଆଜିର ଦିନରେ ଯେଉଁ ରେକର୍ଡ଼ କରିଥିଲେ ତାହା ଜାଣିଲେ ଆଶ୍ୱର୍ଯ୍ୟାନ୍ୱିତ ହେବେ । ଆଜକୁ ୨୫ ବର୍ଷ ତଳେ ସଚିନ୍ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା
Read More...

ବୌଦ୍ଧ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପୋଲିସ କର୍ମଚାରୀଙ୍କୁ ଛତା ବଣ୍ଟନ

ବୌଦ୍ଧ : ଲକଡାଉନ ସମୟରେ ପୁଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଖରାରେ ବହୁ ସମୟ ଧରି ଡ୍ୟୁଟି କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପୁଲିସ କର୍ମଚାରୀଙ୍କୁ ଛତା ବଣ୍ଟନ କରାଯାଇଛି ।ଷ୍ଟେଟବ୍ୟାଙ୍କର ଏଜିଏମ୍ ବିକ୍ରମ କେଶରୀ ମାନ୍ଧ୍ୟାତାଙ୍କ
Read More...

ଲକଡାଉନ୍ ଉପରେ ମତ ରଖିଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ:କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । ଲକଡାଉନ୍ ଅବଧି ବଢିବ କି ନାହିଁ ତାକୁ ନେଇ ସମଗ୍ର ଦେଶରେ କଳ୍ପନା ଜଳ୍ପନା ଜାରି ରହିଛି । ଏହି ତାଲାବନ୍ଦୀକୁ ଆଗକୁ
Read More...