ହାତୀ ଆକ୍ରମଣରେ ୨ବାଳିକା ମୃତ, ଜଣେ ବୃଦ୍ଧ ଗୁରୁତର
ସମ୍ବଲପୁର : ସ୍ଥାନୀୟ ଯୁଯୁମୁରା ବ୍ଲକରେ ବାରମ୍ବାର ହାତୀ ଆକ୍ରମଣ ରୁ ଗାଁ ଲୋକେ ଅତ୍ୟନ୍ତ ଭୟଭୀତ । ସ୍ଥାନୀୟ କେଶାପାଲି(କୋଲପାଲି) ଓ ନୂଆଁବରଙ୍ଗାମାଲ ଗ୍ରାମରେ ଗତକାଲି ହାତୀ ଆକ୍ରମଣ ରେ ୨ ମୃତ ବାଳିକା ଓ ଜଣେ ବୃଦ୍ଧଙ୍କୁ ଗୁରୁତର ଆହତ ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଗଲା ।!-->…
Read More...
Read More...