ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ
ଗଣିଆ: ଗଣିଆ ବ୍ଲକ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗୋମୁଁହା କୁମ୍ଭୀରଟି ପତୁରିଆ ଗ୍ରାମ ସର ନାଳରେ ମହାନଦୀରେ ବନ୍ୟା ସମୟରେ ଚାଲିଆସିଥିବା ଜଣାପଡିଛି । ଗତ ଶନିବାର ଦିନ ଗ୍ରାମର ଦାଶରଥି ନୟାକଙ୍କ ଗୋଟିଏ ଛେଳିକୁ ଖାଇଦେଇଥିବା ଜଣାପଡିଛି ।!-->…
Read More...
Read More...