ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓ

ଭୁବନେଶ୍ଵର: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତକୁ ନେଇ ସକ୍ରିୟ ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚ ଟିମ୍। ଏକ ବଡ ପଦକ୍ଷେପ କ୍ରମେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି। ବରଗଡର ଏସପିଙ୍କୁ ଝାରସୁଗୁଡା ଏସପି ଭାବେ ଅବସ୍ଥାପିତ
Read More...

ରାଇପଦା ନିକଟରେ କାର-ସ୍କୁଟି ମୁହାମୁହିଁ ଧକ୍କା, ୨ ଗୁରୁତର

ଘୁ.ଉଦୟଗିରି: ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟିକା ସମୟରେ ବାଲିଗୁଡ଼ା ଅଭିମୁଖେ ଯାଉଥିବା ଓଡ଼ି ୧୨ ଏ ୩୩୪୪ ମାରୁତି ସୁଜୁକି କାର ସହ କଳିଙ୍ଗା ଅଭିମୁଖେ ଯାଉଥିବା ଓଡ଼ି ୦୭ଏଜି ୫୦୨୦ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ସ୍କୁଟି ଚାଳକ କନିୟା ମଲ୍ଲିକ, ପିତା ଲଡ଼ୁ ନାଥ
Read More...

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଦୁଗୁଡ଼ି ପାରି ଗ୍ରାମର ଜଣେ ନାବାଳିକା କଳିଙ୍ଗା ଶିବମନ୍ଦିର ନିକଟରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଯିବା ପରେ ନିଜ ଓଢେ଼ାଣି ବେକରେ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
Read More...

ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଉଦଯାପିତ

ଭିଏସସନଗର "ମା ଗୋଜବାୟାଣୀ କ୍ରିକେଟ୍ କ୍ଲବ" ତତଫରୁ ତିନିଦିନ ବ୍ୟାପୀ ଚାଲିଥିବା ମଙ୍ଗଳ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ ଦେଵୀ ରଞ୍ଜନ ତ୍ରିପାଠୀ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ
Read More...

ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପୁରୀ: ପୁରୀ ଜିଲ୍ଲା ସ୍କୁଲ୍‌ ପରିସରରେ ଆଜି ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାବତୀ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀମତୀ ବେହେରା ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ୱ ଜଣେ ଦକ୍ଷ ଶିକ୍ଷୟିତ୍ରୀ ରୂପେ ପୁରୀ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ
Read More...

ନଦୀ ଗବେଷଣା ପାଇଁ ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’

ଫୁଲବାଣୀ: ନଦୀ ଗବେଷଣା ପାଇଁ ବିଶିଷ୍ଟ କଥାକାର ତଥା ଗବେଷକ ଡ. ରଞ୍ଜନ ପ୍ରଧାନଙ୍କୁ ସମ୍ମାନଜନକ ‘ତପସ୍ୟା ସୃଜନ ପୁରସ୍କାର-୨୦୨୧’ ପ୍ରଦାନ କରାଯାଇଛି । ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏକ ଗବେଷଣା ପୁସ୍ତକକୁ ଏହି ପୁରସ୍କାର ପ୍ରଦାନ
Read More...

ନାବାଳିକା ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା

ଫୁଲବାଣୀ :- ଜଣେ ନାବାଳିକା ଦୁଷ୍କର୍ମ ମାମଲାର ସାକ୍ଷ୍ୟ ପ୍ରମାଣ ସାଙ୍ଗକୁ ପୋଲିସ ରିପୋର୍ଟ ପୀଡିତା ବୟାନକୁ ଭିତ୍ତି କରି ଫୁଲବାଣୀ ପୋସ୍କୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଅଭିଯୁକ୍ତ ଫେରୀବାଲା ଉତ୍ତର ପ୍ରଦେଶ ଫରିଦାପୁର ଅଂଚଳର ବସିର ସାହାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୫
Read More...

ଶାଳୀକୁ ଅସଦାଚରଣ କରି ଜେଲ ଗଲେ ଭିଣୋଇ

ପାଟଣାଗଡ : ପାଟଣାଗଡ ଥାନା ଯୋଗିମୁଣ୍ଡା ଅଞ୍ଚଳର ଜଣେ ୨୧ ବର୍ଷିଆ ଯୁବତୀଙ୍କୁ ତାଙ୍କ ଭିଣୋଇ ଅସଦାଚରଣ କରୁଥିବା ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ କୃଷ୍ଣା ମେହେର( ୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ହରଭଙ୍ଗା ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଶିଷ୍ଟ ସଂଗୀତକାରଙ୍କୁ ସମ୍ମାନିତ

ହରଭଙ୍ଗା ,୨୯/୧:- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଚତୁର୍ଥ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମା ରୁଦ୍ରକାଳୀଙ୍କୁ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚତୁର୍ଥ ସନ୍ଧ୍ୟା ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ହରଭଙ୍ଗା ବ୍ଲକ ସରପଞ୍ଚ ସଭାପତି ତଥା
Read More...

ଯୁବ ରେଡକ୍ରସ ପକ୍ଷରୁ ବିଶ୍ୱ କୁଷ୍ଠ ନିରାକରଣ ଦିବସ

ବୌଦ୍ଧ,୩୦/୧:- ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ତରଫରୁ ଆଜି ବିଶ୍ୱ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠାଶ୍ରମରେ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସଙ୍କ ନେତୃତ୍ୱରେ ରେଡକ୍ରସ ସ୍ୱେଚ୍ଛାସେବୀ
Read More...