ଟ୍ରେନ୍ ଧକ୍କାରେ ଯୁବକ ମୃତ
ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ରେଲୱେ କ୍ରସିଂରେ ଟ୍ରେନ ଧକ୍କାରେ ଲୋଇସିଂହାର ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ରଙ୍କ ମଝିଆଁ ପୁଅ ଅବିନାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଆଜି ଭୋରରୁ ଅବିନାଶ ମର୍ନିଂ ୱାକରେ ବାହାରିଥିଲେ । ରେଲୱେ ଲାଇନ ପାର କରୁଥିବା ବେଳେ ହଠାତ ପଛ ପଟରୁ ଟ୍ରେନ!-->…
Read More...
Read More...