Yearly Archives

2019

ମାଙ୍କଡର ଆତଙ୍କ

ମୁମ୍ବାଇ : ଗତ ଦୁଇ ମାସ ଧରି ମୁମ୍ବାଇର ଏକ ବଡ ଅଂଚଳରେ ଘୋର ଆତଙ୍କରାଜ ଲାଗି ରହିଥିଲା । ତେବେ ଏହା କୌଣସି ନକ୍ସଲ କିମ୍ବା ଆତଙ୍କବାଦୀଙ୍କ ପାଇଁ ନୁହେଁ ବରଂ ଏକ ମାଙ୍କଡ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ନିକଟରେ ଏହାର ଅବସାନ ଘଟିଛି । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି…
Read More...

ଟେଷ୍ଟ ଛକ୍କାରେ ସଚିନଙ୍କ ରେକର୍ଡ଼ର ସମକକ୍ଷ ହେଲେ ଟିମ୍ ସୌଦୀ

ଗାଲେ,୧୬/୮: ଟେଷ୍ଟ କ୍ରିକେଟରେ ଛକ୍କାରେ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟିମ୍ ସୌଦୀ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ଼ର ସମକକ୍ଷ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିବସରେ ସେ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଏହି…
Read More...

ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଫୋକସରେ ବୌଦ୍ଧ

ବୌଦ୍ଧ : ଚର୍ଚ୍ଚାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । କନ୍ଧମାଳର ସାଂସଦଙ୍କୁ ପାର୍ଲାମେଣ୍ଟରେ ଏଭଳିଭାବେ ଦୃଢ ଉପସ୍ଥାପନା କରିବା ସଂସଦୀୟ ନିର୍ବାଚନ ମଣ୍ଡଳୀର ଲୋକେ ଦେଖିନଥିଲେ । ସେହିପରି ଦେଖିନଥିଲେ ପ୍ରାତଃ ଭ୍ରମଣରେ ପାଦରେ ଚାଲିଚାଲି ଯାଉଥିବା ତାଙ୍କ ସାଂସଦଙ୍କୁ ଯିଏକି…
Read More...

କିଆକଟା ଅଞ୍ଚଳରେ ବନ୍ୟାଞ୍ଚଳ ବୁଲି ଦେଖିଲେ ଆଠମଲ୍ଲିକ ବିଧାୟକ

ଆଠମଲ୍ଲିକ : ଲଘୁଚାପ ପ୍ରଭାବରେ ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ପରିସ୍ଥିତି ମହାନଦୀରେ ଦେଖାଦେଇଛି । ଆଠମଲ୍ଲିକ ବ୍ଲକ ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରି ଜନଜୀବନ ନଷ୍ଟ କରିଛି । ଫଳସ୍ୱରୂପ କିଆକଟା ପଞ୍ଚାୟତ ଅନ୍ତର୍ଗତ ହଲେଇ ଗ୍ରାମରେ…
Read More...

ବୁରଘାଟ ଶୈବପୀଠରେ କାଦପଡା ବୋଲବମ୍ କମିଟି ଦ୍ୱାରା ଜଳାଭିଷେକ

ଆଠମଲ୍ଲିକ : ଗତକାଲି ଥିଲା ପୂଣ୍ୟମାସ ଶ୍ରାବଣର ଶେଷ ସୋମବାର । ଏଇଥି ପାଇଁ ବାସୁଦେବପୁର ପଞ୍ଚାୟତ ଅନ୍ତର୍ଗତ ବୁରୁଘାଟ ଶୈବପୀଠ ଚଳଚଞ୍ଚଳ ହୋଇଉଠିଥିଲା । ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ମଧ୍ୟ କିଆକଟା ପଞ୍ଚାୟତ ଅନ୍ତର୍ଗତ କାଦପଡା ଗ୍ରାମର ବୋଲବମ୍ କମିଟି ଦ୍ୱାରା ବୁରଘାଟ ଶୈବପୀଠରେ ଜଳାଭିଷେକ…
Read More...

ଖୁବଶୀଘ୍ର ବାହାହେବେ ପୁନିଆ ଓ ସଙ୍ଗୀତା

ନୂଆଦିଲ୍ଲୀ: ଗୀତା ଫୋଗତ ଓ ପୱନ କୁମାର, ସାକ୍ଷୀ ମଲ୍ଳିକ ଓ ସତ୍ୟବର୍ତ୍ତ କାର୍ଡ଼ିଆନ୍ ଏବଂ ବିନେଶ୍ ଫୋଗତ ଓ ସୋମବୀର ରଥି ଏମାନେ ସମସ୍ତେ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଲେଣି । ଏହି ବିବାହ କ୍ଲବରେ ଖୁବ୍ଶୀଘ୍ର ଆଉ ଏକ ଯୋଡ଼ି ସାମିଲ୍ ହେବାକୁ ଯାଉଛନ୍ତି । ସେମାନେ ହେଲେ ଭାରୋତ୍ତଳକ…
Read More...

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ: ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ…
Read More...

ଝଟକା ଖାଇ ପାକିସ୍ତାନ ବ୍ୟତିବ୍ୟସ୍ତ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ପଦକ୍ଷେପ ପାକିସ୍ତାନକୁ ଏଭଳି ଶକ୍ତ ଝଟ୍କା ଦେଇଛି, ଯେଉଁଥିରେ ଏହି ପଡୋଶୀ ଦେଶ ଭୀଷଣ ଭାବରେ ବିବ୍ରତ ଓ ବାଉଳାଚାଉଳା ହୋଇପଡ଼ିଛି । ରାଗରେ ରକ୍ତ ଚାଉଳ ଚୋବାଇଲା ଭଳି ଅବସ୍ଥା ଏହାର ହୋଇଛି । ମାନସିକ ଭାରସାମ୍ୟ ହରାଇ ପାକିସ୍ତାନ…
Read More...

ମଙ୍ଗଳବାରରେ ହନୁମାନଙ୍କୁ ପୂଜା କରନ୍ତୁ

ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ । ଏହି ଦିନ କେତେକ ଲୋକ ବ୍ରତ ମଧ୍ୟ କରିଥାନ୍ତି । ମଙ୍ଗଳବାର ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ବିଭିନ୍ନ ପୂଜା ମଧ୍ୟ କରାଯାଇଥାଏ । କୁହାଯାଏ କି ଏହି ପୂଜା ଦ୍ୱାରା ଜମି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରେ ଏବଂ ଆପଣଙ୍କ ଉପରେ ପ୍ରଭୂ…
Read More...

ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ…
Read More...