Yearly Archives

2019

ନୂଆ ଅଧିନାୟକ ସନ୍ଧାନରେ ପଞ୍ଜାବ : ହଟିବେ ଅଶ୍ୱିନ

ନୂଆଦିଲ୍ଲୀ: ଅପ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ କ୍ୟାରିୟର ଆହୁରି ଅଧିକ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଦେଖାଦେଇଛି । ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ଅଶ୍ୱିନ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଛନ୍ତି । ତେବେ ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି…
Read More...

ସୁପ୍ରିମକୋର୍ଟରେ ଚିଦାମ୍ବରମ୍ ନିରାଶ : ଜାରିହେଲା ଲୁକଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ହାଇକୋର୍ଟରେ ନିରାଶ ହେବା ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ସୁପ୍ରିମ୍କୋର୍ଟରେ ମଧ୍ୟ ନିରାଶ ହୋଇଛନ୍ତି । ଆଗୁଆ ଜାମିନ୍ ପାଇଁ ସେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ତତ୍କାଳ ଜାମିନ୍ ମଂଜୁର ପାଇଁ କୋର୍ଟ ମନା କରିଦେଇଛନ୍ତି । ଫଳରେ ତାଙ୍କର…
Read More...

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଗୋଟିଏ ଦୁଇଟି ସ୍ଥାନରେ ୫୦ ମି.ିମି. ଅଧିକ ପରିମାଣରେ ବର୍ଷା ହୋଇଥିବା ବେଳେ…
Read More...

ଫିଲ୍ଡିଂ କୋଚ୍ ପଦ ବଜାୟ ରଖିବେ ଶ୍ରୀଧର

ମୁମ୍ବାଇ: ଭାରତୀୟ କ୍ରିକେଟର ଫିଲ୍ଡିଂ, ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ସାକ୍ଷାତକାର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଯାଇଛି । ବ୍ୟାଟିଂ ଓ ବୋଲିଂ କୋଚ୍ ପଦ ଲାଗି ୧୮ଟି ଆବେଦନପତ୍ରକୁ ଗ୍ରହଣ କରାଯାଇ ସାକ୍ଷାତକାର କରାଯାଇଥିଲା । ସେହିପରି, ଫିଲ୍ଡିଂ କୋଚ୍ ପଦ ଲାଗି ଆବେଦନ କରିଥିବା…
Read More...

ଚନ୍ଦ୍ର କକ୍ଷପଥରେ “ଚନ୍ଦ୍ରଯାନ-୨’

ଶ୍ରୀହରିକୋଟା : ଚନ୍ଦ୍ର ଅଭିଯାନରେ ଚନ୍ଦ୍ରଯାନ-୨ ଆଉ ପାଦେ ଆଗକୁ ବଢ଼ିଛି । ଆଜି ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ସଫଳତାର ସହ କକ୍ଷପଥରେ ପ୍ରବେଶ କରିବା ମଧ୍ୟ ଆଉ ଏକ ସଫଳତା ବୋଲି ଇସ୍ରୋର ମୁଖ୍ୟ କେ ଶିବନ ଗଣମାଧ୍ୟମକୁ କହିଛନ୍ତି । ଆଜି ସେ ଏହି ସୂଚନା ଦେଇ କହିଛନ୍ତି ଯେ,…
Read More...

ଏମସିସି ଆଜୀବନ ସଦସ୍ୟ ହେବା ମୋ ପାଇଁ ଗୌରବର କଥା: ଜନସନ୍

ଲଣ୍ଡନ:ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଜନ୍ସନ୍ଙ୍କୁ ମେଲବର୍ଣ୍ଣ୍ କ୍ରିକେଟ୍ କ୍ଲବ (ଏମ୍ସିସି)ର ଆଜୀବନ ସଦସ୍ୟ ଭାବେ ନିର୍ବାଚିତ କରଯାଇଛି । ଏନେଇ ଏମ୍ସିସି ପକ୍ଷରୁ ଚଳିତ ଆଶେସ୍ ସିରିଜର ଦ୍ୱିତୀୟ ଟେଷ୍ଟ ଶେଷ ହେବା ପରେ ଏହା ଘୋଷଣା କରାଯାଇଛି । ଏମ୍ସିସି ପକ୍ଷରୁ ଏସମ୍ପର୍କରେ…
Read More...

୩୩୩୮କୋଟି ଟଙ୍କାର ଫନି ସହାୟତା ଦେଲା କେନ୍ଦ୍ର ସରକାର

ଭୁବନେଶ୍ୱର : ରାଜ୍ୟକୁ କେନ୍ଦ୍ର ସରକାର ଆଜି ଫନି ସହାୟତା ବାବଦରେ ୩୩୩୮.୨୨କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଫନି ପରିବର୍ତ୍ତୀ ଥଇଥାନ ପାଇଁ କେନ୍ଦ୍ର ସରକାର ଏହି ଟଙ୍କା ଘୋଷଣା କରିଥିବା ବେଳେ ପୂର୍ବରୁ ଅଗ୍ରୀମ ଭାବରେ ୩୪୦କୋଟି ଟଙ୍କା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ…
Read More...

ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲା ରାଜ୍ୟ ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଆଲୋଚନା କରିଛି । ବିଗତ ଦିନରେ ରାଜ୍ୟରେ ଶାସକ ବିଜେଡି ଅର୍ଥବଳ…
Read More...

କିଟ୍‍ ଓ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ଓ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ସ୍କୁଲ୍‍ ଅଫ୍‍ ଆର୍କିଟେକ୍ଟ ଏବଂ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ…
Read More...

ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ନେତାଙ୍କୁ ବିଭିନ୍ନ ପଦପଦବୀ ବଣ୍ଟନ କରିଛନ୍ତି । ଏହି କ୍ରମରେ ସେ ଉକ୍ରଳ ପ୍ରସଂଗ ଓ ଓଡିଶା ରିଭ୍ୟୁର ସଂପାଦକ ଭାବେ ଲେଲିନ ମହାନ୍ତିଙ୍କୁ ନିଯୁକ୍ତି ଦେଇଥିବା ବେଳେ ସୁଜିତ କୁମାର ଉପଦେଷ୍ଟା, ସ୍ୱତନ୍ତ୍ର ଉନ୍ନୟନ…
Read More...