ଦେବଦୂତ ସାଜିଲେ ଓମ୍ ପ୍ରକାଶ : ଡାକ୍ତରଖାନାରେ ଭର୍ତ୍ତି ହେଲେ ଅସୁସ୍ଥ ସନାତନ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତର ଖମାର ଗ୍ରାମରୁ ଦାଦନ ଖଟିବାକୁ ଯାଇ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ସନାତନ ମଲ୍ଲିକକୁ କୋଏମ୍ବାଟୁର ଜିଲ୍ଲା ପ୍ରଶାସନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୁଇ ଦିନ ତଳେ ସନାତନ ଗୁରୁତର ଅସୁସ୍ଥ ଥିବା ନେଉ ସାଙ୍ଗରେ!-->…
Read More...
Read More...