Monthly Archives

April 2020

ଲକଡାଉନ ଅବଧି ବଢାଇବା ନିଷ୍ପତ୍ତି ହୋଇନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ରୋଗୀଙ୍କ ସଂଖ୍ୟା ୪ହଜାର ୪ଶହ ୨୧ ଅତିକ୍ରମ କରିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୧୧୪ ଟପିଛି । ରୋଗୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଲକଡାଉନ ଅବଧି ବଢାଇବା ପାଇଁ
Read More...

ସମ୍ଭର ଉଦ୍ଧାର

ସମ୍ବଲପୁର : ଆଜି ସ୍ଥାନୀୟ ଧମା ଥାନା ଓ ଧମା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖୀଣ୍ଡା ଗାଁ ର ପୋଖରୀରେ ଆଶ୍ରୟ ନେଇଥିବା ଗୋଟିଏ ବୟସ୍କ ସମ୍ଭରକୁ ଉଦ୍ଧାର କରାଯାଇଛି । କିଛି ଲୋକେ ଶିକାର କରିବା ଅପଚେଷ୍ଟା ରେ ତାହାକୁ ଆହତ କରି ପକାଇଥିଲେ । ଖବର ପାଇ ରେଞ୍ଜ ଅଧିକାରୀ ରଶ୍ମିରଞ୍ଜନ ବେହେରା କିଛି
Read More...

ପୁରୁଣା ବଜାର କିଓସ୍କୋ ବ୍ୟାଙ୍କରେ ସାମାଜିକ ଦୂରତ୍ୱ କୁ ଅଣଦେଖା

ଭଦ୍ରକ : ପ୍ରଧାନମନ୍ତ୍ରୀ ଙ୍କ ଜନଧନ ଯୋଜନାରେ ମହିଳା ହିତାଧିକାରୀଙ୍କ ଖାତାକୁ ସ୍ୱତନ୍ତ୍ର ଭାବେ ଆସିଛି ୫୦୦ ଟଙ୍କା l ସ ଟ ଡାଉନ ର ୨୪ ଘଣ୍ଟା ପରେ ଆଜି ୨୬ନଂ ୱାର୍ଡ ପୁରୁଣା ବଜାର ମାଛ ମାର୍କେଟ ପାଖ ଚେତନା ପୀଠରେ ଥିବା କିଓସ୍କୋ ବ୍ୟାଙ୍କ ରେ ଗହଳି ସୃଷ୍ଟି ହୋଇ ସାମାଜିକ ଦୁରତାକୁ
Read More...

ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ବ୍ୟବସାୟୀମାନେ ବିକ୍ରି କରିବା
Read More...

ଅସହାୟଙ୍କୁ ଖାଦ୍ୟ ବାଣ୍ଟିବେ ଟେନିସ ଖେଳାଳି

ସିଡନୀ: କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶରେ ଲକଡାଉନ ଲାଗୁ କରାଯାଇଛି । ବହୁ ଗରିବ ଓ ଅସହାୟ ଲୋକମାନେ ଜୀବିକା ହରାଇ ଘରେ ବସିଛନ୍ତି । ରୋଜଗାର ନଥିବାରୁ ସେମାନେ ଖାଦ୍ୟ ପାଇପାରୁନାହାନ୍ତି । ଏଭଳି ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁ ଖେଳାଳି ଓ କ୍ରୀଡାକ୍ଲବ ଆଗେଇ
Read More...

ବିନା ଦର୍ଶକରେ ଆଇପିଏଲ ଖେଳାଯାଉ : ହରଭଜନ

ଅମୃତସର : ଆଇପିଏଲକୁ ନେଇ କ୍ରିକେଟର ହରଭଜନ ସିଂ ପ୍ରବଳ ବ୍ୟସ୍ତ ହୋଇପଡିଛନ୍ତି । ସେ ଦୀର୍ଘଦିନ ଧରି ପଡିଆ ବାହାରେ ଅଛନ୍ତି । ଖେଳିବା ପାଇଁ ବ୍ୟାକୁଳ ହୋଇଉଠିଲେଣି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଆଇପିଏଲକୁ ବନ୍ଦ କରାନଯାଉ । ଆଇପିଏଲ ଯେମିତି ହେଉଥିଲା ସେହିଭଳି ଭାବରେ ହେଉ ।
Read More...

ଲକଡାଉନରେ ପୁଅ ସହ ଚେସ୍ ଖେଳୁଛନ୍ତି ହ୍ରିତିକ୍

ମୁମ୍ବାଇ : ଲକଡାଉନ ଯୋଗୁଁ ବର୍ତ୍ତମାନ ସମସ୍ତେ ନିଜ ଘରେ ଭିତରେ ଆବୋଧ । ତେଣୁ ଏହି ସମୟକୁ ଲୋକମାନେ ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବେ ଲକଡାଉନ ସମୟରେ ତାଙ୍କର ଅତିପ୍ରିୟ ଖେଳ ଚେସ୍ ଖେଳୁଛନ୍ତି । ନିଜ ପୁଅ ସହ ସେ ଭିନ୍ନ ଭିନ୍ନ ସମୟରେ
Read More...

ବିଭିନ୍ନ ଦେଶକୁ ପାରାସିଟାମଲ ପଠାଇବ ଭାରତ : କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାର କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶକୁ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ଔଷଧ ଯୋଗାଇ ଦେବ । ଏହି ଔଷଧ ଗୁଡିକ ମଧ୍ୟରେ ପାରାସିଟାମଲ ଓ
Read More...

ହ୍ୱାଟସ୍‌ଆପ୍‌ରେ ଲାଗିଲା ନୂଆ ନିୟମ

କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ହ୍ୱାଟସ୍‌ଆପ୍ ଜରିଆରେ କେତେକ ଖଳ ପ୍ରକୃତିର ଲୋକ ମିଥ୍ୟା ଖବର, ଗୁଜବ ଆଦି ବିଭିନ୍ନ ଆଡକୁ ପ୍ରସାରିତ କରି ଭ୍ରମ ସୃଷ୍ଟି କରୁଛନ୍ତି । ଏହାକୁ ନଜରରେ ରଖି ହ୍ୱାଟସ ଆପ୍‌ର ପୂର୍ବ ନିୟମକୁ ଭଙ୍ଗ କରି ନୂତନ ନିୟମ ପ୍ରଣୟନ କରିଛି
Read More...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ :କୋଭିଡ୍‌-୧୯ ଭାଇରସ୍‌ ମୁକାବିଲା ନେଇ ସରକାରଙ୍କ ସମସ୍ତ ପ୍ରୟାସକୁ ସମର୍ଥନ ଦେବବୋଲି ପୂର୍ବରୁ କଂଗ୍ରେସ କହି ସାରିଛି । ଏମିତିରେ ସୋମବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କଦ୍ୱାରା କରୋନା ମହାମାରୀକୁ ନେଇ ଗତ ଦିନରେ ବିରୋଧୀ ଦଳ ନେତାଙ୍କ ସହ
Read More...