Monthly Archives

April 2020

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । କେବଳ ଗତକାଲି ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ବର୍ଷିୟ ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ଜଣାପଡିଛି । ସେ ଦୁବାଇରୁ
Read More...

କରୋନା ପାଇଁ ଅଙ୍ଗୁଠିରୁ ମୁଦି କାଢିଦେଲେ ବଲିଉଡ ସେଲିବ୍ରେଟି

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସାରା ବିଶ୍ୱରେ ପରିସ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଉଛି । ସାନିଟାଇଜର ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଥିଲେ । ଲୋକମାନଙ୍କ ଉପରେ ତାହାର ଗଭୀର ପ୍ରଭାବ ପଡିଛି । ଲୋକମାନେ ପ୍ରତିଦିନ
Read More...

ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକ : ବର୍ଷେ ପର୍ଯ୍ୟନ୍ତ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବନେଟ ବୈଠକରେ କରୋନା ପରିସ୍ଥିତି ଦୃଷ୍ଟିରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ,
Read More...

ନକଲି ମଦ କାରଖାନାରେ ଚଢାଉ : ବିଦେଶୀ ମଦ ସହ ଲକ୍ଷାଧିକ ଟଙ୍କା ଜବତ, ୨ ଗିରଫ

ବରଗଡ: କରୋନା ଭାଇରସର ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକଡାଉନ୍ ଜାରି ରହିଛି । ଏହି ଲକଡାଉନ ସମୟରେ କେତେକ ଅସାଧୁ ବେପାରୀ ମୁନାଫା ଉଠାଇବା ଲକ୍ଷ୍ୟରେ ବେଆଇନ କାରବାର ଚଳାଇଛନ୍ତି । ଲକଡାଉନ ସମୟରେ ମଦ ଦୋକାନ ସବୁ ବନ୍ଦ ରହିଛି । ତେଣୁ ବେପାରୀମାନେ ଚୋରାରେ ମଦ ବିକ୍ରୀ କରିବା
Read More...

ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷ ଦାନ କରିବେ ଗମ୍ଭୀର

ନୂଆଦିଲ୍ଲୀ : ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କରିଥିବା ବେଳେ ଆଜି ପୁଣି ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଦିଲ୍ଲୀ ସରକାର ଏହି ସହାୟତା
Read More...

କରୋନା ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ପାଇଁ ରେସଲର ସୁଶିଲ କୁମାର ପ୍ରସ୍ତୁତିରେ ବ୍ୟସ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ଭୟାବହ ପରିସ୍ଥିତି ସତ୍ତ୍ୱେ ଭାରତୀୟ ରେସଲର ସୁଶିଲ କୁମାର ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଅଲିମ୍ପିକ୍ସ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କିନ୍ତୁ ବାତିଲ ହୋଇନାହିଁ । ଅଲିମ୍ପିକ୍ସ ପାଇଁ
Read More...

ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା ସବୁଠୁ ବଡ କର୍ତ୍ତବ୍ୟ : ଅଞ୍ଜୁମ୍‌

ନୂଆଦିଲ୍ଲୀ : ଭାରତ ମହାବିପଦରେ ସମ୍ମୁଖୀନ ହୋଇଛି । ପ୍ରତିଦିନ ଲୋକେ କରୋନା ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ପରବର୍ତ୍ତୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରତ୍ୟେକ ଖେଳାଳି ଦେଶର ଲୋକମାନଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍ । କାରଣ କରୋନାରୁ
Read More...

ଭଦ୍ରକରେ ଲକଡାଉନକୁ ମାନୁନାହାନ୍ତି ଲୋକେ ! ଏମିତି ରଖୁଛନ୍ତି ସାମାଜିକ ଦୂରତା

କୋଭିଡ -19 ର ମୁକାବିଲା ପାଇଁ ସରକାର ଭିନ୍ନ ଭିନ୍ନ ନିୟମ ପ୍ରଣୟନ କରିବା ସହ ପ୍ରତିଦିନ ସଚେତନତା କରାଯାଉଛି।ସଂକ୍ରମଣ ଉପରେ ରୋକ ଲଗେଇବାକୁ ସାମାଜିକ ଦୂରତ୍ବକୁ ପ୍ରଧାନ୍ୟ ଦେଇ ଲକଡାଉନ ପରେ ସଟଡାଉନ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ କିଛି ସମୟ
Read More...

୨୦ ନିୟୁତ ମାସ୍କ ବାଣ୍ଟିବ “ଆପଲ୍‌’

ନ୍ୟୁୟର୍କ: ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଚାହିଦା ଅନୁସାରେ ମାସ୍କ ଯୋଗାଇ ଦିଆଯିବା ସମ୍ଭବ ହେଉନାହିଁ । ଏଥିପାଇଁ ବିଭିନ୍ନ ଦେଶର ସରକାର ବଡବଡ କଂପନୀ
Read More...

ଗୋଟିଏ ହସ୍ପିଟାଲରେ ୨୬ନର୍ସ ଓ ଏକାଧିକ ଡାକ୍ତର କରୋନା ଆକ୍ରାନ୍ତ

ମୁମ୍ବାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତରଖାନାଗୁଡିକରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହାର ଉଦାହରଣ ଗତ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଛି । ମୁମ୍ବାଇରେ ଥିବା କେବଳ ଗୋଟିଏ ହସ୍ପିଟାଲରେ ୨୬ଜଣ ନର୍ସ ଓ ଏକାଧିକ
Read More...