Monthly Archives

September 2020

ବାଉଁଶୁଣି ପି.ଏଚ.ସି.ରେ କୋଭିଡ ପରୀକ୍ଷା ପାଇଁ ଦାବୀ

ବୌଦ୍ଧ /ବାଉଁଶୁଣୀ,୩୦/୯ - ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା ସୁବିଧା ଯୋଗାଇବା ପାଇଁ ଜନସାଧାରଣରେ ଦାବୀ ହେଉଛି । ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବୌଦ୍ଧବ୍ଲକର ବାଉଁଶୁଣି, ରକସା, ଖଲିଆପାଲି, ମନୁପାଲି, କସୁରବନ୍ଧ,
Read More...

ଆବାସ ଯୋଜନାରୁ ବଞ୍ଚିତ ବୃଦ୍ଧ ଦଂପତ୍ତି

କଣ୍ଟାବାଞ୍ଜି,୨୯/୯- କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆବଶ୍ୟକ ଥିବା ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବା । ଗ୍ରାମୀଣ କ୍ଷେତ୍ରରେ ଏହାକୁ କାର୍ଯ୍ୟାନୁଷ୍ଠାନ କରିବା ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ
Read More...

ଅଭାବର କରାଳ ଛାୟା ତଳେ ସୁମତିଙ୍କ ପରିବାର

ବାଲିଗୁଡା/କ.ନୂଆଗାଁ,୨୯/୯- ମଣିଷ ସମାଜ ଭିତରେ ଗରିବ ବିଧବା ମହିଳା ଏକମାତ୍ର ଅସହାୟ ଯିଏ ନିଜର ଅଧିକାର ପାଇଁ ସଂଗ୍ରାମ କରିପାରେ ନାହିଁ । ସେମାନଙ୍କ ପାଇଁ ଗ୍ରାମବାସୀ ଏବଂ ସମାଜସେବୀମାନେ ଆବଶ୍ୟକୀୟ ଉଦ୍ୟମ କରିଥାନ୍ତି । ବାସ୍ତବରେ ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା
Read More...

ଅଙ୍ଗନୱାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍‌ ଭାବେ କାମ…

ବାଲିଗୁଡା଼/କେ.ନୂଆଗାଁ,୨୯/୯: ଅଙ୍ଗନୱାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହିରୁ । ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା
Read More...

ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ସ୍ୱଛ ନୀର ଅଭିଯାନ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଉଅଛି । ୨୮ ସେପ୍ଟେମ୍ବର ୨୦୨୦ରେ "ସ୍ୱଚ୍ଛନୀର' ଅଭିଯାନ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ ଜଳ
Read More...

ସମ୍ବଲପୁରରେ ନୂଆ ୯୮ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୯/୯- ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ୯୮ ଜଣ ନୂଆ ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ଏହା ତୃତୀୟ ସପ୍ତାହ ହେଲା, ଜିଲ୍ଲାରେ ଦୈନିକ ଚିହ୍ନଟଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ୱ କିମ୍ବା ପାଖାପାଖି ରହୁଛି, ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଆଜିକାର ତାଜା ସ୍ଥିତି
Read More...

ବୌଦ୍ଧ: କୋଭିଡ ହସପିଟାଲରେ ଆଉ ଜଣଙ୍କ ମୃତ୍ୟୁ

ବୌଦ୍ଧ,୨୯/୯ - ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ବ୍ଲକ୍‌ ବଘିଆପଡା ଗ୍ରାମ ପଂଚାୟତ ଅଂଚଳର ଓ ତାଙ୍କର ବୟସ ୬୫ ବର୍ଷ ବୋଲିଜଣାପଡିଛି । ସେ କରୋନା ପଜିଟିଭ ଚିହ୍ନଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ
Read More...

ଆଜି ଅପରାହ୍ନରୁ ହରଭଙ୍ଗା ହେବ ସଟ୍‌ ଡାଉନ୍‌

ବୌଦ୍ଧ/ହରଭଙ୍ଗା,୨୯/୯ - ଗତକାଲି ହରଭଙ୍ଗା ଗ୍ରାମରୁ ୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ହରଭଙ୍ଗା ଗ୍ରାମକୁ ସରପଞ୍ଚ ସୁମନଜୀ ଲାଲ୍‌ ଆଜି ଅପରାହ୍ନରୁ ହରଭଙ୍ଗାକୁ ସଟ୍‌ ଡାଉନ୍‌ ଘୋଷଣା କରିବାକୁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୨ ଘଣ୍ଟା ଠାରୁ ତା ୧.
Read More...

ସଙ୍କୀର୍ଣ୍ଣ ପୋଲରୁ ଖସିପଡିଲା ଟ୍ରକ, ଚାଳକ ମୃତ

ସମ୍ବଲପୁର,୨୯/୯- ପୋଲ ସଙ୍କୀର୍ଣ୍ଣ ଓ ରାସ୍ତା ବୁଲାଣିଆ ଥିବାରୁ ନିୟନ୍ତ୍ରଣ ହରାଇ ଟ୍ରକ ତଳକୁ ଖସି ପଡିଲା ଓ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛିା । ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ଗାଁ ନିକଟରେ ଘଟିଛି, ଯାହାକି ବ୍ଲକ ମୁଖ୍ୟାଳୟ
Read More...

ମୁଣ୍ଡିପଦର ଓ ମୁର୍ଷୁଣ୍ଢି ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା ଦାବି

ବୌଦ୍ଧ,୨୯/୯ - ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଂଚାୟତ ଓ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସମ୍ପୃକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଲସରଡା
Read More...