Monthly Archives

September 2020

ବୌଦ୍ଧ: ଆଜି ପୁଣି ୪୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୯/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୧ ଜଣ, ହରଭଙ୍ଗା ବ୍ଲକ୍‌ ଖଣ୍ଡହତା ଗ୍ରାମରୁ ୧ ଜଣ, ଛତ୍ରଙ୍ଗ…
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୯/୯ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବହିରା ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଂଚଳର ଗୋଟିଏ କାର୍ ଓଡି 15 ଏମ 6336 ଭୁବନେଶ୍ବରରୁ ସୋନପୁର ଅଭିମୁଖେ ଫେରୁଥିବା ବେଳେ…
Read More...

ମହୀଧର ରଣା କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୮/୯- କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ବିଧାନସଭା ବସିବାର ଅବ୍ୟବହିତ ପୂର୍ବରୁ ସମସ୍ତ ବିଧାୟକ ମାନଙ୍କ କୋଭିତ ଟେଷ୍ଟ କରାଯାଇଥିଲା | ଏ ପରିପ୍ରେକ୍ଷୀରେ…
Read More...

ସି.ଆର.ସି.ସି.ଙ୍କୁ ବହିଷ୍କାର ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାବିପତ୍ର ପ୍ରଦାନ

ବୌଦ୍ଧ,୨୮/୯ - ବୌଦ୍ଧ ବ୍ଲକ୍ ଶଗଡା କ୍ଲଷ୍ଟର ସି. ଆର. ସି. ସି.ଙ୍କ ବହିଷ୍କାର ଦାବୀ କରି ଶଗଡା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ଶଗଡା କ୍ଲଷ୍ଟର ସି.ଆର.ସି.ସି. ବିଭିନ୍ନ ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହଇରାଣ କରିବା ସହ…
Read More...

ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛ ଆହାର, ସ୍ୱଚ୍ଛ ଅଭିଯାନ ଓ ସ୍ୱଚ୍ଛ ପ୍ରସାଧନ ଅଭିଯାନ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ "ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଇଅଛି । ଏହି ଅବସରରେ ୨୪ ଓ ୨୫ ସେପ୍ଟେମ୍ବରରେ ସ୍ୱଚ୍ଛତା ଆହାର, ୨୬ ସେପ୍ଟେମ୍ବର ସ୍ୱଚ୍ଛତା ଅଭିଯାନ ଏବଂ ୨୭ ସେପ୍ଟେମ୍ବରରେ…
Read More...

ବେଦାନ୍ତର ଫ୍ଲାଗସିପ୍‌ ପ୍ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟର ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ

ଝାରସୁଗୁଡ଼ା: ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡା ଏହାର ଫ୍ଲାଗସିପ୍‌ ସ୍ଥାୟୀ ଜୀବିକା ପ୍ରକଳ୍ପ ସୁଭାଲକ୍ଷ୍ମୀ ସମବାୟ ସମିତିର ମହିଳା ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ଉପରେ ଏକ ତାଲିମ ଅଧିବେଶନ ଆରମ୍ଭ କରିଛି । ୪୦୦୦ରୁ ଉର୍ଦ୍ଧ ସଦସ୍ୟତା ଆଧାର ସହିତ,…
Read More...

ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ୨୮/୯ - ଘରୋଇ ଗ୍ରାହକ ମାନଙ୍କ ପାଇଁ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇଥିବା ପ୍ରତିବାଦରେ ଆଜି ଯୁବ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନଙ୍କ ନେତୃତ୍ବରେ କଂଗ୍ରେସ କର୍ମୀ ମାନେ ସରକାରଙ୍କ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ବୌଦ୍ଧ,୨୮/୯ - ଆଜି ସକାଳେ ଜାତୀୟ ରାଜପଥ ନମ୍ବର୍ 57 ର ନୂଆପଡ଼ା ବ୍ରିଜ ନିକଟରେ ବାଇଗଣ ବୋଝେଇ ଗୋଟିଏ ଆଇଚର୍ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବଲାଙ୍ଗୀରରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ ବାଇଗଣ ବୋଝେଇ ଟ୍ରକ ଓଡି 05 ଏଏସ…
Read More...

ସାବିତ୍ରୀ ଜେନାକୁ କେବେ ମିଳିବ ପକ୍କା ଘର

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ସକାଶେ ବିଭିନ୍ନ ଯୋଜନା ମାନ କରିଛନ୍ତି କିନ୍ତୁ ଗରିବ ଲୋକ ପାଇବା ବଦଳରେ ଧନୀଶ୍ରେଣୀ ଲୋକେ ହାତେଇ ନେଉଛନ୍ତି ସରକାରଙ୍କ ବିଭିନ୍ନ ଯୋଜନା । ଯାହା ଫଳରେ ପ୍ରକୃତ ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ…
Read More...

ଗଜପତିରେ ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୮/୯(ହୀ.ପ୍ର)- ଗଜପତିରେ ଆଜି ପୁଣି ୩୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀ ବ୍ଳକରୁ ୩ ଜଣ, ଗୁମ୍ମା ବ୍ଳକରୁ ୧୨ ଜଣ, କାଶୀ ନଗର ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ପାରଳା ପୌର ପରିଷଦରୁ ୫ଜଣ, ନୂଆଗଡ଼ ବ୍ଲକରୁ ୮…
Read More...