ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ଡେଇଁଲା
ନୂଆଦିଲ୍ଲୀ : ଭାରତରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ ୨୪,୫୦୬ ଲୋକ ଆକ୍ରାନ୍ତ ହୋଇସାରିଲେଣି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୪,୮୧୯ଜଣ ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ୭୨୩ଜଣ!-->…
Read More...
Read More...