Yearly Archives

2020

କଟକଣା ସତ୍ତ୍ୱେ ଅନେକଠାରେ ଜନଗହଳି ଅବ୍ୟାହତ

ସମ୍ବଲପୁର :କରୋନା ସ°କ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ଉପରେ ବାରମ୍ବାର ଗୁରୁତ୍ୱ ଦିଆ ଯାଉଥିଲେ ମଧ୍ୟ କିଛି ସ୍ଥାନରେ ଜନଗହଳି ହେଉଛି । ଏପରି ଦୃଷ୍ଟାନ୍ତ ବ୍ୟାଙ୍କ, ରାଶନ ଦୋକାନ ଓ ରନ୍ଧନ ଗ୍ୟାସ୍ ଏଜେନ୍ସି ସାମନାରେ ଦେଖିବାକୁ ମିଳୁଛି । ଗ୍ରାହକଙ୍କ ଉପରେ ଏତେଚାପ ରହୁଛି
Read More...

ନିରାଡମ୍ବରରେ ପାଳିତ ହେଲା ମା ହିଙ୍ଗୁଳାଙ୍କ ଶୀତୁଳା ଯାତ୍ରା

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ପ୍ରସିଦ୍ଧ ଶୀତୁଳା ଯାତ୍ରା ବୁଧବାର ଦିନ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ମା ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ମନ୍ଦିରରେ ଏହି ଯାତ୍ରା ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଉଥିବା ବେଳେ
Read More...

ଯୁବ ସମାଜସେବୀଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ : ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ…

ବାଲିଗୁଡ଼ା: ଯୁବକଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । ଲକ୍ ଡାଉନ୍ ଯୋଗୁଁ ଅନେକ ଲୋକ ନାହିଁନଥିବା ଅସୁବିଧାର
Read More...

ପୁଣି ଘଞ୍ଚ ଜଙ୍ଗଲରେ ଚଢ଼ାଉ : ମହୁଲ ପୋଚ ନଷ୍ଟ, ଜଣେ ଗିରଫ

ବାଲିଗୁଡ଼ା: ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣ ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା
Read More...

ଢେଙ୍କାନାଳ ବିଧାୟକଙ୍କ କରୋନା ପ୍ରସ୍ତୁତିର ସମୀକ୍ଷା

ଢେଙ୍କାନାଳ:ଢେଙ୍କାନାଳ ସହର ମୀନାବଜାର ଅଞ୍ଚଳରୁ ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭି ଚିହ୍ନଟ ହେବାପରେ ସହର ମଧ୍ୟରେ ଲକଡାଉନକୁ କଡାକଡି କରାଯାଇଛି । ଏହି ଲକଡାଉନ ଫଳରେ ଦିନ ମଜୁରିଆ, ଖଟିଖିଆ ଗରିବ ଲୋକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁଛନ୍ତି କି
Read More...

ଆମେରିକାରେ ଦିନକରେ ରେକର୍ଡ ମୃତ୍ୟୁ

ନ୍ୟୁୟର୍କ : ଆମେରିକାରେ ଯେତେଯାହା ପଦକ୍ଷେପ ନିଆଗଲେ ମଧ୍ୟ ସଂକ୍ରମଣର ପ୍ରଭାବ ନିୟନ୍ତ୍ରିତ ହେଉନାହିଁ । ପ୍ରତିଦିନ ଶତାଧିକ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଓ ଆତଙ୍କ ସୃଷ୍ଟିକଲା ଭଳି ଘଟଣା ଘଟିଛି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ଘଟିଛି ।
Read More...

ଲକଡାଉନ ଯୋଗୁଁ ବଲିଉଡର ୬ଶହ କୋଟି କ୍ଷତି

ମୁମ୍ବାଇ କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଲାଗୁ ହେବା ଦିନଠାରୁ ଅନ୍ୟାନ୍ୟ କ୍ଷେତ୍ରଭଳି ବଲିଉଡ ମଧ୍ୟ ପ୍ରଭାବିତ ହୋଇଛି । ଭିଡ କମାଇବା ପାଇଁ ସରକାର ସବୁ ସିନେମା ହଲଗୁଡିକ ବନ୍ଦ କରିଦେଇଛନ୍ତି । ଏହି କାରଣରୁ ବହୁ ସିନେମା ରିଲିଜ୍ ହୋଇପାରିନାହିଁ । ଏଥିଯୋଗୁଁ
Read More...

ଲକଡାଉନ୍ ସମୟରେ ପୁଲିସର ମହାନତା : ମହିଳାଙ୍କ ଶବକୁ କାନ୍ଧଦେଲେ, ଅନ୍ତିମ ସଂସ୍କାର ମଧ୍ୟ କଲେ

ଲକ୍ଷେ୍ନା÷: ବର୍ତ୍ତମାନ ଲକଡାଉନ ସମୟରେ ପୁଲିସ କର୍ମଚାରୀ ଓ ମେଡିକାଲ କର୍ମଚାରୀମାନେ ଯେଭଳି ଧୈର୍ଯ୍ୟର ସହ କାର୍ଯ୍ୟ କରୁଛନ୍ତି ତାହାକୁ ଦେଶବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଲକଡାଉନ ଯୋଗୁଁ ବହୁ ଅସହାୟ ଓ ଗରିବ ଲୋକ ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭିତରେ ଗତି କରୁଛନ୍ତି ।
Read More...

ଧୋନୀ ଜଣେ ଶ୍ରେଷ୍ଠ ଫିନିସର : ଫ୍ଲେସିସ୍‌

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ ଜଣେ ଶ୍ରେଷ୍ଠ ଫିନିସର । ସେ ମୋର ଜଣେ ଅତି ପସନ୍ଦର କ୍ରିକେଟର । ତାଙ୍କର ଖେଳିବା ଶୈଳୀ ଏବଂ ନେତୃତ୍ୱ କୌଶଳ ମୋତେ ଗଭୀର ଭାବରେ ପ୍ରଭାବିତ କରିଛି ବୋଲି ଦକ୍ଷିଣ ଆଫ୍ରିକାର ଅନ୍ୟତମ ସଫଳ କ୍ରିକେଟର ଏଫ୍‌ଡି ଫ୍ଲେସିସ ମତ ଦେଇଛନ୍ତି । ସେ କହିଛନ୍ତି ଯେ,
Read More...

କୋହଲିଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେଲେ ଅଖତର

କୋରାଚୀ: ଭାରତର ଅନ୍ୟତମ ଦକ୍ଷ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସଂପର୍କରେ ପାକିସ୍ତାନର କ୍ରିକେଟର ସୋଏବ ଅଖତର ସୋସିଆଲ ମିଡିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଖତର କହିଛନ୍ତି ଯେ, କୋହଲି ବର୍ତ୍ତମାନ ସମୟର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ସେ
Read More...