Yearly Archives

2020

ସାମାଜିକ ଦୂରତାକୁ ଲଂଘୁଛନ୍ତି ସରକାରୀ ସଂସ୍ଥା : ପ୍ରଶାସନ ନିରବଦ୍ରଷ୍ଟା

ବୈାଦ୍ଧ : ଲକ୍‌ଡାଉନ ହେବାର ୨୨ଦିନ ଅତିବାହିତ ହୋଇସାରିଛି । ସରକାର, ପ୍ରଶାସନ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥାମାନେ କରୋନାକୁ ମୁକାବିଲା ପାଇଁ ସାମାଜିକ ଦୂରତା ରକ୍ଷା ହିଁ ଏକମାତ୍ର ଅସ୍ତ୍ର ବୋଲି ଲୋକଙ୍କୁ ସଚେତନ ମଧ୍ୟ କରାଇ ଆସୁଛନ୍ତି । ଅନେକ ଜାଗାରେ ଜନସାଧାରଣ ଏ ନିୟମକୁ ମାନି
Read More...

କୋଭିଡ୍ ହସ୍ପିଟାଲ୍ ପରିଦର୍ଶନରେ ଯିବେ ୫-ଟି ସଚିବ

ଭୁବନେଶ୍ୱର: ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦୁଝର, ମୟୁରଭଂଜ ଓ ବାରିପଦା ଯାଇ ସେଠାରେ ଚିକିତ୍ସାର ଭିତ୍ତିଭୂମି, କାର୍ଯ୍ୟଦକ୍ଷତା ନେଇ ସ୍ଥିତି ପରଖିବେ । ଏହା ପୂର୍ବରୁ ସଚିବ ମହାଶୟ କେନ୍ଦ୍ରାପଡ଼ା ଓ ଯାଜପୁର ଗସ୍ତ କରି ଏ ସଂପର୍କରେ ସ୍ଥିତି ପରଖିଥିଲେ । ପ୍ରକାଶଯୋଗ୍ୟ ଯେ, ଓଡ଼ିଶା
Read More...

ଏଠାରେ କୁଆଁରୀ ଝିଅଙ୍କୁ ବିବାହ ମନା

ପ୍ରଶାନ୍ତ ମହାସାଗରର ଅନ୍ୟତମ ଦ୍ୱୀପ ଦେଶ ହେଉଛି ଗୁଆମ୍ । ଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ ସ୍ୱତନ୍ତ୍ର ଶାସିତ ଅଂଚଳ ଭାବେ ପରିଗଣିତ ଏହି ରାଷ୍ଟ୍ରରେ ଥିବା ଜନଜାତିଙ୍କର ଏକ ଅଜବ ପରଂପରା ରହିଛି । ଏଠି କୁମାରୀତ୍ୱ ହରାଇନଥିବା ଯୁବତୀଙ୍କୁ ବିବାହ କରାଇବା କଷ୍ଟକର ହୋଇପଡେ । କୁଆଁରୀ ଝିଅକୁ
Read More...

ଦାରିଙ୍ଗବାଡ଼ିରେ ଆରମ୍ଭ ହେଲା ଜରୁରୀକାଳୀନ ଅଟୋ ସେବା

ଦାରିଙ୍ଗବାଡ଼ି:କରୋନା ପାଇଁ ସାରା ରାଜ୍ୟରେ ଲଡାଉନ ଜାରି । କରାଯାଇଥିବା ଯୋଗୁଁ ଦାରିଙ୍ଗବାଡ଼ି ଅଂଚଳରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଯାହା ଫଳରେ ମୁଖ୍ୟତଃ ଦାରିଙ୍ଗବାଡ଼ିର ବିଭିନ୍ନ ଦୁର୍ଗମ ଗ୍ରାମାଂଚଳରେ ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବାରେ
Read More...

ସେବାର ଉତ୍କୃଷ୍ଟ ମାନଦଣ୍ଡ କ’ଣ ? ଏ ସମୟର ସଦୁପଯୋଗ ପାଇଁ ଆଗେଇ ଆସନ୍ତୁ । 5T ସଚିବ ପାଣ୍ଡିଆନଙ୍କ କ’ଣ…

ଭାରତର ସଶକ୍ତ ଜିଲାପାଳ (କଲେକ୍ଟର) ଅନୁଷ୍ଠାନ ଭଳି ସମଗ୍ର ବିଶ୍ୱରେ ବହୁତ କମ୍ ଅନୁଷ୍ଠାନ ଅଛି । ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ସମୟ ଅପେକ୍ଷା ଉତ୍କୃଷ୍ଟ ସମୟ ହୋଇ ନପାରେ । ନିଜର ଏହି ଶକ୍ତିକୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରନ୍ତୁ ।
Read More...

ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ନିଜର ସୁରକ୍ଷା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ: ମହାମରୀ କରୋନା କୁ ନେଇ ସାରା ଭାରତ ସମେତ ଓଡ଼ିଶା ଲକ୍‌ଡାଉନ୍ ରହିଥିବା ବେଳେ ଘରର ବୟସ୍କ ଲୋକଙ୍କୁ ଉପଯୁକ୍ତ ଯତ୍ନ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଘୋଷଣା କରିଛନ୍ତି । ଏପରିସ୍ଥଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ଜଳଙ୍ଗା ଗ୍ରାମର
Read More...

ଏଣିକି ଛେପ ପକାଇଲେ ଫାଇନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ଅଧିକରୁ ଅଧିକ ବ୍ୟାପୁଥିବାରୁ ତାହାକୁ ରୋକିବା ପାଇଁ କେନ୍ଦ୍ର ସରକାର କେତେକ କଡା ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଏଣିକି ସାର୍ବଜନିନ ସ୍ଥାନରେ ଛେପ ପକାଇଲେ ମାମଲା ରୁଜୁ ହେବ । ଏବଂ ଫାଇନ ଆଦାୟ କରାଯିବ । ଏହା ସାରା ଦେଶରେ ଲାଗୁ
Read More...

ଜେଲ ଗଲେ ୧୭ ବିଦେଶୀ ନାଗରିକ

ପାଟନା : ବିହାରରେ କୋରନା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସଂକ୍ରମଣ ଯେପରି ଅନ୍ୟ ଅଂଚଳଗୁଡିକ ନବ୍ୟାପିବ ସେଥିପାଇଁ ବିଦେଶରୁ ଆସି ଏହି ରାଜ୍ୟରେ ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସେମାନଙ୍କର ଚିହ୍ନଟ
Read More...

କରୋନା ସତ୍ତ୍ୱେ ଖେଳାଯିବ ଏସିଆନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ଭାଇରସ ସଂକ୍ରମଣରେ ଅସଂଖ୍ୟ ବ୍ୟକ୍ତି ପ୍ରାଣ ହରାଉଥିବାରୁ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଏଭଳି ସ୍ଥିତିରେ କିନ୍ତୁ ଏସିଆନ ଫୁଟବଲ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ବୋଲି ଏସିଆନ ଫୁଟବଲ କନ୍
Read More...

ଖେଳ ଦେଖିପାରୁନଥିବାରୁ ଟ୍ରମ୍ପ ଭୀଷଣ ଅତିଷ୍ଠ

ୱାଂଶିଟନ ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅନ୍ୟାନ୍ୟ ଦେଶ ଭଳି ଆମେରିକାରେ ମଧ୍ୟ ସବୁ କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଆମେରିକାରେ ବିଶେଷତଃ ବେସ ବଲ୍ ପ୍ରତିଯୋଗିତା ଅଧିକ ଲୋକପ୍ରିୟ । ଏହି ପ୍ରତିଯୋଗିତାକୁ ଦେଶର ବହୁ ବଡବଡ ନେତା ଓ ମନ୍ତ୍ରୀଙ୍କ ପରି ରାଷ୍ଟ୍ରପତି
Read More...