ବନପ୍ରକଳ୍ପରେ ପଡିଛି ଦୁର୍ଘଟଣାଗ୍ରସ୍ତ ଅଜଣା କାର୍
ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଗିରାସିଙ୍ଗା ଶ୍ରୀଜଗନ୍ନାଥବନ ପ୍ରକଳ୍ପ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ କାର୍ ରଖାଯାଇଥିବା ଆଜି ସକାଳେ ଦେଖିବାକୁ ମିଳିଛି । ନୀଳରଙ୍ଗର କାର୍ଟିକୁ ଦୁର୍ଘଟଣାପରେ କେହି ବନପ୍ରକଳ୍ପ ଭିତରକୁ ଆଣି ଛାଡି ଚାଲିଯାଇଥିବା ସନ୍ଦେହ!-->…
Read More...
Read More...