Yearly Archives

2020

ଡାକ୍ତରଙ୍କ ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ

ଭୋପାଳ: କୋରନାର ମୁକାବିଲା ପାଇଁ ଆଗ ଧାଡିରେ ରହି ଯୁଦ୍ଧ କରୁଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତର ଓ ପୁଲିସ ରହିଛନ୍ତି । ପୁଲିସ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ତେବେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ
Read More...

ଗୃହବନ୍ଦୀରେ ରୋନାଲ ଡିନୋ

ପାରାଗୁଏ,: ପ୍ରସିଦ୍ଧ ଫୁଟବଲ ଖେଳାଳି ରୋନାଲ ଡିନୋ ଓ ତାଙ୍କ ଭାଇଙ୍କୁ ଗୃହବନ୍ଦୀରେ ରଖାଯାଇଛି । ଜାଲ୍ ପାସପୋର୍ଟ ବ୍ୟବହାର କରି ସେମାନେ ପାରାଗୁଏ ଦେଶରେ ପ୍ରବେଶ କରିଥିଲେ । ଏହା ଜଣାପଡିବା ପରେ ପ୍ରଥମେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା । ଜେଲରେ ସେମାନେ ବିଚାର
Read More...

ବିଶ୍ୱକପ ୨୦୨୨ ଆୟୋଜନ ପାଇଁ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା କତ୍ତାର

କତ୍ତାର: କତ୍ତାରରେ ବିଶ୍ୱକପ୍ ଫୁଟବଲ ୨୦୨୨ ଆୟୋଜନ ପାଇଁ ଫିଫାକୁ ଏହି ଦେଶ ଲାଞ୍ଚ ଦେଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଥିଲା । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କତ୍ତାର ଜାତୀୟ ଫୁଟବଲ ସଂଘ ଏବଂ ସରକାର ତାହାକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି ଯେ, ଦେଶକୁ ବଦନାମ କରିବା
Read More...

ନବଜାତ ଶିଶୁଙ୍କ ନା “କରୋନା, ଲକଡାଉନ ଓ କୋଭିଡ୍‌’

କୋଲକତା: ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ସମୟ ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ନବଜାତ ଶିଶୁଙ୍କର ନାମକରଣ ନେଇ ଖୁବ ଚର୍ଚ୍ଚାରେ । ଏହି କରୋନା ଓ ଲକଡାଉନ ସମୟକୁ
Read More...

୩୪୬୫୩ କଳାକାରଙ୍କୁ ଆଗୁଆ ଭତ୍ତା ଦେବେ ସରକାର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪୬୫୩ଜଣ କଳାକାରଙ୍କୁ ମାର୍ଚ୍ଚରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହିପରି ୪ ମାସର ପେନସନ୍ ଆଗୁଆ ଭାବେ ପ୍ରଦାନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସର୍ବମୋଟ ୧୬ କୋଟି ୬୩ ଲକ୍ଷ
Read More...

ଚାଷୀଙ୍କ ପାଇଁ କୋହଳ ହେଲା ଲକଡାଉନ

ବୌଦ୍ଧ : କରୋନା ଯୋଗୁଁ ସରକାର ଲକଡାଉନ ଘୋଷଣା କରିବା ପରେ ସବୁଠାରୁ ଅଧିକ କ୍ଷତି ସହୁଥିଲେ ରାଜ୍ୟର ଚାଷୀମାନେ । ନିଜର ଉତ୍ପାଦିତ କୃଷି ସାମଗ୍ରୀର ବିକ୍ରିବଟା, ବଜାର ସୁବିଧା ଓ ପରିବହନ କ୍ଷେତ୍ରରେ ଲକଡାଉନର କଟକଣା ଯୋଗୁଁ ଚାଷୀମାନଙ୍କ ମୁଣ୍ଡରେ ଅଦିନଚଡକ ପଡିଥିଲା । ଚାଷୀମାନଙ୍କ
Read More...

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ !

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ବୈଠକରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୈଠକ କରାଯିବ । ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ
Read More...

କୋଭିଡ୍‌-୧୯ ପରିଚାଳନାର ସ୍ଥିତି ପରଖିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ଚାଲିଥିବା କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି । ସେଠାରେ ସେ ଦୁହେଁ କୋଭିଡ୍‌-୧୯ର
Read More...

ସର୍ବ ଧର୍ମ ସମନ୍ୱୟର ଗାଥା ଗାଏ ବାର ଶହ ବର୍ଷର ପ୍ରାଚୀନ ସ୍ଥାପତ୍ୟ

ବୌଦ୍ଧ ସହର ମଧ୍ୟରେ ଜାତୀୟ ରାଜପଥ ନଂ.୫୭ର ପାଶ୍ୱର୍ରେ ରହିଛି ନବମ ଶତାଦ୍ଦୀର ପ୍ରାଚୀନ କିର୍ତ୍ତୀ ଶ୍ରୀ ରାମନାଥ । ଏହା ସୋମବଂଶୀମାନଙ୍କ ଶାସନ ସମୟରେ ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦେଇଥାନ୍ତି । ଏକଦା ଶ୍ରୀରାମନାଥ ମନ୍ଦିର ପରିସରରେ ୧୧ଗୋଟି ପ୍ରାଚୀନ ମନ୍ଦିର ରହିଥିଲା । ଏକାଦଶ
Read More...

ଭଦ୍ରକ ବିଧାୟକ ଅନୁଧ୍ୟାନ କଲେ ଲକ୍‌ଡାଉନ୍‌ ସ୍ଥିତି

ଭଦ୍ରକ : ଭଦ୍ରକ ପୌରାଞ୍ଚଳରେ ଆଜି ସଖାଳେ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ଖୋଲା ହେଉଥିବା ମାର୍କେଟ ଗସ୍ତ କରି ସାମାଜିକ ଦୂରତ୍ୱ ଉପରେ ତନଖି କରିବା ସହ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି
Read More...