Yearly Archives

2020

ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି ରାଜକିଶୋର ପାଢ଼ୀ

ବାଲିଗୁଡ଼ା: ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ମହାମାରୀ କରୋନା ଭୁତାଣୁ କୁ ନେଇ ଦେଶ ତଥା ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୧ ଦିନିଆ ଲକ୍ ଡାଉନ୍ । ଧିରେଧିରେ ଆକ୍ରାନ୍ତଙ୍କ
Read More...

ଭୁବନେଶ୍ୱରରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ
Read More...

କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋଭିଡ୍‍ ୧୯ ହସ୍‍ପିଟାଲ୍‍

ଫୁଲବାଣୀ :କନ୍ଧମାଳରେ ପ୍ରଥମ ଜିଲ୍ଲାସ୍ତରୀୟ କୋବିଡ୍‍ ୧୯ ହସ୍‍ପିଟାଲ୍‍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ କନ୍ଧମାଳରେ ତ୍ୱରିତ ଗତିରେ ଏକ କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତ କରିବା ପାଇଁ ଶୁକ୍ରବାର ଏକ ଚୁକ୍ତି ସ୍ୱାକ୍ଷର ହୋଇଯାଇଛି ।
Read More...

ଡିସେମ୍ବରରେ ଆଲିଆ-ରଣବୀରଙ୍କ ବାହାଘର

ବଲିଉଡର ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଆଲିଆ ଭଟ୍ଟ-ରଣବୀର କାପୁର ଯୋଡି ଅନ୍ୟତମ । ସେମାନଙ୍କୁ ଆୟାନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ର ସିନେମାରେ ଏକାଠି ଦେଖିବାକୁ ମିଳିବ । ଏହାକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍କଣ୍ଠିତ । ଏହାକୁ ନେଇ ଏହି ଯୋଡି ଚର୍ଚ୍ଚାରେ ମଧ୍ୟ ଅଛନ୍ତି । ତେବେ ସେମାନଙ୍କ
Read More...

ଟ୍ରାଫିକ୍ ସ୍ଥିତି ବଦଳାଇ ଦେଇଛି ଲକଡାଉନ : ଗୁଗୁଲ ରିପୋର୍ଟ

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ସାରା ଦେଶରେ ଟ୍ରାଫିକ୍ ସ୍ଥିତି ପୁରା ବଦଳି ଯାଇଛି । ଭାରତର କେଉଁ ସହରରେ କେଉଁ ଟ୍ରାଫିକ୍ ଅଂଚଳରେ ଲୋକଙ୍କ ଗତିବିଧି କିପରି ବଦଳିଛି ତାହାର ଏକ ଚିତ୍ର ସମ୍ବଳିତ ରିପୋର୍ଟ ଗୁଗୁଲ ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ଯେଉଁ ସ୍ଥାନଗୁଡିକରେ ପ୍ରାୟ ସବୁଦିନ
Read More...

ନିଜାମୁଦ୍ଦିନ କଳା ତାଲିକାଭୁକ୍ତଙ୍କ ମଧ୍ୟରେ ୪୧ଦେଶର ନାଗରିକ, କେଉଁ ଦେଶରୁ କେତେ ଜାଣନ୍ତୁ

ନୂଆଦିଲ୍ଲୀ ,: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏହି କଳା ତାଲିକାଭୁକ୍ତ ବିଦେଶୀଙ୍କ ମଧ୍ୟରେ ୪୧ଟି ଦେଶର ନାଗରିକ ଥିବା ଜଣାପଡିଛି । ଅର୍ଥାତ୍ ୪୧ଟି ଦେଶରୁ ଆସିଥିବା ନାଗରିକମାନେ ସମ୍ମିଳନୀରେ
Read More...

ସଟଡାଉନରେ ଏହି ସବୁ ସେବା ଜାରି ରହିବ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଆଜିଠୁ ସଟଡାଉନ୍ ଲାଗୁ ହୋଇଛି । ଏହି ସଟଡାଉନ ସମୟରେ କ\'ଣ ସବୁ ଖୋଲାରହିବ ଓ କେଉଁଗୁଡିକ ବନ୍ଦ ରହିବ ସେ ନେଇ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାର ରାତି
Read More...

ସ୍ୱଦେଶ ଫେରନ୍ତା ଦକ୍ଷଣ ଆଫ୍ରିକୀୟ ଖେଳାଳି ନେଗେଟିଭ୍‌

ଜୋହାନ୍ସବର୍ଗ : ଦିନିକିଆ ସିରିଜ୍ ଖେଳିବା ପାଇଁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକାର କ୍ରିକେଟରମାନେ ଇତି ମଧ୍ୟରେ ସ୍ୱଦେଶ ଫେରିଯାଇଛନ୍ତି । ସ୍ୱଦେଶରେ ଫେରିବା ପରେ ସେମାନଙ୍କର ଟେଷ୍ଟ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଦଳର ମୁଖ୍ୟ ମେଡିକାଲ ଅଫିସର ସୁଏବ ମଂଜ୍ରା
Read More...

୩୫୦ ଗରିବ ପରିବାରର ଖାଇବା ଦାୟିତ୍ୱ ନେଲେ କ୍ରିକେଟର ସେହବାଜ

କୋଲକତା : ଲକଡାଉନ ଯୋଗୁଁ ଗରିବ ଓ ଅସହାୟ ଲୋକମାନେ ଖାଦ୍ୟ ପାଉନଥିବାରୁ ସେମାନେ ଅସୁବିଧାର ପଡିଛନ୍ତି । ସରକାରଙ୍କ ପକ୍ଷରୁ ଖାଦ୍ୟ ଯୋଗାଇ ଦିଆଯାଉଥିଲେ ମଧ୍ୟ କିଛି ବ୍ୟକ୍ତିବିଶେଷ ଓ ସଂଗଠନ ନିଜ ଉଦ୍ୟମରେ ଏଭଳି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣାଶୁଣା କ୍ରିକେଟର
Read More...

ଶୟନ କକ୍ଷରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ

ବାସ୍ତୁଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନରେ ଦେଖା ଯାଉଥିବା ଝଡ଼ର କାରଣ ଶୋଇବା ଘର ବି ହୋଇପାରେ। ଏଥିରେ କିଛି ବାସ୍ତୁ ଦୋଷ ଥିଲେ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦିଏ। ସେହିପରି କିଛି ଜିନିଷ ଅଛି, ଯେଉଁଗୁଡ଼ିକୁ ଶୟନ କକ୍ଷରେ ଆଦୌ ରଖିବା ଉଚିତ୍ ନୁହେଁ।  ଏହାଦ୍ୱାରା ସ୍ୱାମୀସ୍ତ୍ରୀଙ୍କ
Read More...