Monthly Archives

September 2021

ଦିୱାଲୀରେ ଫୁଟିବନି ବାଣ, କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ: ଗତ ବର୍ଷ ଭଳି ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବାଣର ବିକ୍ରୟ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସଂପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । କେଜ୍ରିୱାଲ ଲେଖିଛନ୍ତି- "ଗତ ୩ ବର୍ଷ ଧରି ଦିୱାଲୀ
Read More...

ତିନି ସପ୍ତାହ ଧରି ନମୋ ଜନ୍ମୋତ୍ସବ ପାଳନ ଘୋଷଣା: ୧୦୦ଟି ରକ୍ତଦାନ ଶିବିରର ଲକ୍ଷ୍ୟ

ସମ୍ବଲପୁର : ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ଯାଏଁ ତିନି ସପ୍ତାହ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମୋତ୍ସବ ପାଳନ କରାଯିବ । ଏହି ଅବସରରେ ସମଗ୍ର ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ୧୦୦ଟି ରକ୍ତଦାନ ଶିବିର ଆୟୋଜିତ ହେବ । ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା
Read More...

ଅପରାହ୍ନରେ ହୀରାକୁଦର ଆଉ ୬ଟି ଗେଟ୍‌ ଖୋଲିବ

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି । ଆଜି ସକାଳୁ ୬ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍‌ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି
Read More...

ମୂର୍ତ୍ତି ବଡ ସଂପର୍କରେ ଏମିତି କହିଲେ ଡିଏମ୍‌ଇଟି

କଟକ: ମୂର୍ତ୍ତି ର ଉଚ୍ଚତା ବଢିଲେ କରୋନା ବଢ଼ିଯିବ କି ? ପୂଜାରେ ମୂର୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତିକୁ ନେଇ ଏଭଳି ପ୍ରଶ୍ନ ଉଙ୍କି ମାରିଛି  । ତେବେ ଏହି ପ୍ରସଙ୍ଗରେ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତିଙ୍କ ମନ୍ତବ୍ୟ ସମସ୍ତଙ୍କୁ ଚକିତ
Read More...

ବିଜେଡିରେ ମିଶିଲେ ଚନ୍ଦ୍ରଶେଖର

ଭୁବନେଶ୍ୱର : କିଛି ହେଲା ଲାଗି ରହିଥିବା କଳ୍ପନାଜଳ୍ପନା ଆଜି ଶେଷ ହୋଇଛି । ଶେଷରେ କଂଗ୍ରେସ ସହ ଦୀର୍ଘ ଦିନର ସଂପର୍କ ତୁଟାଇ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ।ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, କୋଟପଡା ନିର୍ବାଚନ
Read More...

ଆଜି ବିଶ୍ୱ ଇଞ୍ଜିନିୟର ଦିବସ; ଜାଣନ୍ତୁ କାହିଁକି ଏହି ଦିବସକୁ କରାଯାଏ ପାଳନ,କ’ଣ ରହିଛି ଏହା ପଛରେ ଇତିହାସ

ଭୁବନେଶ୍ୱର : ଆଜି ବିଶ୍ୱ ଇଞ୍ଜିନିୟର ଦିବସ। ଭାରତରତ୍ନ ସାର୍‌ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟ ଭାରତର ଜଣେ ସଫଳ ଇଞ୍ଜିନିୟର ତଥା ବିଦ୍ୱାନ । ୧୯୧୨ରୁ ୧୯୧୮ ପର୍ଯ୍ୟନ୍ତ ସେ ମୈସୁର ଦିୱାନ ଥିଲେ । ୧୯୫୫ରେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନରେ ତାଙ୍କୁ ସମ୍ମାନିତ
Read More...

ଆଇପିଏଲ ପୂର୍ବରୁ ଛକା ବର୍ଷା କଲେ ଡି ଭିଲିୟର୍ସ

ନୂଆଦିଲ୍ଲୀ : ଆଇପିଏ ୨୦୨୧ର ଦ୍ୱିତୀୟ ଭାଗ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଏବି ଡି ଭିଲିୟର୍ସ ବୋଲରମାନଙ୍କୁ ଚେତାବନୀ ଦେଇଛନ୍ତି । ଏହି ଚେତାବନୀଟି ହେଉଛି ଯେ ଏବି
Read More...

ଦେବୀ ସୀତା ହେବେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଦେବୀ ସୀତା ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡିଛି । ଏ ସଂପର୍କରେ ‘ସୀତା - ଏକ ଅବତାର' ଶୀର୍ଷକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଥିବା ଆଲୋକିକ ଦେଶାଇ ସୋସିଆଲ ମିଡିଆ ମାଧ୍ୟମରେ ଏହା ସ୍ପଷ୍ଟ କରିଛନ୍ତି ନିଶ୍ଚିତ କରିଛନ୍ତି । ଅଲୋକିକ
Read More...

ବିଧାନସଭା ନିର୍ବାଚନ ଲଢିବେ ପ୍ରିୟଙ୍କା !

ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ୟୁପି ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଇବରେଲି କିମ୍ବା ଆମେଥୀଙ୍କ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି କୁହାଯାଉଛି । ଯଦି ଏହା ହୁଏ ଗାନ୍ଧୀ ପରିବାରର ପ୍ରଥମ
Read More...

ରାୟଗଡାରେ ଜନନୀ ଏକ୍ସପ୍ରେସ ବଦଳରେ ଚାଲିଛି ଖଟିଆ ଏକ୍ସପ୍ରେସ୍‌ : ବିଜେପି ମହିଳା ମୋର୍ଚ୍ଚା

ରାୟଗଡ: ରାୟଗଡ ଜିଲ୍ଳା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ତରଫରୁ ସ୍ଥାନୀୟ ହୋଟେଲ ତେଜସ୍ୱୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଳାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଯୋଗୁଁ ମହିଳା ଓ ଶିଶୁ ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ ନେଇ ରାଜ୍ୟ ମହିଳା ମୋର୍ଚ୍ଚା
Read More...