ବନ୍ୟପ୍ରାଣୀ ସପ୍ତାହ ଅବସରରେ ବାଲିଗୁଡ଼ା ବନଖଣ୍ଡରେ “ମୋ ଜଙ୍ଗଲ କଥା’ କାର୍ଯ୍ୟକ୍ରମ
ବାଲିଗୁଡ଼ା,୭/୧୦:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । ବାଲିଗୁଡା ଉପଖଣ୍ଡର ବନଖଣ୍ଡ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବନ୍ୟପ୍ରାଣୀ ସପ୍ତାହ ଅବସରରେ ମୋ ଜଙ୍ଗଲ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ କାର୍ଯ୍ୟାଳୟ!-->…
Read More...
Read More...