Yearly Archives

2021

ରାଜସ୍ଥାନରେ ସ୍ତ୍ରୀକୁ ବିକି ଦେଇଥିଲା ସ୍ୱାମୀ : ଯୁବତୀ ଉଦ୍ଧାର, ଜେଲ ଗଲେ ଯୁବକ

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁର ଧ୍ରୁବ ରଣାର ପୁଅ ରାଜେଶ ରଣା ଗତ କିଛି ଦିନ ତଳେ ସଇଁତଳା ଥାନା ଟିକ୍ରାପଡା ଗାଁର ସଂକୀର୍ତ୍ତନ ରଣାଙ୍କ ଝିଅ ଭାରତୀକୁ ପ୍ରେମ ବିବାହ କରିଥିଲା । ବିବାହର ତିନି ମାସ ପରେ ଜୁଲାଇ ମାସରେ ଦୁହେଁ ଇଟା ଗଢିବା ପାଇଁ ଯାଉଛୁ କହି
Read More...

ବିଜେଡିରେ ମିିଶିଲେ ଶତାଧିକ ଯୁବକ

ପାରଳାଖେମୁଣ୍ଡି : ଗୁମ୍ମା ବ୍ଳକ, ଜୀବା ପଞ୍ଚାୟତ, ୱାର୍ଡ ନଂ ୦୩, ଅନୁକୁଣ୍ଡାଗୁଡା ଗ୍ରାମର ଶତାଧିକ ଯୁବକ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇ ଗଜପତି ଜିଲ୍ଲାରେ
Read More...

ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବୈଠକରେ ଜିଲ୍ଲା ସଭାପତି ରାଧାମୋହନ
Read More...

ମାଗଣା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ

ଘୁ.ଉଦୟଗିରି : କରୋନା ମହାମାରୀ ସମୟଠାରୁ ଅଦ୍ୟାବଧିଭାବେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଦୁଇ ଦିନ ତାଲିମ ପ୍ରଦାନ କରାଯାଇଛି ।ପିଲାମାନଙ୍କୁ ପାଠପଢ଼ାରେ ଅଭ୍ୟାସ କରେଇବା ପାଇଁ ସହଜ ଉପାୟ ଅବଲମ୍ବନ କରିବା, ଉପଯୁକ୍ତ ଜ୍ଞାନ ପ୍ରଦାନ
Read More...

ପ୍ରାଧିକରଙ୍କ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନତା ସଭା

ପାରଳାଖେମୁଣ୍ଡି : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗତ୨ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ଲିନ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୨୨ ତାରିଖରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ନିଜେ
Read More...

ଏବିଭିପି ପକ୍ଷରୁ ନଗର ସମ୍ମିଳନୀ

ନବରଂଗପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନବରଙ୍ଗପୁର ତରଫରୁ ଦାରୁବନ୍ଧ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଅଧ୍ୟପକ ସୌମେନ୍ଦ୍ର କୁମାର ସ୍ୱାଇଁ ଉପସ୍ଥିତ ହୋଇ ବିଦ୍ୟର୍ଥୀ ପରିଷଦର
Read More...

ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ,ସୂଚନା ଦେଲେ ଜିଲ୍ଲାପାଳ

କୋରାପୁଟ : ଖୁବ ଶୀଘ୍ର ଜୟପୁର ଏୟାରପୋର୍ଟର କାର୍ଯ୍ୟ ଶେଷ ହେବ। ଆପ୍ରୋଚ ରୋଡ୍‌, ପୁଲିସ ଓ ସିକ୍ୟୁରିଟି ଗାର୍ଡମାନଙ୍କର ବାରାକ କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା ଦେଢରୁ ଦୁଇ ମାସରେ ଏସବୁ କାର୍ଯ୍ୟ ଶେଷ ହେବ। ଜୟପୁର ଏୟାରପୋର୍ଟର କାର୍ଯ୍ୟକାରିତା ଓ ଚାଲିଥିବା କାର୍ଯ୍ୟର ଅଗ୍ରଗତିକୁ
Read More...

୧୦% କମ୍‌ ବର୍ଷା କରାଇ ଓଡିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଆକଳନ ଅନୁସାରେ ଓଡିଶାରୁ ମୌସୁମୀ ବାୟୁ ଫେରିଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ଫେରିବ ।ଦକ୍ଷିଣ ପଶ୍ଚିମ
Read More...

ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ମୁକାବିଲା, ରେକର୍ଡ ଟିମ୍‌ ଇଣ୍ଡିଆ ସପକ୍ଷରେ

ଦୁବାଇ: ଟି-୨୦ ବିଶ୍ୱ କପରେ ସବୁଠାରୁ ଆକର୍ଷଣୀୟ,ରୋମାଞ୍ଚକର ଓ ମହାମୁକାବିଲା ଆଜି ସଂଧ୍ୟାରେ ଦେଖିବାକୁ ମିଳିବ । ଆଜିମୁହାଁମୁହିଁ ହେବେ ବିଶ୍ୱ କ୍ରିକେଟର ଦୁଇ ଚିର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଓ ଭାରତ । ବିଶ୍ୱ କପରେ ସବୁବେଳେ ଏହି ଦୁଇ ଦେଶର ମ୍ୟାଚକୁ ହାଇଭୋଲଟେଜ
Read More...

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ : ଖପ୍ରାଖୋଲ ଥାନା ଘୁଚାପାଳି ଗ୍ରାମର ବସନ୍ତ ରଣା (୨୩) ମଙ୍ଗଳବାର ଦିନ ନିଖୋଜ ହୋଇଯାଇଥିଲେ। ଏନେଇ ଥାନାରେ ଗୁରୁବାର ଦିନ ଆଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ଖପ୍ରାଖୋଲ ପୋଲିସ ଶୁକ୍ରବାର ରାତି ସମୟରେ ଲାଠୋର ଥାନା ଅର୍ନ୍ତଗତ ଶୁଳିଆବାହାଳ ଗ୍ରାମର ଜଙ୍ଗଲରୁ ଗଳିତ ଶବକୁ ଉଦ୍ଧାର
Read More...