Yearly Archives

2021

ଆଧ୍ୟାତ୍ମିକ ଭାବନା ଓ ଭକ୍ତି ସମୂହର ସ୍ଥାନ ଆଡେଣିଗଡର ନାଉନ ଡ଼ଙ୍ଗା ଜଳପ୍ରପାତ

ବୌଦ୍ଧ,୧୮/୧୦- ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବେ ବା କେହି କେହି ଶୁଣିଥିବେ । ଝରଣାର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ଦେଇ ଯିବାକୁ ପଡେ । ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ ।
Read More...

ରାଜକୁମାର ଶର୍ମା ନୂଆ ସ୍ୱାସ୍ଥ୍ୟ ସଚିବ ନିଯୁକ୍ତ

ଭୁବନେଶ୍ୱର,୧୮/୧୦- ୧୯୮୭ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ରାଜକୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଶର୍ମା କୃଷି ଉତ୍ପାଦ କମିଶନର ଭାବେ ପୂର୍ବଭଳି ତାଙ୍କ ଦାୟିତ୍ୱ ସହିତ ଅତିରିକ୍ତ ଭାବେ
Read More...

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଲେ ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ : ମାନ୍ୟବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀରେ ମାନ୍ୟବର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଭୁବନେଶ୍ୱରବାସୀଙ୍କ ତରଫରୁ ସେ ଭୁବନେଶ୍ୱରରୁ ଜୟପୁର ଏବଂ ଭୁବନେଶ୍ୱରରୁ ଗୋଆ ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନକୁ ଅନୁମତି ଦେଇଥିବାରୁ ତାଙ୍କୁ
Read More...

ଶେଷ ମୁହୂର୍ତ୍ତରେ ବାତିଲ ହେଲା ରେଳରୋକୋ ଆନ୍ଦୋଳନ

ସମ୍ବଲପୁର : ବିଶ୍ୱ ମହାମାରୀ କରୋନାର ପ୍ରଥମ ଲହରରୁ ଗତ ୨୦୨୦ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସର୍ବଭାରତୀୟ ସ୍ତରରେ ଲକଡାଉନ ଘୋଷଣା ହୋଇଥିଲା । ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଅନୁଷ୍ଠାନ ସହିତ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ହେବା ସଙ୍ଗେ ସଙ୍ଗେ ଯାତାୟାତର ସମସ୍ତ
Read More...

ବିଜେପି ଯୁବ ନେତାଙ୍କୁ ଗୁଳି କରି ହତ୍ୟା

କୋଲକତା : ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନାହିଁ । ପୁଣିଥରେ ରାଜ୍ୟରେ ବିଜେପି ନେତାଙ୍କୁ ହତ୍ୟା କରିବା ନେଇ ଖବର ସାମ୍ନାକୁ ଆସିଛି । ଉତ୍ତର ଦିନାଜପୁରର ଇଟାହାରର ବିଜେପି ଯୁବ ନେତା ମିଥୁନ ଘୋଷଙ୍କୁ ରବିବାର ରାତିରେ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିବା
Read More...

ରଣବୀରଙ୍କୁ ଚାପୁଡା ମାରିଥିଲେ ଅନୁଷ୍କା, କାହିଁକି ଜାଣନ୍ତୁ

ବଲିଉଡର ଚକଲେଟ୍‌ ବୟ ରଣବୀର କପୁର ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଉଭୟେ ଭଲ ବନ୍ଧୁ, ଏହା ସମସ୍ତଙ୍କୁ ଜଣା । ଉଭୟେ ଐ ଦିଲ୍‌ ହୈ ମୁସ୍କିଲରେ ଏକାଠି ନଜର ଆସିଥିଲେ । ଫିଲ୍ମରେ ଉଭୟ ଯୋଡିଙ୍କୁ ଦର୍ଶକ ମଧ୍ୟ ଖୁବ ପ୍ରଶଂସା କରିଥିଲେ । କିନ୍ତୁ ଏହି ଫିଲ୍ମ ସୁଟିଂ ସମୟରେ ଅନୁଷ୍କା ଶର୍ମା
Read More...

ନନ୍ଦନକାନନରୁ ଆସିଲା ଖୁସି ଖବର

ବାରଙ୍ଗ: ନନ୍ଦଦକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ଧଳା ବାଘୁଣୀ ‘ମୌସୁମୀ’ ମା’ ହେବାକୁ ଯାଉଛି । ପ୍ରାଣୀ ଉଦ୍ୟାନର ୨୦ ନମ୍ବର ଖୁଆଡ ପଛ ପାଖରେ ରହୁଥିବା ଧଳା ବାଘୁଣୀକୁ ଖୁଆଡ ଚାରିପାଖରୁ ଆବଦ୍ଧ କରି ରଖାଯାଇଛି । ସିସି ଟିଭି ଲଗାଯାଇ ତା ଉପରେ ନଜର ରଖାଯାଇଛି । ମୌସୁମୀ ଗର୍ଭ ଧାରଣ
Read More...

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧୦୦୦ ମୃତ

ନୂଆଦିଲ୍ଲୀ : ବିଶ୍ୱରେ ଏବେ ମଧ୍ୟ ଜାରି ରହିଛି କରୋନା ସଂକଟ । ଋଷରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସର ସବୁଠୁ ଅଧିକ ୩୪,୩୦୩ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ମାମଲା ମାସେ ତଳେ ଦୈନିକ ସଂକ୍ରମଣଠାରୁ ୭୦ ପ୍ରତିଶତ ଅଧିକ । ଋଷରେ କରୋନା ମହାମାରୀ ଲଗାତାର ଭାବେ ବଢିଚାଲିଛି ।
Read More...

ଟମାଟୋ ଓ କ୍ଷୀରରୁ ପ୍ରସ୍ତୁତ ଫେସପ୍ୟାକ୍

ହିରାଞ୍ଚଳ ଲାଇଭ : ସୁସ୍ଥ, ସୁନ୍ଦର, କମୋଳ ତ୍ବଚା ସମସ୍ତଙ୍କର ପସନ୍ଦ । କିନ୍ତୁ ଆଜିକାଲି ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅନେକ ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳୁଛି । କିନ୍ତୁ ସବୁବେଳେ ମନେ ରଖିବା ଉଚିତ୍ ଯେ, ତ୍ବଚାଠାରୁ କେମିକାଲ ଯୁକ୍ତ ପ୍ରଡକ୍ଟକୁ ଯଥାସମ୍ଭବ
Read More...

ମଞ୍ଜୁଦେବୀ ହତ୍ୟା ମାମଲା, ଦେଢମାସ ପରେ ସନ୍ଦେହରେ ଜଣେ ଯୁବକକୁ ହାଜତକୁ ପଠାଇଛି ପୋଲିସ

କଣ୍ଟାବାଞ୍ଜି,୧୮/୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଗତ ନୂଆଁଖାଇଦିନ ଜମିଦାରପଡାରେ ଥିବା ପ୍ରତିଷ୍ଠିତ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀକୁ ଘରେ ପଶି ହତ୍ୟା କରି ଫେରାର ଥିବାବେଳେ, ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରି ପରିଶେଷରେ ସେହିପଡାର
Read More...