Yearly Archives

2021

ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା ହଡପ ଅଭିଯୋଗ

ବୌଦ୍ଧ,୨୯/୪- ବୌଦ୍ଧବ୍ଲକ୍‌ ବଢିଗାଁ ଗ୍ରାମ ପଞ୍ଚାୟତରେ ଜଣେ ହିତାଧିକାରୀଙ୍କ ହରିଶ୍ଚନ୍ଦ୍ର ଯୋଜନାର ୨ ହଜାର ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବଢିଗାଁ ଗ୍ରାମର ଜେମାମଣି ସାହୁ (୭୧) ଗତ ତା ୮. ୮. ୨୦୨୦ ରେ ମୃତ୍ୟୁବରଣ କରିଥିଲେ । ଶବ ସଂସ୍କାର ପାଇଁ
Read More...

ରାଜ୍ୟରେ ସାମାନ୍ୟ କମିଲା ଦୈନିକ ସଂକ୍ରମଣ ସଂଖ୍ୟା, ବଢିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱର ୨୯ ।୦୪ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍
Read More...

ବୌଦ୍ଧ : ୬୫ ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ସହରାଞ୍ଚଳ ସାଜିଛି ହଟସ୍ପଟ

ବୌଦ୍ଧ,୨୯/୪- ବୌଦ୍ଧ ଜିଲ୍ଲାରେ ଆଜି ୬୫ ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ବୌଦ୍ଧ ଏନଏସି ରେ ସର୍ବାଧିକ ୨୪ ଜଣ ନୂତନ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକରୁ ୧୮ ଜଣ, କଣ୍ଟାମାଳ ବ୍ଲକ ମଧ୍ୟରୁ ୧୩
Read More...

ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍‌ ଟୀକାକରଣ

ଦଶପଲ୍ଲା,୨୮/୪- ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦଶପଲ୍ଲାର ଅଗ୍ରଣୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ଟୀକାକରଣ କରାଯାଇଥିଲା । ଏଥିରେ ମଧ୍ୟଖଣ୍ଡ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର
Read More...

ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍‌ ଟୀକାକରଣ

ଦଶପଲ୍ଲା,୨୮/୪- ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦଶପଲ୍ଲାର ଅଗ୍ରଣୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ଟୀକାକରଣ କରାଯାଇଥିଲା । ଏଥିରେ ମଧ୍ୟଖଣ୍ଡ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର
Read More...

ନିଆଁଲାଗି ଜଳିଗଲା ୪ ବଖରା ଘର ଓ ଜିନିଷପତ୍ର

ଦଶପଲ୍ଲା,୨୮/୪- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ସୀମାନ୍ତ ଆଦିବାସୀ ବହୁଳ କୁଜାମେଣ୍ଢି ଗ୍ରାମ ପଞ୍ଚାୟତର କୁମ୍ଭୀକିଳା ଗ୍ରାମରେ ଆଜି ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ନିଆଁ ଲାଗି ,ସରସ୍ୱତୀ ବେହେରାଙ୍କର ୪ ବଖରା ଘର ପୋଡ଼ିଯିବା ସହିତ ଘର ଭିତରେ ଥିବା ବହୁ ମୂଲ୍ୟବାନ ଜିନିଷ ପୋଡ଼ିଯାଇଛି ।
Read More...

ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ୍‌

ବୌଦ୍ଧ,୨୮/୪ – ଆଜି ସକାଳେ ପୁରୁଣା କଟକ ରେଞ୍ଜ ଅନ୍ତର୍ଗତ ପୁରୁଣା କଟକ ଗଣପତି ନଗର ବାସିନ୍ଦା ଅବଧୂତ ଥାଟୀଙ୍କ ଘରେ ବନବିଭାଗ ଚଢାଉ କରି ବିପୁଳ ପରିମାଣର ମୂଲ୍ୟବାନ୍‌ କାଠ ଜବତ୍‌ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି କୌଣସି ସୂତ୍ରରୁ ଖବରପାଇ ପୁରୁଣାକଟକ ରେଞ୍ଜପକ୍ଷରୁ
Read More...

ଖେଳ ଶିକ୍ଷକଙ୍କ କରୋନାରେ ପରଲୋକ

ବୌଦ୍ଧ,୨୮/୪ – କଣ୍ଟାମାଳ ବ୍ଲକ ଗବଯୋରସ୍ଥିତ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟର ଖେଳଶିକ୍ଷକ ବୀରବଲ୍‌ ଭୋଇଙ୍କ ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ବରଗଡ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଭୋଇ ଚାରିଦିନ
Read More...

ବିବାହ ଅଟକାଇ କ୍ଷମା ମାଗିଲେ ଜିଲ୍ଲାପାଳ

ଅଗରତାଲା: ତ୍ରିପୁରାର ମାଣିକିଆ ଅଂଚଳରେ ଏପରି ଏକ ଘଟଣା ଘଟିଛି ଯାହା ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅଂଚଳର ଏକ ବିବାହ ଉତ୍ସବକୁ ବନ୍ଦ କରିବା ଏବଂ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଗିରଫ କରିବା ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ତୀବ୍ର
Read More...

ଡିଭିଲିୟର୍ସ ନାମରେ ଯୋଡି ହେଲା ଆଉ ଏକ ଆଇପିଏଲ ରେକର୍ଡ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲର ୨୧ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାଜିତ କରି ରୋମାଞ୍ଚକ ବିଜୟ ହାସଲ କରିଛିଛ ଏହି ବିଜୟ ପରେ ଆରସିବି ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି । ଏହି ରୋମାଞ୍ଚକ ବିଜୟର ଶ୍ରେୟ ଦିଆଯାଇଛି
Read More...